ଇଡି ଘାଣ୍ଟିବ ଅର୍ଚ୍ଚନା ଜଗବନ୍ଧୁଙ୍କୁ, ଭୟରେ ଜେଲରେ କାନ୍ଦିଲେଣି ଅର୍ଚ୍ଚନା

ମାୟା-ବିନୀ ସୁନ୍ଦରୀ ଅର୍ଚ୍ଚନା ଆଉ ଜଗବନ୍ଧୁଙ୍କୁ କୁଆଡେ ରାତିରେ ନିଦ ହେଉନି ଆଉ। ଯେବେ ଠାରୁ ଅର୍ଚ୍ଚନା ଶୁଣିଲେଣି କି ତାଙ୍କ କେ-ଶକୁ ଘାଣ୍ଟିବାକୁ ଯାଉଛି ଇଡି ସେବାଠାରୁ ଅର୍ଚ୍ଚନା ଆଉ ଜଗବନ୍ଧୁଙ୍କ ଦେହ ଏକ ଦମ ଝାଳ ହେଇ ଯାଉଛି। ହଁ ଯଦିଓ ରାଜ୍ୟରେ ହାଲୁକା ସିତର ଲହରୀ ଖେଳି ଆସିଲାଣି ହେଲେ ତଥାପି କୁଆଡେ ଅର୍ଚ୍ଚନା ଆଉ ଜଗବନ୍ଧୁଙ୍କୁ ଦେହରୁ ଗମ ଗମ ଝାଳ ବାହାରୁଛି ବୋଲି ଲୋକେ କହୁଛନ୍ତି।

ଯେଉଁ ସାମ୍ରାଜ୍ୟ ଦୁହେଁ ମିଶି ଆରମ୍ଭ କରିଥିଲେ ଏବେ ସେହି ସାମାର୍ଯ୍ୟ କୁ ନେଇ ଇଡି ଖେଳେଇବ ଅର୍ଚ୍ଚନା ଆଉ ଜଗବନ୍ଧୁ ଙ୍କୁ। ଅର୍ଚ୍ଚନା ଆଉ ଜଗବନ୍ଧୁ ଇଡିକୁ ସାମ୍ନା କରିବା ବେଳେ ତଣ୍ଟି ଶୁଖିଜିବି ପାଟି ଅଠା ହୋଇଯିବ। ବନ୍ଧୁଗଣ ଅର୍ଚ୍ଚନା ଆଉ ଜଗବନ୍ଧୁଙ୍କ ବ୍ଲା-କମେ-ଲ ମାମ-ଲାରେ ଏବେ ତ-ଦନ୍ତ କରିବାକୁ ଯାଉଛି ଇଡି। ସେ ଦିନ ସିନା ଗଣମାଧ୍ୟମ ଯେତେବେଳେ ଅର୍ଚ୍ଚନାଙ୍କୁ ପ୍ରଶ୍ନ କରିଥିଲେ କି ଏତେ ଅର୍ଥ କେଉଁଠୁ ଆଣିଥିଲ ଅର୍ଚ୍ଚନା ଫଁ ଫଁ ଡାକିଥିଲେ ହେଲେ ଯେତେବେଳେ ଇଡି ପ୍ରଶ୍ନ କରିବ ସେତେବେଳେ ଅର୍ଚ୍ଚନା ଆଉ ଜଗବନ୍ଧୁଙ୍କର ତଣ୍ଟି ଏକ ଦମ ଭାବେ ଶୁଖିଯିବ।

ଲୋକେ କହୁଛନ୍ତି କଣ କରିବେ ସେତେବେଳେ ଅର୍ଚ୍ଚନା ଆଉ ଜଗବନ୍ଧୁ। ସେତେବେଳେ କିପରି ଇଡି ଆଗରେ ଡାକିବେ ଫଁ ଫଁ। ନା ଅର୍ଚ୍ଚନା ଆଉ ଜଗବନ୍ଧୁ ଦୁହେଁ ଚୁପ ରହି ଇଡିକୁ ଅର୍ଥ ନୈ-ତିକ କାରବାରରେ ସମ୍ପୂର୍ଣ୍ଣ ସହଯୋଗ କରିବେ। ଆଉ ଧ-ରା ପଡିଯିବ କି ଅର୍ଚ୍ଚନାଙ୍କ ସବୁ ପା-ପ ସମ୍ପତ୍ତିର ସବୁକିଛି ହିସାବ। କିପରି ଅର୍ଚ୍ଚନା ଆଉ ଜଗବନ୍ଧୁ ଦୁହେଁ ମିଶି ହୋଇଥିଲେ ଏତେ ଟଙ୍କାର ମାଲିକ ଏବଂ ମାଲିକାଣି।

