ଦୁ-ଷ୍କ-ର୍ମ କରିବାରୁ…ସବୁଦିନ ପାଇଁ ନିଜ ପ୍ରେମିକଙ୍କୁ ରାସ୍ତାରୁ ହଟାଇ ଦେଲା ପ୍ରେମିକା, ତଣ୍ଟି ଚି-ପି କରିଦେଲା ହ-ତ୍ୟା

ସହିବାର ସୀମା ପାର୍ ହେବା ପରେ ମଣିଷ ଆଉ କିଛି କରି ପାରେନାହିଁ । ବାଧ୍ୟ ହୋଇ ନେଇଯାଏ ଏଭଳି କିଛି ପଦକ୍ଷେପ ଯାହା ବାସ୍ତବରେ ଆଦୌ ଗ୍ରହଣଯୋଗ୍ୟ ନୁହେଁ । ଆଉ ଘଟାଇ ଦେଇଥାଏ ଏଭଳି କିଛି କା-ଣ୍ଡ ଯାହା ଅତ୍ୟନ୍ତ ଭ-ୟଙ୍କର ହୋଇଥାଏ । ତେବେ ବର୍ତ୍ତମାନ ସମୟରେ ମଧ୍ୟ ଏଭଳି ଏକ ଘ-ଟଣା ସାମ୍ନାକୁ ଆସିଛି ଆଉ ସମସ୍ତଙ୍କୁ ଚମକାଇ ଦେଇଛି । ବାସ୍ତବରେ ଜଣେ ନାବାଳିକା ନିଜ ପ୍ରେମିକାଙ୍କୁ କରିଛି ହ-ତ୍ୟା ।

ତେବେ କଥାଟି ପ୍ରକୃତରେ ସତ୍ୟ । ନିଜ ପ୍ରେମିକର କାରନାମାରେ ଯୁବତୀ ଏତେ ଅତିଷ୍ଠ ହୋଇ ପଡ଼ିଥିଲା ଯେ ବାଧ୍ୟ ହୋଇ ନେଲା ଏଭଳି କିଛି ପଦକ୍ଷେପ । ଘଟ-ଣାଟି ରାଜସ୍ଥାନରୁ ସାମ୍ନାକୁ ଆସିଛି । ତେବେ ଏଠାକାର ଗୋଟିଏ ସ୍ଥାନର ସରପଞ୍ଚଙ୍କର ପୁଅ ବିକ୍ରମଙ୍କର ହ-ତ୍ୟା ହୋଇଛି ବୋଲି ପୋ-ଲି-ସ ନିକଟକୁ ସୂଚନା ଯାଇଥିଲା ଆଉ ପୋ-ଲିସ ଆସି ତଦ-ନ୍ତ କରିଥିଲା , ଆଉ ଜାଣିବାକୁ ପାଇଥିଲା କି ବିକ୍ରମଙ୍କୁ ତଣ୍ଟି ଚି-ପି ହ-ତ୍ୟା କରାଯାଇଛି । ଏହାବ୍ୟତୀତ ବିକ୍ରମଙ୍କୁ ତ-ଣ୍ଟି ଚି-ପି ହ-ତ୍ୟା କରିଥିବା ପଛରେ ତାଙ୍କ ନାବା-ଳିକା ପ୍ରେମିକାଙ୍କର ହାତ ରହିଛି ।

ଏହାପରେ ପୋ-ଲିସ ନାବା-ଳିକାଙ୍କୁ ଧରି ନେଇ ପଚ-ରାଉ-ଚରା କରିଥିଲା । ଆଉ ନାବା-ଳିକା ଦେଇଥିଲା ଏଭଳି କିଛି ଆଶ୍ଚର୍ଯ୍ୟକର ବ-ୟାନ । କହିଥିଲା ବାରମ୍ବାର ଦୁଷ୍କ-ର୍ମର ଶି-କାର ହୋଇଥିଲା ସେ ଆଉ ବହୁତ ଥର ସେ ରୋକିବାକୁ ମଧ୍ୟ ଚେଷ୍ଟା କରିଛି କିନ୍ତୁ କିଛି ଲାଭ ହୋଇନାହିଁ । ଆଉ ପୁଣି ତାକୁ ତାର ନିଜ ପ୍ରେମିକ ବିକ୍ରମ ହିଁ ବାରମ୍ବାର ଦୁ-ଷ୍କ-ର୍ମ କରିଛି । ତାର ଇଚ୍ଛା ବିରୁ-ଦ୍ଧରେ ଯାଇ ଏଭଳି କା-ଣ୍ଡ ଘଟାଇଛି ବିକ୍ରମ । ତେବେ ସୂଚନା ଅନୁଯାୟୀ , ଏକଦା ଦୁଇ ଜଣ ଯୁବକ ନାବଳିକାକୁ ଆପ-ତ୍ତିଜ-ନକ ଅବସ୍ଥାରେ ଦେଖି ନେଇଥିଲେ ।

ଆଉ ସେମାନେ ନାବାଳିକାକୁ ଯୌ-ନ ଶୋଷଣ କରିବାକୁ ଲାଗିଥିଲେ । ତେବେ ଏହାର କିଛିଦିନ ପରେ ବିକ୍ରମଙ୍କୁ ମଧ୍ୟ ଏହି କଥା ବିଷୟରେ ଜଣା ପଡିଥିଲା ।ସେ ମଧ୍ୟ ଏହାର ଫାଇଦା ଉଠାଇ ନାବାଳିକାଙ୍କୁ ବାରମ୍ବାର ଦୁ-ଷ୍କ-ର୍ମ କରି ଚାଲିଥିଲେ । କିନ୍ତୁ ସହିବାର ବି ଗୋଟିଏ ସୀମା ଆଉ ସେହି ସୀମାକୁ ପାର୍ କରି ସାରିଥିଲା ନାବାଳିକା । ଏତେ କମ୍ ବୟସରେ ଏତେ କଷ୍ଟକୁ ଆଉ ସହି ପାରିନଥିଲା । ଆଉ ବିକ୍ରମକୁ ଜୀବନରୁ ମା-ରି ଦେବା ପାଇଁ ରଚିଥିଲା ଷ-ଡଯ-ନ୍ତ୍ର । ଏକଦା ପାଖ ବିଲକୁ ଡାକି ନେଇ ତାର ବେକକୁ ଚି-ପି ଦେଇ ତାକୁ ଜୀବନରୁ ସବୁ ଦିନ ପାଇଁ ହଟାଇ ଦେଇଥିଲା ।

Leave a Reply

Your email address will not be published. Required fields are marked *