ଏହି ଫଟୋରେ କେତୋଟି ଡଲଫିନ୍ ଅଛି? ଯଦି ୨୦ ସେକେଣ୍ଡରେ ଉତ୍ତର ଦେଇଦେବ ତେବେ ବିଶ୍ୱାସ କର ଯେ ତୁମେ ଜଣେ ଜିନିୟସ୍।

ଅନେକ ଲୋକ ଅପ୍ଟିକାଲ୍ ଭ୍ରମର ସମାଧାନ କରିବାକୁ ପସନ୍ଦ କରନ୍ତି। କେତେକ ଭ୍ରମ ଆପଣଙ୍କ ଦୃଷ୍ଟି ଶକ୍ତି ପରୀକ୍ଷା କରେ ତ ଆଉ କେତେକ ଆମ ବ୍ୟକ୍ତିତ୍ୱ ବିଷୟରେ କୁହେ। ଏହିପରି ଏକ ଅପ୍ଟିକାଲ୍ ଭ୍ରମ ଏବେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏହି ଭାଇରାଲ୍ ଫଟୋରେ ଆପଣଙ୍କୁ କହିବାକୁ ପଡ଼ିବା ଯେ ଏଥିରେ ସମୁଦାୟ କେତେ ଡଲଫିନ୍ ଅଛି। ଯେତେବେଳେ ଆପଣ ଏହି ଫଟୋ ଦେଖିବେ, ଆପଣଙ୍କର ୨୦ ସେକେଣ୍ଡ୍ ଟାଇମର୍ ଆରମ୍ଭ ହେବ।

ଯଦି ଆପଣ ଉତ୍ତର ଜାଣିପାରୁ ନାହାନ୍ତି, ତେବେ ଏହି ଫଟୋକୁ ଜୁମ୍ କରନ୍ତୁ। ଜୁମ୍ କଲା ପରେ ଆପଣ ଠିକ୍ ଉତ୍ତର ପାଇଁ ପାରିବେ। ଏହାର ସଠିକ୍ ଉତ୍ତର ହେଉଛି ୧୭। ଫଟୋକୁ ପୁଣି ଥରେ ଭଲ ଭାବରେ ଦେଖନ୍ତୁ ଏବଂ ୧୭ ଟି ଡଲଫିନ୍ ଖୋଜିବାକୁ ଚେଷ୍ଟା କରନ୍ତୁ।

ଏହିପରି ଅପ୍ଟିକାଲ୍ ଭ୍ରମ ଅତି ଶୀଘ୍ର ଭାଇରାଲ୍ ହୁଏ। ଅନେକ ଲୋକ ସେଗୁଡିକର ସମାଧାନ ପାଇଁ ବହୁତ୍ ଚେଷ୍ଟା କରନ୍ତି, କିନ୍ତୁ କିଛି ତୀକ୍ଷ୍ଣ ମନ ଥିବା ଭାଗ୍ୟଶାଳୀ ବ୍ୟକ୍ତିମାନେ ବହୁ ସହଜ ରେ ଜିତି ଯାଆନ୍ତି।

Leave a Reply

Your email address will not be published. Required fields are marked *