ଆମ ବୋଉ ଆମ ସାମ୍ନାରେ ପର ପୁରୁଷ ସହ ସ-ମ୍ପର୍କ ରଖିଲା ତା ସହ ଚାଲିବି ଗଲା।

ବୋଉ ତତେ ବୋଉ ବୋଲି କହିବାକୁ ନା ମୋ ବିବେକ ମତେ ବାଧା ଦେଉଛି। ତତେ ବୋଉ ଡାକିବାକୁ ଆମକୁ ଘୃଣା ଲାଗୁଛି। ତୋ ମୁହଁ ଦେଖିଲେ ତୋ ପାପ କାମ କଥା ମନେ ପଡୁଛି। ଛି ଥୁ ତୁ କେମିତି ଏତେ ତଳକୁ ଖସି ଗଲୁ ?ତତେ ଟିକେ ଲା-ଜ ଲାଗିଲାନି ତୋ ବିବେକ ଟିକେ ବାଧା ଦେଲାନି। କଣ ତୁ ଏତେ ପାଗଳ ହୋଇଗଲୁ ସେ ପର ପୁରୁଷ ପାଇଁ ଯେ ନିଜର ହିତାହିତ ଜ୍ଞାନ ବି ହରାଇ ବସିଲୁ। ପର ପୁରୁଷ ସହ ଲୁ-ଚି ଲୁ-ଚି ସମ୍ପ-ର୍କ ରଖିଲୁ। ଲୁ-ଚା ଛପାରେ ତୋ ମନ ବୁଝିଲାନି ଯେ ଆମ ସାମ୍ନାରେ ବି ପାପ କାମ କଲୁ।

ତୁ କଣ ପ୍ରେମରେ ଏତେ ଅନ୍ଧ ହେଇଯାଇଥିଲୁ ଯେ ଜାଣି ପାରିଲୁନି ତୋ ଛୁଆ ବଡ଼ ହେଇଗଲେଣି ବୋଲି। ତୁ କଣ ପାଗିଳି ହେଇଯାଇଥିଲୁ ସେ ପର ପୁରୁଷ ପାଇଁ ତୋର ଯାହା କିଛି କରିବାର ଥିଲା ତୁ ଲୁ-ଚି ଲୁ-ଚି କରୁଥିଲୁ ଶେଷରେ ତୁ ଏଡ଼େ ଅଲାଜୁକି ହେଇଗଲୁ ଯେ ଆମକୁ ବଜାର ନେଇ ଗଲା ବାଟରେ ବି ସେ ପର ପୁରୁଷ ସହ ସମ୍ପ-ର୍କ ରଖିଲୁ। ସେ ଆମକୁ କୁରକୁରି ଦେଲା ମୁଁ ଯଦି ଜାଣିଥାନ୍ତି କୁରୁକୁରି ବଦଳରେ ତୋ ଦେହ ସହ ଖେଳ ଖେଳିବ ତେବେ ସେ କୁରୁକୁରକି ତା ମୁହଁକୁ ଫୋପାଡ଼ି ଦେଇ ତତେ ବହୁତ ବୁଝାଇ ଥାନ୍ତି।

ବାପା ତୋର କେଉଁଥିରେ ଅଭାବ ରଖିଥିଲେ କହିଲୁ । ତୋ କୋଳରେ ଚାରୋଟି ସନ୍ତାନ ଥିଲେ ବାପା ବି ତତେ ଖୁବ ଭଲ ପାଉଥିଲେ ହେଲେ ତୋର ଗୁଣ ଖରାପ ତତେ ସେ ପର ପୁରୁଷ ରଶିଲା। ତା ପ୍ରେମରେ ତୁ ହରେଇ ବସିଲୁ ନିଜ ଭିତରେ ଥିବା ସେହି ଟିକକ ମାନବିକତା। ଗାଁ ଲୋକେ, ସାହି ପଡିସା,ସମ୍ପର୍କୀୟ ବନ୍ଧୁ ବାନ୍ଧବଙ୍କ ଥରୁଟିଏ ଭାବିଲୁନି ତାଙ୍କ କଥା ନହେଲା ନାହିଁ ଥରୁଟିଏ ଆମ କଥା ଚିନ୍ତା ମଧ୍ୟ କଲୁନି। କେମିତି ଆମେ ସାହି ପଡିସା ସାଙ୍ଗ ସାଥୀଙ୍କ ଆଗରେ ମୁହଁ ଦେଖାଇବୁ। ତୋ ପାଇଁ ଆମେ ଲୋକଙ୍କ ମୁହଁକୁ ଚାହିଁ ପାରୁନୁ ତୋ ପାଇଁ ଆମ ମୁହଁ ପୋଡି ଯାଉଛି।

ଏ ଘ-ଟଣା ହେଉଛି ଢେଙ୍କାନାଳ ଜିଲ୍ଲାର। ଘର ଦ୍ୱାରା ସ୍ୱାମୀ ଚାରି ଚାରୋଟି ସନ୍ତାନ ଛାଡି ମା କରୁଥିଲା ପର ପୁରୁଷ ସହ ଲୀଳା ଏପରିକି ରାସ୍ତା ଘାଟ ମଣିଷ କିଛି ମାନୁନଥିଲା। ନିଜ ସନ୍ତାନଙ୍କୁ ନେଇ ବଜାର ଗଲା ବେଳେ ବି ନିଜ ଛୁଆଙ୍କ ଆଗରେ ମା ସେ ପର ପୁରୁଷ ସହ ଶାରୀ-ରିକ ସ-ମ୍ପର୍କ ରଖୁଥିବା କୁହାଯାଉଛି। ମା ପ୍ରେମରେ ଏତେ ଅନ୍ଧ ହୋଇଯାଇଥିଲା ଯେ ସେ ଦିନ ମା ଛୁଆଙ୍କୁ ନେଇ ନିକଟସ୍ଥ ବଜାରକୁ ଯାଇଥିଲା ସେଠାରେ ମା ଚୋ-ରା ପୀରତି କରୁଥିବା ସେ ଯୁବକ ସହ ଦେଖା କରିଥିଲା। ଆଉ ଦେଖା କରି ଘରକୁ ଫେରିଥିଲା।

ରାତି ସାରା ଯୁବକ ସହ ଫୋନରେ କରିଥିଲା ପ୍ରେମ ଗପ । ଯୁବକ ମହିଳାଙ୍କୁ କି ପ୍ରେମର ଗଦ ସୁଂଘେଇଲା କେଜାଣି ମା ଚାରୋଟି ଛୁଆ ନିଜ ସ୍ୱାମୀକୁ ଛାଡି ଯୁବକ ସହ ହୋଇଗଲା ଛୁ। ମାତ୍ର ବେସି ଦିନ ଯାଇନି ଯୁବକ ମହିଳାକୁ ଉପଭୋଗ କରି ସାରିବା ପରେ ଜୀବନରୁ ମା-ରିଦେଇଥିବା ଅଭି-ଯୋଗ ହୋଇଛି। ପ୍ରେମରେ ଉବୁଟୁବୁ ହୋଇ ଯାଇଥିବା ମହିଳାଙ୍କର ମୃ-ତ ଶରୀର ଫେରିଛି ସ୍ୱାମୀ ଓ ଛୁଆଙ୍କ ପାଖକୁ।

Leave a Reply

Your email address will not be published. Required fields are marked *