ମୋ ରାସ୍ତାରୁ ହଟିଯାଅ ଦୀପିକା,ଆଉ କେବେ ବି ମୁଁ କିମ୍ବା ମୋ ପରିବାର ତମକୁ ଗ୍ରହଣ କରିବନି,ଦେଖନ୍ତୁ ଭିଡ଼ିଓ

ମୋ ସହ ଶାରୀ-ରିକ ସମ୍ପ-ର୍କ ରଖିଲ। ମତେ ଗର୍ଭ-ବତୀ କରାଇଲ।ପେଟରେ ଯେବେ କଅଁଳ ଶିଶୁ ରହିଲା ଭଲ ପାଇ ଭୁଲି ଗଲ।ମୁଁ ଆଉ ମୋ ଛୁଆ କି ଭୁଲ କରିଥିଲୁ ତୁମର ? କାହିଁକି ମୋ ଜୀବନକୁ ଧସେଇ ଆସି ଛାରଖାର କରିଦେଲ ?

ମତେ ନହେଲା ନାହିଁ ମୋ ଛୁଆକୁ ନ୍ୟା-ୟ ଦରକାର।ମୋ ଛୁଆ ବଡ଼ ହେଲେ ବାପାର ପରିଚୟ ନେଇ ବଞ୍ଚିବା ଦରକାର। କଣ ଦରକାର ଥିଲା କାହିଁକି ମୋ ସହ ଖେଳିଲ। ମୁଁ ମୋ ନିଜ ଦୁନିଆରେ ବେଶ ଖୁସିରେ ଥିଲି ହେଲେ କାହିଁକି ମତେ ବିବାହ କରିବାର ସ୍ୱପ୍ନ ଦେଖାଇଲ ?

ଏମିତି କିଛି ପ୍ରଶ୍ନ କରି ଦୀର୍ଘ 7 ଦିନ ଧରି ନ୍ୟା-ୟ ପାଇଁ ବ୍ରହ୍ମପୁର ବଡ଼ ବଜାର ଦେଶୀ ବେହେରା ସାହିର ଦିନେଶଙ୍କ ଘର ଆଗରେ ଧା-ରଣା ଦେଇଛନ୍ତି ଦିନେଶଙ୍କ ପ୍ରେମିକା କେ ଦୀପିକା। ଦୀପିକା କହିଛନ୍ତି କି ଯେଉଁ ଦିନେଶ ମୋ ଆଖିରେ ଆଖି ମିଶାଇ ମତେ ପ୍ରେମ କରିଥିଲେ ସେ ଆଜି ମତେ ଆଡ଼ ଆଖିରେ ଚାହୁଁନାହାନ୍ତି କି ଛୁଆର ମୁହଁକୁ ଚାହୁଁ ମଧ୍ୟ ଚାହୁଁ ନାହାଁନ୍ତି।

ଏପରିକି ଦିନେଶ କୁଆଡେ କେ ଦୀପିକାଙ୍କୁ କହୁଛନ୍ତି ସେ ତାଙ୍କୁ ଆଉ ଘରକୁ ନେବେ ନାହିଁ କାରଣ ଦୀପିକାଙ୍କ ପରିବାର ଦିନେଶଙ୍କ ପରିବାରର ଷ୍ଟାଟସ ତୁଳନାରେ ବହୁତ କମ। ଆଖିରେ ଲୁହ ଛାତିରେ କୋହ ଓ କୋଳରେ ପିଲାକୁ ଧରି କେ ଦୀପିକା ଦିନେଶଙ୍କୁ ପ୍ରଶ୍ନ କରିଛନ୍ତି ତୁମେ କଣ ଆଗରୁ ଜାଣିନଥିଲ ମୁଁ ଗରିବ ଘରର ଝିଅଟେ। କାହିଁକି ଗୋଟେ ଗରିବ ଘରର ଝିଅ ସହ ଶାରୀ-ରିକ ସ-ମ୍ପର୍କ ରଖିଲ ସେତେବେଳେ କଣ ଜାଣିନଥିଲ ମୁଁ ଗରିବ ଘରର ଝିଅ।

