ଚିକଣ କଥା କହି ମନ ମୋହୁଛି ଏହି ରସି-କିଆ ସ୍ୱାମୀ,ଚାରି ଚାରୋଟି ଝିଅକୁ ବାହାହୋଇ ରାସ-ଲୀଳା କରୁଛି,ତଥାପି ମାନୁନି ମନ,ଦେଖନ୍ତୁ କେମିତି ପଟାଏ !

ସମାଜରେ ପ୍ରେମ ପ୍ରତା-ରଣାର ଅନେକ ଖବର ବିଷୟରେ ଆପଣ ମାନେ ନିଶ୍ଚିତ ଭାବରେ ଶୁଣିବାକୁ ପାଉଥିବେ । ପ୍ରେମ ପାଇଁ ଆଜିର ଯୁବ ସମାଜ କଣ ଯେ କରୁଛନ୍ତି ତାହା କହି ହେବନାହିଁ। ତେବେ ଏହାବ୍ୟତୀତ ସମାଜରେ ବିବାହ ପରେ ମଧ୍ୟ ଆଉ ଅନ୍ୟମାନଙ୍କ ସହ ସମ୍ପ-ର୍କ ରଖିବା ସାଧାରଣ କଥା ହୋଇଗଲାଣି । ଜଣଙ୍କୁ ବାହା ହେବା ପରେ ତାଙ୍କ ପାଖରେ ମନ ଲାଗୁନାହିଁ ଆଉ ଜଣଙ୍କୁ ବାହା ହେଉଛନ୍ତି ।

ତେବେ ଏଭଳି ଏକ ଖବର ଆସିଛି ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରୁ । ଏହି ଅଞ୍ଚଳର ଶେଖ ଅସଲାମଙ୍କ ପୁଅ ଏସ କେ ଫୟାସ ଚାରିବର୍ଷରେ ଚାରି ଜଣ ମହିଳାଙ୍କୁ ବିବାହ କରିସାରିଲେଣି । ସୂଚନା ମୁତାବିକ , ବାହାରେ ରହି ହୋଟେଲ ମ୍ୟାନେଜମେଣ୍ଟରେ ଚାକିରୀ କରୁଥିବା ଫୟାସ ଅନ୍ୟ ଝିଅମାନଙ୍କୁ ମି-ଛ କହି ପ୍ରେମ ଜା-ଲରେ ଫସାଇ ବାହା ହେଉଛନ୍ତି ।

ଏପଟେ ଘରେ ତାଙ୍କର ପ୍ରଥମ ପତ୍ନୀ ଅଛନ୍ତି ଆଉ ଏହାବ୍ୟତୀତ ଗୋଟିଏ ପୁଅ ଆଉ ଗୋଟିଏ ଝିଅ ମଧ୍ୟ ଅଛନ୍ତି । କିନ୍ତୁ ସେମାନଙ୍କ କଥା ଆଦୌ ସେ ଭାବନ୍ତି ନାହିଁ । ଘରକୁ ଚାରି ପାଞ୍ଚ ବର୍ଷରେ ଥରେ ଆସି ସ୍ତ୍ରୀକୁ ବାଡେଇଥାନ୍ତି ଆଉ ତାଙ୍କ ବାପା ମାଆ ମଧ୍ୟ ବୋହୂକୁ ନିର୍ଯ୍ୟା-ତନା ଦେଇଥାନ୍ତି । ସେପଟେ ଅନେକ ଥର ଥା-ନାର ଦ୍ୱାରସ୍ଥ ହୋଇଥିଲେ ଫୟାସଙ୍କ ପ୍ରଥମ ପତ୍ନୀ କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ନ୍ୟା-ୟ ମିଳି ପାରିନାହିଁ । ସ୍ୱାମୀଙ୍କର ଏଭଳି କାର-ନମା ବିଷୟରେ ସେ ଅଞ୍ଚଳରେ ସମସ୍ତେ ବି ଜାଣି ସାରିଲେଣି ।

ଯେଉଁ ଆଡେ ଯାଆନ୍ତି ଗୋଟିଏ ଗୋଟିଏ ନୂଆ ନୂଆ ଝିଅକୁ ଭଲ ପାଇଥାନ୍ତି ଆଉ ଫ-ସାଇ ବିବାହ ମଧ୍ୟ କରିଥାନ୍ତି ଆଉ ଏକାଠି ଗୋଟିଏ ଘରେ ରହିଥାନ୍ତି । ତେବେ ଏ ବାବ-ଦରେ ଝିଅ ଘର ଲୋକ ଜାଣିବା ପରେ ଝିଅକୁ ଆସି ନେଇ ଯାଇଥାନ୍ତି ଆଉ ଫୟାସଙ୍କୁ ଥା-ନାରେ ଭର୍ତ୍ତି କରି ଦେଇଥାନ୍ତି । ଆଗରୁ ମଧ୍ୟ ଏଭଳି ହୋଇଛି ଆଉ ତାଙ୍କୁ ଥା-ନାରୁ ମୁକୁଳାଇବା ପାଇଁ ତାଙ୍କ ସ୍ତ୍ରୀ ଟଙ୍କା ମଧ୍ୟ ପଠାଇଛନ୍ତି । ତେବେ ବର୍ତ୍ତମାନ ତାଙ୍କ ସ୍ତ୍ରୀ ନ୍ୟା-ୟ ପାଇଁ ଅପେକ୍ଷା କରିଛନ୍ତି । ଦେଖାଯାଉ ତାଙ୍କୁ କେବେ ନ୍ୟା-ୟ ମିଳୁଛି ।

Leave a Reply

Your email address will not be published. Required fields are marked *