ଏକାଥରେ ଚାଲିଗଲେ ବାପା ମାଆ ଛୁଆ , ଗୋଟିଏ ଜୁଇରେ ଜ-ଳିଲା ସମସ୍ତଙ୍କ ଚିତା

ଭଗବାନ କେତେ ଯେ ନିଷ୍ଠୁର । ଏକାଥରେ ଗୋଟିଏ ପରିବାରର ସମସ୍ତଙ୍କୁ ନେଇ ଚାଲିଗଲେ । କାହା ପାଇଁ ଆଉ କେହି କା-ନ୍ଦିବାକୁ ନାହିଁ । ଏକାଥରେ ସମସ୍ତେ ଚାଲିଗଲେ ଆଉ ସବୁ ଚିହ୍ନ ବର୍ଣ୍ଣ ଲିଭିଗଲା। ଏପରି ଘ-ଟଣା ଯାହା ବିଷୟରେ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ ଆଉ ଆପଣ କହିବେ ଭଗବାନ କାହିଁକି ଏମିତି କରିଲ ।

କଣ ଭୁଲ କରିଥିଲେ ସେହି ନିରୀହ ମଣିଷ ମାନେ , ଯାହାଙ୍କ ସହିତ ଏପରି କରିଲ । ବର୍ତ୍ତମାନ ସମୟରେ ଏପରି ଘଟ-ଣା ବିଷୟରେ ଯିଏ ଶୁଣୁଛନ୍ତି , ତାଙ୍କ ଆଖିରୁ ଲୁହ ଝରି ଆସୁଛି । ଅନେକ ହୃଦୟ ବିଦା-ରକ ଏ ଘ-ଟଣା ଆଉ ସମସ୍ତଙ୍କୁ ମର୍ମା-ହତ କରି ଦେଉଛି । ଏହି ଘ-ଟଣା ବିଷୟରେ ଶୁଣି କେହି ଧୋର୍ଯ୍ୟ ରଖି ପାରୁ ନାହାଁନ୍ତି ।

ଏହି ଘଟଣା ବିଷୟରେ ଶୁଣି ସମସ୍ତେ କାନ୍ଦି ପକାଉଛନ୍ତି ଆଉ କାହାକୁ ଏପରି କଷ୍ଟ ନ ଦିଅନ୍ତୁ ବୋଲି କହୁଛନ୍ତି । ଏପରି ଘଟ-ଣା ଯାହା ଜୀବନରେ ଘଟିଛି , ସେ ହିଁ କେବଳ କଷ୍ଟ ଜାଣି ପାରିଛି । ତେବେ ଏପରି ଘ-ଟଣା ଘଟିଛି ବାପା , ମାଆ ଆଉ ତାଙ୍କ ପିଲା ସହିତ । ଏକାଥରେ ସେମାନେ ଏ ଦୁନିଆଁରୁ ବିଦାୟ ନେଇ ଯାଇଛନ୍ତି । ଆଉ କେହି ନାହିଁ କାହା ପାଇଁ ଲୁହ ଝରାଇବାକୁ ।

ବେଶ୍ ଖୁସିରେ ତିନି ଜଣ ଯାକ ଘରୁ ବାହାରି ଯାଇଥିଲେ । କିନ୍ତୁ ସେମାନେ ଜାଣି ନଥିଲେ କି , ଆଜିର ଦିନ ସେମାନଙ୍କ ଜୀବନର ଶେଷ ଦିନ । ବାଟରେ ଜଗି ବସିଛି ଜମ ଆଉ ସେମାନେ ଘରକୁ ଫେରିବେ ନାହିଁ । ବାସ୍ ଆଜି ସବୁକିଛି ଶେଷ ହୋଇଯିବ । ଜୀବନର ସବୁ ସ୍ବପ୍ନ ଆଉ ସବୁ ଆଶା ଆଜି ହିଁ ଭାଙ୍ଗି ଯିବ ବୋଲି ସେମାନେ ଜାଣି ନଥିଲେ ।