ଏମିତି ଅନେକ ପ୍ରଶ୍ନ ଦୀପିକା ଦିନେଶଙ୍କୁ ପଚାରୁଥିବା ବେଳେ ଯାହା କୁହାଯାଉଛି ଯାହା ବେଶ ଆଲୋଚନା ହେଉଛି ଦିନେସ କୁଆଡେ ଦୀପିକାଙ୍କୁ କହିଛନ୍ତି ମୁଁ ଭଲ ପାଉଥିଲି ସତ ହେଲେ ତୁମକୁ ବୋହୁ କରିବାରକୁ ଆମ ଘର ଲୋକେ କଦାବି ରାଜି ହେଉ ନାହାନ୍ତି,ଏମିତି କି ମୁଁ ଚାହୁଁ ନାହିଁ ତୁମେ ଆମ ଘରକୁ ବୋହୁ ହୋଇ ଆସ, ତୁମେ ଆମ ଘର ଆଗରେ ଧାରଣା ଦେଲେ କଣ ହେବ।

ତୁମେ ଯେତେ ଦିନ ଆମ ଘର ଆଗରେ ବସୁଛ ବସ ହେଲେ ଆମ ପରିବାର ଲୋକେ ତୁମକୁ ବୋହୁ କି ମୁଁ ତୁମକୁ ସ୍ତ୍ରୀ ଭାବେ ଗ୍ରହଣ କରିବି ନାହିଁ ବୋଲି ଦିନେଶ କେ ଦୀପିକାଙ୍କୁ ଏପରି କହିଥିବା କେ ଦୀପିକା ଅଭି-ଯୋଗ କରିଛନ୍ତି। ସେପଟେ ଦୀପିକାଙ୍କୁ ନ୍ୟା-ୟ ଦେବାକୁ ଆଗେଇ ଆସିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ। ପ୍ରମିଳା କହିଛନ୍ତି ମୋ ଝିଅକୁ ଗର୍ଭ-ବତୀ କଲ ମଜା ଲାଗୁଥିଲା ଏବେ ବାହା ହେବାକୁ ଲା-ଜ ଲାଗୁଛି। କେ ଦୀପିକାଙ୍କ ୧୮ ମାସର ଛୁଆ ବାପା ମାଙ୍କ ଭୁଲ ପାଇଁ ଆଣ ନିଶ୍ୱାସୀ ହେଇଯାଉଛି।

ଦୀପିକା ଏ ବର୍ଷା ଅନ୍ଧାର ରାତିରେ ନିଜ ଛୁଆର ଭବିଷ୍ୟତ ପାଇଁ ଗୋଟେ ଦିନ ନୁହେ କି ଦୁଇ ଦିନ ନୁହେଁ ଆଜକୁ ଦୀର୍ଘ ୭ଦିନ ହୋଇଗଲା ନ୍ୟା-ୟ ପାଇଁ ବସିରହିଛନ୍ତି ଦିନେଶଙ୍କ ଘର ଆଗରେ।

ଏବେ ବି ମନରେ ଆଶା ଅଛି ଦିନେଶ ଆଉ ତାଙ୍କ ପରିବାର ଲୋକେ ତାଙ୍କ ଭୁଲ ବୁଝି ପାରିବେ ଓ ଦୀପିକାଙ୍କୁ ତାଙ୍କ ଗୃହକୁ ପ୍ରବେଶ କରାଇବେ ପରିବାର ଲୋକେ ଦୀପିକାଙ୍କୁ ବୋହୁ ଆଉ ଦିନେଶ ଦୀପିକାଙ୍କୁ ସ୍ତ୍ରୀର ମାନ୍ୟତା ଦେବେ।ତେବେ ଦେଖିବାକୁ ବାକି ରହିଲା କେବେ କେ ଦୀପିକାଙ୍କୁ ମିଳୁଛି ନ୍ୟା-ୟ କେବେ ଦିନେଶ ଦୀପିକାଙ୍କୁ ସ୍ତ୍ରୀର ମାନ୍ୟତା ଦେଉଛନ୍ତି ।

Leave a Reply

Your email address will not be published. Required fields are marked *