କିପରି ଦୁହେଁ ମିଶି କରିଥିଲେ କୋଟି କୋଟି ଟଙ୍କା ଠୁଳ ତାହାର ଟିକ ନିଖି ପ୍ରମାଣ ଦେବ ଅର୍ଚ୍ଚନା ଆଉ ଜଗବନ୍ଧୁ। ତେବେ କେବଳ ଏତିକି ନୁହେଁ ଇଡି ପ୍ରଶ୍ନ କରିବ କିପରି ଟଙ୍କା କାରବାର କରୁଥିଲେ। ଏହି ଟଙ୍କା କିଏ ଦେଉଥିଲା ଓ କେଉଁ ସ୍ୱାର୍ଥରେ ଦେଉଥିଲା। କେଉଁ କେଉଁ ନେତା ମନ୍ତ୍ରୀ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ କେତେ କେତେ ଟଙ୍କା ଦେଇଛନ୍ତି।

ତେବେ ବନ୍ଧୁଗଣ ଯାହା ଆଲୋଚନା ହେଉଛି କି ଅର୍ଚ୍ଚନା ଆଉ ଜଗବନ୍ଧୁଙ୍କ ନାମରେ ନୟାପଲ୍ଲୀ ଓ ଖଣ୍ଡଗିରି ଥା-ନାରେ ଯେଉଁ ଦୁଇଟି ଏଫଆ-ଇଆ-ର ଦାୟର କରାଯାଇଥିଲା। ସେହି ଦୁଇଟି ଏଫ ଆଈ ଆର କପି ହସ୍ତାନ୍ତର କରାଯାଇଛି ଇଡିକୁ। ଆଉ କୁହାଯାଉଛି କି ଏବେ ଇଡିକୁ ସାମ୍ନା କରିବେ ଅର୍ଚ୍ଚନା ଜଗବନ୍ଧୁ। ଆଉ ଯେତେବେଳେ ଇଡି ତ-ଦନ୍ତ କରେ କୁହାଯାଉଛି କି ଅସହ୍ୟ ସିତରେ ବି ବଡ଼ ବଡ଼ିଆ ଲୋକଙ୍କ ମୁହଁରୁ ଝାଳ ବୋହି ଆସେ। ଆଉ ଏବେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମୁହଁରୁ ମଧ୍ୟ ଝାଳ ବୋହି ଆସିବ ବୋଲି ଲୋକେ ଖୁବ ଆଲୋଚନା କରୁଛନ୍ତି। କେବଳ ଏତିକି ନୁହେଁ ଇଡିର ଗୋଟିଏ ପରେ ଗୋଟିଏ ପ୍ରଶ୍ନରେ ଖୋଲିଯାଇ ପାରେ ସମସ୍ତ ଗୁମର।

ଏବେ ଜେ-ଲ ଭିତରେ ବିଚଳିତ ହେଉଥିବେ ଅର୍ଚ୍ଚନା ଓ ଜଗବନ୍ଧୁ। ଏବେ ଜେ-ଲ ଭିତରେ ଅର୍ଚ୍ଚନା ଓ ଜଗବନ୍ଧୁ ଭାବୁଥିବେ ଇଡି କିପରି ପ୍ରଶ୍ନ କରିବ। ଏବେ ଜେଲ କଠୋରି ଭିତରେ ବସି ଇଡିର କେଉଁ ଭଳି ପ୍ରଶ୍ନ ରହିବ ତାର ପ୍ରଶ୍ନ ପତ୍ର ବୋଧେ ହୁଏ ତିଆରି କରୁଥିବେ ଅର୍ଚ୍ଚନା ଓ ଜଗବନ୍ଧୁ । ସେହି ପ୍ରଶ୍ନର ଉତ୍ତର ବି ହୁଏତ ମନେ। ମନେ ଚିନ୍ତା କରୁଥିବେ।

ଆଉ ଲୋକେ କହୁଛନ୍ତି କି ଅର୍ଚ୍ଚନା ଆଉ ଜଗବନ୍ଧୁ ଯେତେ ଚାଲାଖ ହେଲେ ସୁଦ୍ଧା ସେମାନେ ଇଡି ହାତରୁ ଖସି ପାରିବେ ନାହିଁ। ଇଡି ଯେମିତି ହେଲେ ବି ପ୍ରଶ୍ନର ଉତ୍ତର ଆଦାୟ କଖିବ। ଆଉ ସେହି ପ୍ରଶ୍ନର ଉତ୍ତର ବି ଅର୍ଚ୍ଚନା ଜଗବନ୍ଧୁ ସିଧାସଳଖ ନଦେଲେ ମଧ୍ୟ ବୁଲାଇ ବାଙ୍କେଇ ନିସ୍ଟିନ୍ତ ଦେବେ। ତେବେ ଦେଖିବାକୁ ବାକି ରହିଲା କେବେ ଓ କିପରି ଇଡି ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଜେ-ରା କରି ସତ ବାହାର କରୁଛି।

Leave a Reply

Your email address will not be published. Required fields are marked *