ତେବେ ଏପରି ଏକ ହୃଦୟ ବିଦା-ରକ ଆଉ ଦୁଃ-ଖଦା-ୟକ ଘଟଣା ଘ-ଟିଛି କଳିଙ୍ଗ ନଗର ଥାନା ୫୩ ନମ୍ୱର୍ ଜାତୀୟ ରାଜପଥ ଚାନ୍ଦିଆ ପଞ୍ଚାୟତ ବାଇସାହି ନିକଟରେ । ଏହି ବାଟ ଦେଇ ବାଇକରେ ଯାଉଥିଲେ ପୁରା ପରିବାର ଅର୍ଥାତ୍ ବାପା ମାଆ ଆଉ ତାଙ୍କ କୁନି ପୁଅ । ତିନି ବର୍ଷ ଆଗରୁ ସ୍ଵାମୀ ସ୍ତ୍ରୀଙ୍କ ବିବାହ ହୋଇଥିଲା ।

ଆଉ ବିବାହର କିଛି ମାସ ପରେ ଦୁହିଁଙ୍କ କୋଳକୁ ଆସିଥିଲା ଏକ ପୁଅଟିଏ । ପୁଅକୁ ପାଇ ବାପା ମାଆ ଖୁସିରେ ଆତ୍ମହରା ହୋଇ ପଡ଼ିଥିଲେ । ସେମାନଙ୍କ ଜୀବନରେ ସେମାନେ ଯେମିତି ସବୁ ପାଇ ଯାଇଛନ୍ତି ଭାବୁଥିଲେ । ସବୁ କାମ ସାରି ପୁଅକୁ ଟିକିଏ ଦେଖି ଦେଲେ ଦିନ ତାଙ୍କର ଖୁସି ଖୁସିରେ ଚାଲି ଯାଉଥିଲା । କିନ୍ତୁ ସବୁକିଛି ଶେଷ ହୋଇ ଗଲା । ସବୁ କାହାଣୀ ଅଧାରେ ରହିଗଲା।

ଗତକାଲି ସେମାନେ କିଛି କାମ ପାଇଁ ଘରୁ ବାହାରି ଯାଇଥିଲେ । ଆଉ ଠିକ୍ ବାଇସାହୀ ନିକଟରେ ସେମାନଙ୍କ ବାଇକକୁ ପଛରୁ ଗୋଟିଏ କାର ଧ-କ୍କା ଦେଇଥିଲା। ଯାହା ଫଳରେ ଘଟ-ଣା ସ୍ଥଳରେ ସେମାନଙ୍କ ଜୀବନ ଚାଲି ଯାଇଥିଲା । ଅନ୍ୟ ପକ୍ଷରେ ସେମାନଙ୍କୁ ଧ-କ୍କା ଦେଇଥିବା କାରଟିକୁ ସ୍ଥାନୀୟ ଲୋକ ମାନେ ନି-ଆଁରେ ଜା-ଳି ପକାଇ ଦେଇଥିଲେ ।

ତେବେ ସେମାନେ ସିନା କାର ଜା-ଳି ଦେଇଥିଲେ କିନ୍ତୁ କିଛି ଲାଭ ମିଳିଲା ନାହିଁ । ଚାଲିଗଲା ପୁରା ପରିବାର । ତେବେ ଘ-ଟଣା ସ୍ଥଳରେ ପୋ-ଲିସ ପହଞ୍ଚି ଘଟ-ଣାର ତ-ଦନ୍ତ କରିଥିଲା ଆଉ ତିନିଟି ଶ-ବକୁ ବ୍ୟବ-ଛେଦ କରିବା ପାଇଁ ପଠାଇ ଦେଇଥିଲା । ତେବେ ଶ-ବ ବ୍ୟବ-ଚ୍ଛେଦ ସରିବା ପରେ ତିନି ଜଣଙ୍କୁ ଗୋଟିଏ ଜୁ-ଇରେ ହିଁ ଜ-ଳାଇ ଦେଇଥିଲେ ଆତ୍ମୀୟ ସ୍ୱଜନ । ତେବେ ଏହି ଘ-ଟଣା ସମସ୍ତଙ୍କୁ ଅନେକ କ-ଷ୍ଟ ଦେଇଛି । ଯିଏ ଏହା ବିଷୟରେ ଶୁଣିଛି ସେ ଆଃ ବୋଲି କହି ଦେଉଛି ।

Leave a Reply

Your email address will not be published. Required fields are marked *