ପ୍ରେମିକଙ୍କୁ ବିବାହ କରିବା ଜିଦ୍ ନେଇ ଘର ଆଗରେ ଧାରଣା ଦେଲେ ଦୁଇ ଭଉଣୀ

ଘଟିଛି ଏଭଳି କିଛି ଘ-ଟଣା , ଯାହା ବିଷୟରେ ଆପଣ ଶୁଣିବା ପରେ ଆଦୌ ବିଶ୍ୱାସ କରିପାରିବେ ନାହିଁ । ଭଦ୍ରକ ଜିଲ୍ଲା ଧାମନଗରରୁ ଏଭଳି ଖବର ସାମ୍ନାକୁ ଆସିଛି । ଦୁଇ ଯୁବତୀ ନିଜ ପ୍ରେମିକ ମାନଙ୍କ ଘର ଆଗରେ ବସି ଦେଇଛନ୍ତି ଧାରଣା । ଆଉ କହିଛନ୍ତି ଆମକୁ ବାହା ହୁଅ । ତେବେ ସୂଚନା ଅନୁଯାୟୀ , ଏହି ଅଞ୍ଚଳର ଦୁଇ ଯୁବତୀ ପାଖ ଗାଁର ଦୁଇ ଜଣ ଯୁବକଙ୍କୁ ଭଲ ପାଉଥିଲେ ଆଉ ଏକଦା ଝିଅ ମାନଙ୍କର ମାଆ ଘରେ ନଥିବାର ସୁଯୋଗ ନେଇ ସେମାନେ ଘର ଭିତରକୁ ପଶିଥିଲେ ଆଉ ଗାଁ ଲୋକ ସେମାନଙ୍କୁ ଧରି ନେଇଥିଲେ ।

ତେବେ ଏ ବାବଦରେ ମହିଳାଙ୍କ ମାଆ କହିଛନ୍ତି କି , ସେ ତାଙ୍କ ଭଉଣୀଙ୍କର ଘରକୁ ଯାଇଥିବା ବେଳେ ତାଙ୍କ ଝିଅ ମାନେ ନିଜ ନିଜ ପ୍ରେମିକ ମାନଙ୍କୁ ରାତି ସମୟରେ ଘରକୁ ଡାକି ଦେଇଥିଲେ । ଆଉ ତାଙ୍କ ସ୍ୱାମୀ ବାହାରେ ରହି କାମ କରନ୍ତି ଆଉ ପୁଅ ମଧ୍ୟ । ତେଣୁ ଏହାର ଫାଇଦା ଉଠାଇ ଯୁବକ ମାନେ ତାଙ୍କ ଘର ଭିତରକୁ ଆସିଥିଲେ । କିନ୍ତୁ ଏହାପରେ ସବୁ ଶେଷ ହୋଇ ଯାଇଥିଲା । ଗାଁ ଲୋକମାନଙ୍କ ହାତରେ ଧରା ପଡି ଯାଇଥିଲେ ଯୁବକ ମାନେ ଆଉ ତାପରେ ପୋଲି-ସକୁ ଦେଇଥିଲେ ଖବର ।

ଅନ୍ୟପକ୍ଷରେ ଘଟ-ଣାସ୍ଥ-ଳରେ ପୋ-ଲିସ ପହଞ୍ଚି ସେମାନଙ୍କୁ ଥା-ନାକୁ ଧରି ନେଇଥିଲା ଆଉ ତାପରେ ଆପୋଷ ବୁଝାମଣା କରି ନାବାଳକ ମାନଙ୍କୁ ଛାଡି ଦେଇଥିଲା । କିନ୍ତୁ ନାବ-ଳିକା ମାନଙ୍କର ପରିବାର ଲୋକଙ୍କୁ ଡକାଇ ଥିଲା । ତେବେ ବର୍ତ୍ତମାନ ସମୟରେ ନାବାଳିକା ମାନଙ୍କର ମାଆକୁ ଥା-ନାର ମହିଳା ଏସଆଇ ଦୁଃ-ର୍ବ୍ୟବ-ହାର କରିଥିବା କଥା ଅଭି-ଯୋଗ ହୋଇଛି । ଆଉ ସୂଚନା ଅନୁଯାୟୀ , ସେ ଏହି ମା-ମ-ଲା ବିଷୟରେ କିଛି ବୁଝି ନଥିଲେ ଆଉ ତାଙ୍କ ସହିତ ଖରାପ ବ୍ୟବହାର କରିଥିଲେ । ଏହି କଥାକୁ ନେଇ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ ମହିଳା ।

ତେବେ ବର୍ତ୍ତମାନ ସମୟରେ ଥା-ନାର ସିସିଟିଭି ଯାଞ୍ଚ କରାଯାଉଛି । ଅନ୍ୟପକ୍ଷରେ ନାବା-ଳିକା ମାନଙ୍କର ଭାଇ କହିଛନ୍ତି କି , ସେଦିନ ରାତିରେ ତାଙ୍କୁ ଖବର ମିଳିଥିଲା କି ତାଙ୍କ ଘରେ ଦୁଇ ଜଣ ପୁଅ ପଶି ଯାଇଛନ୍ତି ଆଉ ସେ ଘରକୁ ଆସି ପହଞ୍ଚିଥିଲେ । ତେବେ ଏହି ପରିପ୍ରେକ୍ଷୀରେ ପୁଅ ମାନଙ୍କର ପିତାମାତାଙ୍କୁ ମଧ୍ୟ ସେଠାକୁ ଡକା ଯାଇଥିଲା । ଆଉ ସେମାନେ କହିଥିଲେ କି , ସେମାନେ ପୁଅ ଏବଂ ଝିଅଙ୍କୁ ନିଜ ସହିତ ନେଇଯିବେ କିନ୍ତୁ ପରେ କଣ ନିଷ୍ପତ୍ତି ନେଇଥିଲେ ଆଉ ପରିସ୍ଥିତି ବଦଳି ଯାଇଥିଲା । ତେବେ ବର୍ତ୍ତମାନ ସମୟରେ ଦୁଇ ନାବା-ଳକ ଆଉ ତାଙ୍କ ପରିବାର ଲୋକ ଫେ-ରାର ଥିବା ବେଳେ ଏପଟେ ସେମାନଙ୍କୁ ବାହା ହେବା ଜିଦରେ ଦୁଇ ନାବା-ଳିକା ଧାରଣାରେ ବସିଛନ୍ତି ।

Leave a Reply

Your email address will not be published. Required fields are marked *