ପାର୍କରେ ପ୍ରେମିକ ସହ ଗପୁଥିଲା ସ୍ତ୍ରୀ, ପହଞ୍ଚି ଗଲେ ସ୍ୱାମୀ ଆଉ ତା’ପରେ… ଦେଖନ୍ତୁ ଭିଡିଓ

ବାହାଘର ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଅ-ଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବି-ପ-ଦ ଆପଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। ତେବେ ଏଥିମଧ୍ୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ପବିତ୍ର ସମ୍ପର୍କ ରୂପେ ବିବେଚନା କରାଯାଏ। ହେଲେ ଯେତେବେଳେ ସ୍ୱାମୀ ହେଉ ଅବା ସ୍ତ୍ରୀ ଯଦି ସେମାନଙ୍କ ମନ ଅନ୍ୟ ପୁରୁଷ କିମ୍ବା ମହିଳା ଆଡକୁ ଯାଇଥାଏ ତେବେ ସେମାନଙ୍କ ସମ୍ପର୍କରେ ଫାଟ ପଡିବା ଆରମ୍ଭ ହୋଇଥାଏ। ତେବେ ଏହିଭଳି କିଛି ଘ-ଟ-ଣା ଘଟିଥିଲା। ସ୍ତ୍ରୀର ଅନୈ-ତିକ ସ-ମ୍ପ-ର୍କ ବିଷୟରେ ଜାଣିବା ପରେ ପାର୍କରେ ସର୍ବସାଧାରଣଙ୍କ ସମ୍ମୁଖରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଦେଖିବାକୁ ମିଳିଥିଲା ହାଇଡ୍ରାମା। ଜାଣନ୍ତୁ ସମ୍ପୂର୍ଣ୍ଣ ଖବର।

ପ୍ରେମ କେତେବେଳେ କେଉଁ ସମୟରେ ହେବ ତାହା କହି ହେବ ନାହିଁ। ପ୍ରେମ ଏକ ପବିତ୍ର ବନ୍ଧନ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହାର କୌଣସି ପବିତ୍ରତା ନାହିଁ। ଏହା ବର୍ତ୍ତମାନର ଯୁବପିଢ଼ି ଙ୍କ ପାଇଁ ଏକ ସାଧାରଣ କଥା ଅଟେ। ଅନେକ କୁନି କୁନି ପିଲା ପ୍ରେମ କରୁଥିବାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।

ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିକୁ ଭରସା କରିବା କଷ୍ଟକର ହୋଇ ପଡ଼ିଛି। ଯେ କୌଣସି ମୁହୂର୍ତ୍ତରେ ବି ଧୋ-କା ଦେଇ ପାରନ୍ତି। ଅନେକ ଲୋକ ବିଶ୍ୱାସରେ ବି-ଷ ଦେଇ ବିଶ୍ୱାସ ଘା-ତ-କ କରିଥାନ୍ତି। ତେଣୁ ଆଜିର ଜୀବନର ଭରସାଯୋଗ୍ୟ ବ୍ୟକ୍ତି ମିଳିବା କଠିନ ହୋଇ ଯାଇଛି। ସ୍ୱାମୀ ସ୍ତ୍ରୀ ଉପରେ ଓ ସ୍ତ୍ରୀ ସ୍ୱାମୀ ଉପରେ ଭରଷା କରିବା କଠିନ ହୋଇ ପଡିଛି। ଏହିଭଳି ଅନେକ ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

ସୋସିଆଲ ମିଡ଼ିଆରେ ଏକ ନିନ୍ଦ-ନୀୟ ଘଟଣାର ଭିଡ଼ିଓ ଭାଇରାଲ ହେଉଛି। କାମନା ଏବଂ ବାସନାର ଆଳରେ ସ୍ୱାମୀକୁ ପର କରିଦେଇ ଅନ୍ୟ ପୁରୁଷଙ୍କ ସହ ସ-ମ୍ପ-ର୍କ ବାନ୍ଧିଥିଲେ ସ୍ତ୍ରୀ। ଯେତେବେଳେ ପତି ଏହି ବିଷୟରେ ଜାଣିବାକୁ ପାଇଲା ସେ ଯାଇ ପାର୍କରେ ପହଞ୍ଚି ଯାଇଥିଲା। ତେବେ ପାର୍କ ଭିତରେ ପ୍ରେମର ନିରୋଳା ଗପ କରୁଥିବା ସ୍ତ୍ରୀର ସମସ୍ତ ସତ ଧାରା ପଡିଯାଇଥିଲା। କିନ୍ତୁ ସ୍ତ୍ରୀ ନିଜ ଦୋ-ଷକୁ ସିକ୍ଵର ନ କରି ବରଂ ସ୍ୱାମୀ ସହ ଯୁ-କ୍ତି କରୁଥିବା ମିଳିଥିଲା।

ସ୍ୱାମୀକୁ ଦେଖି ସ୍ତ୍ରୀ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ତେବେ ସ୍ୱାମୀ ଯେତେବେଳେ ସ୍ତ୍ରୀ ଉପରେ ଆ-ରୋ-ପ ଲଗେଇଲେ ସେ ଏହାକୁ ଖଣ୍ଡନ କରିଥିଲେ। ସେ ଦର୍ଶାଇ ଥିଲେ ଯେ ସେ ମିଳାମିଶା କରୁଥିବା ପୁରୁଷ ଜଣକ ତାଙ୍କର ବନ୍ଧୁ ଅଟନ୍ତି। ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କୋ-ଳାହ-ଳର ପରିସ୍ଥିତି ଉପୁଜି ଥିଲା। ତେବେ ସେମାନଙ୍କ ହାଇଡ୍ରାମା ଦେଖିବା ପାଇଁ ଅନେକ ଲୋକ ରୁ-ଣ୍ଡ ହୋଇଯାଇଥିଲେ। କେବଳ ସେତିକି ନୁହେଁ ତେବେ ଦୁହେଁ ପରସ୍ପରକୁ ଛା-ଡପ-ତ୍ର ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି।

Leave a Reply

Your email address will not be published. Required fields are marked *