ପ୍ରଥମେ ପ୍ରେମ ତା’ପରେ ଶାରି-ରୀକ ସ-ମ୍ପର୍କ, ଏବେ ଥା-ନାରେ ଥାଇ ମଧ୍ୟ ଭିଡ଼ିଓ ଭାଇରାଲ୍ କରିଦେବେ ବୋଲି ଧ-ମକ ଦଉଛନ୍ତି।

ଏମବିଏ-୭୯ ଗ୍ରାମର ଅମଲ୍ ପାଲଙ୍କ ପୁଅ ସଞ୍ଜୀବ ପାଲ ଏମବିଏ-୭୨ ଗ୍ରାମର ତୃପ୍ତି ନାମକ ଜଣେ ଝିଅଙ୍କୁ ଭଲ ପାଉଥିଲେ। ତୃପ୍ତି ମଧ୍ୟ ସଞ୍ଜୀବଙ୍କୁ ଭଲ ପାଉଥିଲା। ତୃପ୍ତି ନିଜ ସାନ ଭାଇକୁ ଗୋଟେ କିଡନୀ ଦେଇଦେଇ ଥିଲେ ସେଥିପାଇଁ ତୃପ୍ତିଙ୍କର ଗୋଟେ କିଡନୀ ଥିଲା। ଏ କଥା ଜାଣି ମଧ୍ୟ ସଞ୍ଜୀବ ତୃପ୍ତିକୁ ଭଲ ପାଉଥିଲେ। ଏବଂ ବାହା ହେବା ପାଇଁ କଥା ଦେଇ ତାଙ୍କ ସହ ଶାରୀ-ରିକ ସ-ମ୍ପର୍କ ରଖିଥିଲେ।

ସଞ୍ଜୀବ ତୃପ୍ତିଙ୍କ ସହ ଶାରୀ-ରିକ ସମ୍ପର୍କ ରଖିଲା ବେଳେ ସବୁର ଭିଡ଼ିଓ ବନେଇ ଥିଲେ ଏବଂ ତୃପ୍ତିକୁ କହିଥିଲେ ଆମ ବାହାଘର ପରେ ଯେତେବେଳେ ତମେ ମୋ ପାଖରେ ନଥିବା ମୁଁ ଆମର ଏଇ ଅନ୍ତରଙ୍ଗ ମୁହୁର୍ତର ଭିଡ଼ିଓ କୁ ଦେଖି ତମ କଥା ମନେ ପକେଇବି। କିନ୍ତୁ ୩ ବର୍ଷ ଶାରୀ-ରିକ ସମ୍ପର୍କ ରଖିବା ପରେ ସଞ୍ଜୀବ ତୃପ୍ତିଙ୍କୁ ବାହା ହେବାପାଇଁ ମନା କରିଦେଲେ।

ସେ ତୃପ୍ତିଙ୍କୁ ଧ-ମକ ଦେଲେ ଯଦି ସେ ତାଙ୍କ ସହ ଶାରି-ରୀକ ସ-ମ୍ପର୍କ ନରଖି ବାହା ହେବା କଥା କୁହନ୍ତି ତେବେ ସେ ଏଇ ଖରାପ୍ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଦେବେ।ସଞ୍ଜୀବ ଗୋଟେ ବଡ଼ ରାଜନେତାଙ୍କ ସମ୍ପ-ର୍କୀୟ ହେଲେ ମଧ୍ୟ ତୃପ୍ତି ତାଙ୍କୁ ନ ଡରି ମାଲକାନଗିରି ଏସିପିଙ୍କୁ ସବୁ କଥା ଜଣାଇ ସଞ୍ଜୀବଙ୍କ ନାରେ ଅଭି-ଯୋଗ କରିଥିଲେ। ତାଙ୍କ ଅଭି-ଯୋଗ ପରେ ସଞ୍ଜୀବଙ୍କ ଏବେ ଥା-ନାରେ ଅଛନ୍ତି।

ସେ ଥା-ନାରେ ଥାଇ ମଧ୍ୟ ଭିଡ଼ିଓ ଭାଇରାଲ କରିଦେବେ ବୋଲି ଧ-ମକ ଦେଉଛନ୍ତି। ସେଥିପାଇଁ ତୃପ୍ତି ମାଲକାନଗିରି ଏସିପିଙ୍କୁ କହିଛନ୍ତି ସେ ଥା-ନାରୁ ଆସିଲେ ତାଙ୍କ ଭିଡ଼ିଓ ଭାଇରାଲ କରିଦେବେ ଏବଂ ଜୀବନରୁ ମା-ରିଦେବେ। ସେଥିପାଇଁ ତାଙ୍କ ମୋବାଇଲରୁ ସବୁ ଭିଡିଓ ଡିଲେଟ୍ କରିବା ସହିତ ତାଙ୍କୁ ସୁର-କ୍ଷା ଦେବାପଇଁ ସେ କହିଛନ୍ତି।

Leave a Reply

Your email address will not be published. Required fields are marked *