ବିବାହ କରିବେ କହି ଶାରୀ-ରିକ ସ-ମ୍ପର୍କ ରଖିଲେ , ସ-ମ୍ପର୍କ ରଖି ମହିଳାଙ୍କୁ ଛାଡି ଦେଲେ ବ୍ୟକ୍ତି

ବିବାହିତ ଥିଲେ , ତଥାପି ଦେଲେ ନାହିଁ ବିବାହିତର ପରିଚୟ । ପ୍ରେମ କରୁଛନ୍ତି ବୋଲି କହିଲେ ଆଉ ଭୁବନେଶ୍ୱର ନେଇଗଲେ । ସେଠାରେ ଗୋଟିଏ ଘରେ ରଖିଲେ । ଆଉ ସବୁଦିନ ରଖିଲେ ଶାରୀ-ରିକ ସ-ମ୍ପର୍କ। ତେବେ ୧୫ ଦିନ ପରେ ବ୍ୟକ୍ତିଙ୍କର ଅସଲ ଚେହେରା ସାମ୍ନାକୁ ଆସିବା ପରେ ମହିଳା ପୁରାପୁରି ଭା-ଙ୍ଗି ପଡ଼ିଥିଲେ । ତେବେ ଜଣେ ବିବାହିତ ବ୍ୟକ୍ତି ଆଉ ଜଣେ ବିବାହିତା ମହିଳାଙ୍କୁ ନେଇ ଏପରି ଏକ କା-ଣ୍ଡ ବର୍ତ୍ତମାନ ସମୟରେ ଲୋକଲୋଚନକୁ ଆସିଅଛି ।

ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରୁ ଆସିଥିବା ଏହି ଘ-ଟଣା ବର୍ତ୍ତମାନ ଆଲୋଚନାର ବିଷୟବସ୍ତୁ ପାଲଟିଛି । ଜଣେ ବ୍ୟକ୍ତି ମହିଳାଙ୍କୁ ପ୍ରେମ ଜା-ଲରେ ଫ-ସାଇ ଥିଲେ ଆଉ ତାପରେ ସବୁକିଛି ସାରି ଦେଇଥିଲେ । ତେବେ ସୂଚନା ଅନୁଯାୟୀ , ଗୁରୁ ପ୍ରସାଦ ବସ୍ତିଆ ଉର୍ଫ ବାପି ନାମକ ଜଣେ ବିବାହିତ ଥିଲେ । ତେବେ ବିବାହିତ ହୋଇ ମଧ୍ୟ ସେ ନିଜର ପରିଚୟ ଲୁ-ଚାଇ ଦେଇଥିଲେ । ଆଉ ନିମାପଡ଼ା ଅଞ୍ଚଳର ଜଣେ ମହିଳାଙ୍କୁ ପ୍ରେମ ଜା-ଲରେ ଫ-ସାଇ ଥିଲେ ।

ମହିଳାଙ୍କ ସ୍ବାମୀ ତାଙ୍କୁ ଆଗରୁ ଛାଡି ଦେଇ ପଳାଇ ଥିଲେ । ତେଣୁ ମହିଳା ସେହି ଦୁଃ-ଖରେ ଭା-ଙ୍ଗି ପଡ଼ିଥିଲେ । ତାଙ୍କ ଦୁନିଆଁରେ ସେ ପୁରାପୁରି ଏକୁଟିଆ ରହିଥିଲେ । ତେବେ ଏହି ସମୟ ମଧ୍ୟରେ ତାଙ୍କ ଜୀବନରେ ଆସିଥିଲା ବାପି । ଆଉ ତାଙ୍କୁ ପ୍ରେମ କରିବାର ପ୍ରଲୋ-ଭନ ଦେଖାଇ ତାଙ୍କର ଇ-ଜ୍ଜତ ନେଇ ଯାଇଥିଲା । ତେବେ ୧୫ ଦିନ ଧରି ସେ ମହିଳାଙ୍କୁ ଭୁବନେଶ୍ୱର ନେଇ ଯାଇଥିଲା ଆଉ ଗୋଟିଏ ଭଡ଼ା ଘରେ ରଖିଥିଲା ।

ଭଡ଼ା ଘରେ ରଖି ଲଗାତାର ୧୫ ଦିନ ମହିଳାଙ୍କ ସହିତ ଶାରୀ-ରିକ ସମ୍ପ-ର୍କ ରଖିଥିଲା ଆଉ ତାଙ୍କୁ ବିବାହ କରିବ ବୋଲି ମଧ୍ୟ କହିଥିଲା । ତେବେ ଘରକୁ ଫେରିବା ପରେ ଆଉ ସେ ମହିଳାଙ୍କୁ ଧରା ଛୁଆଁ ଦେଇ ନଥିଲା । ଏହାପରେ ମହିଳା ଜଣକ ବାପିଙ୍କ ଘରକୁ ପହଞ୍ଚି ଯାଇଥିଲେ । ତେବେ ସେଠାରେ ବାପି ତାଙ୍କୁ କହିଥିଲା କି , ସେ ବିବାହିତ ଅଟେ ଆଉ ମହିଳାଙ୍କୁ ବିବାହ କରିପାରିବ ନାହିଁ । ଏହାପରେ ତାଙ୍କୁ ଅନେକ ମା-ଡ଼ ମଧ୍ୟ ମା-ରିଥିଲା । ତେବେ ମହିଳା ଜଣକ ଏହାପରେ ଥା-ନାରେ ଅଭି-ଯୋଗ କରିବା ପରେ ପୋ-ଲିସ ବାପିକୁ ଗି-ରଫ କରି ନେଇଛି ।

Leave a Reply

Your email address will not be published. Required fields are marked *