ପରିବାର ପୋଷିବାକୁ ବିଦେଶ ଗଲେ ସ୍ଵାମୀ, ସ୍ତ୍ରୀ ଏପଟେ ରଚିଲା ରାସ-ଲୀଳା: ସହି ନପାରି ସ୍ଵାମୀ କଲେ…

ସ୍ତ୍ରୀର ପରି-କୀୟା ପ୍ରୀତି ପାଇଁ ବଳି ପଡିଲେ ଆଉ ଜଣେ ସ୍ୱାମୀ । ସ୍ତ୍ରୀର ଏଭଳି କାମକୁ ସହ୍ୟ କରି ନ ପାରି ଆ-ତ୍ମହ-ତ୍ୟା କରିବାକୁ ଠିକ୍ ବୋଲି ଭାବି ନେଲେ ଆଉ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ ସ୍ୱାମୀ । ତେବେ ଏଭଳି ଏକ ଖବର ଆସିଛି ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ସଦର ଥା-ନା ସଳଖିଆ ଗ୍ରାମର । ଏଭଳି ଖବର ବର୍ତ୍ତମାନ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ନିଜ ସ୍ତ୍ରୀ ପାଇଁ ଆ-ତ୍ମହ-ତ୍ୟା କରି ଦେଇଛନ୍ତି ଜଣେ ସ୍ୱାମୀ । ସ୍ତ୍ରୀ ଏଭଳି ବ୍ୟବହାର କରୁଥିଲେ ଆଉ ଏଭଳି କାର-ନାମା କରୁଥିଲେ ଯାହା ସ୍ୱାମୀଙ୍କୁ ଆ-ତ୍ମହ-ତ୍ୟା କରିବାପାଇଁ ବାଧ୍ୟ କରିଦେଲା ।

ତେବେ ଏହି ଗ୍ରାମର କାମଦେବ ଷେଣ୍ଢ ନିଜ ସ୍ତ୍ରୀର କଳା କାର-ନାମାକୁ ଆଉ ସହ୍ୟ କରି ପାରିନଥିଲେ । କାରଣ ସ୍ତ୍ରୀ ସେହି ଗ୍ରାମର ଜଣେ ବ୍ୟକ୍ତି ମଦନ ସାହୁଙ୍କୁ ପ୍ରେମ କରୁଥିଲେ ଆଉ ତାଙ୍କ ସହ ଶାରୀ-ରିକ ସମ୍ପ-ର୍କ ମଧ୍ୟ ରଖୁଥିଲେ । ଅନ୍ୟପକ୍ଷରେ କାମଦେବ ଦୀର୍ଘ ଦେଢ଼ ବର୍ଷ ହେବ ପରିବାର ପୋଷଣ କରିବାପାଇଁ ଦୁବାଇରେ ରହୁଥିଲେ । ଆଉ ଏପଟେ ଘରେ ତାଙ୍କ ମା , ସ୍ତ୍ରୀ ଆଉ ଦୁଇ ଜଣ ପିଲା ରହୁଥିଲେ । ତେବେ ଏହାର ସୁଯୋଗ ନେଇ ସ୍ତ୍ରୀ କରୁଥିଲେ ପର-କୀୟା ପ୍ରୀତି । ରାତିରେ ସ୍ୱାମୀ ସହ କଥା ନ ହୋଇ ମଦନ ସହ ଫୋନରେ ଚାଟିଂ କରିବା ସହିତ କଥାବାର୍ତ୍ତା ମଧ୍ୟ କରୁଥିଲେ ।

ଆଉ ସ୍ୱାମୀ ପଚାରିଲେ ମି-ଛ କହି କଥାକୁ ଆଡେଇ ଦେଉଥିଲେ । ସ୍ୱାମୀ ପଚାରିଲେ ସେ ବହୁତ ମି-ଛ କହୁଥିଲେ । ଅନ୍ୟପକ୍ଷରେ ସେ ଆ-ତ୍ମହ-ତ୍ୟା ପୂର୍ବରୁ ନିଜ ହାତ ଲେଖା ଏକ ଚିଠି ମଧ୍ୟ ଛାଡି ଯାଇଛନ୍ତି । ଯେଉଁଥିରେ ସେ ନିଜ ସ୍ତ୍ରୀ ବିଷୟରେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି କି , ତାଙ୍କ ସ୍ତ୍ରୀଙ୍କୁ ଦୁବାଇ ଡାକିଲେ ସେ ଯିବାକୁ ମନା କରୁଥିଲେ ଆଉ ତାଙ୍କ ସହ ଫୋନରେ ମଧ୍ୟ ଭଲ ଭାବରେ କଥାବାର୍ତ୍ତା କରୁନଥିଲେ । ଆହୁରିମଧ୍ୟ ଘରେ ତାଙ୍କ ମାଆ ମଦନ ଆଉ ତାଙ୍କ ସ୍ତ୍ରୀଙ୍କୁ ଏକାଠି ବହୁତ ଥର ଦେଖିଥିଲେ ଆଉ ମା-ଡ଼ ମଧ୍ୟ ମା-ରିଥିଲେ ।

ତେବେ ଏହାପରେ ବାଧ୍ୟ ହୋଇ ସେ ଘରକୁ ଆସିଥିଲେ ଆଉ ଘରକୁ ଆସି ରାତିରେ ଦେଖିଲା ବେଳକୁ ତାଙ୍କ ସ୍ତ୍ରୀ ମଦନ ସହିତ ଚାଟିଂ କରିବାରେ ଲାଗିପଡିଛି । ତାପର ଦିନ ଯାଇ ସେ କଲ ରେ-କ-ର୍ଡ ବାହାର କରିବା ବେଳକୁ ମଦନ ସାହୁର ନାମ ଆସିଥିଲା । ଆଉ ଏହାକୁ ଦେଖି ସେ ଆଦୌ ସହି ପାରିନଥିଲେ । ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଆଉ ସେ କଣ କରିବେ ଭାବି ପାରିନଥିଲେ । ଆଗରୁ ଅନେକ ଥର ସେ ମଦନ ସହିତ ଚାଟିଂ କରିବାକୁ ଆଉ କଥା ହେବାକୁ ମନା କରିଥିଲେ କିନ୍ତୁ ସେ ମାନି ନଥିଲେ । ତେବେ ଥରେ ଭାବନ୍ତୁ ତ ଦୁଇ ଦୁଇଟି ପିଲାର ମାଆ ଏଭଳି କାମ କରିବ ବୋଲି କେହି ବିଶ୍ୱାସ କରି ପାରୁନାହାଁନ୍ତି । ତେବେ ବର୍ତ୍ତମାନ ପୋ-ଲି-ସ ଆସି ଶ-ବକୁ ଉ-ଦ୍ଧାର କରି ବ୍ୟବ-ଚ୍ଛେଦ ପାଇଁ ପଠାଇ ଦେଇଛି ।

Leave a Reply

Your email address will not be published. Required fields are marked *