ଅନୁଭବଙ୍କର ଖୁସିର ନାହିଁ ସୀମା , କୋର୍ଟ ଦେଲେ ଏଭଳି ନିଷ୍ପତ୍ତି , ଫେରିବେ ବାପା ମାଆ

ଦୁଃ-ଖ ପରେ ସୁଖ ଆସିବା କଥା ଆମେ ସମସ୍ତେ ଜାଣିଛେ । ତେଣୁ ସମସ୍ତ ପରିସ୍ଥିତିରେ ନିଜକୁ ଦୃଢ଼ କରି ରଖିବା ସବୁଠାରୁ ବଡ଼ କଥା ହୋଇଥାଏ । କୌଣସି ପରିସ୍ଥିତିରେ ହାର୍ ନ ମାନି ସଂଘ-ର୍ଷ କରି ଚାଲନ୍ତୁ , ଦେଖିବେ ସଫଳତା ନିଶ୍ଚିତ ଭାବରେ ମିଳିବ । ଆଉ ଅଧାରେ ହାର ମାନି ଯାଉଥିବା ଲୋକ ଜୀବନରେ ଆଗକୁ ବଢି ପାରନ୍ତି ନାହିଁ ଏ କଥା ଆମେ ସମସ୍ତେ ଜାଣିଥିବା । ତେବେ ବର୍ତ୍ତମାନ ସମୟରେ ଚର୍ଚ୍ଚାର ପାତ୍ର ପାଲଟିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି ଆଉ ବର୍ଷା ପ୍ରିୟଦର୍ଶିନୀ

ପ୍ରତିଦିନ ସୋସିଆଲ ମିଡିଆରେ ଏମାନଙ୍କ ବିଷୟରେ ଚର୍ଚ୍ଚା ହେବାରେ ଲାଗିଛି । ଆଉ ଗୋଟିଏ ପରେ ଗୋଟିଏ କଥା ସାମ୍ନାକୁ ଆସିବାରେ ଲାଗିଛି । ଆପଣ ମାନେ ଜାଣିଥିବେ ଦୀର୍ଘ ଦିନ ହେବ , ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କର ପାରିବାରିକ ବି-ବା-ଦ ଲାଗି ରହିଥିଲା । ଆଉ ଏହାରି ମଧ୍ୟରେ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ବର୍ଷାଙ୍କ ବିଷୟରେ ସମସ୍ତ ସତ୍ୟ କଥା ଉପସ୍ଥାପନ କରିଥିଲେ । ଆଉ ତାଙ୍କୁ କେତେ ଯେ କ-ଷ୍ଟ ହେଉଛି , ତାହା ମଧ୍ୟ ଦେଖାଇଥିଲେ ।

ଜଣେ ସ୍ୱାମୀର ଅଧିକାରରୁ ବଞ୍ଚିତ ହୋଇଥିବା କଥା ସେ କହିଥିଲେ । ତାଙ୍କୁ କେବେ ସ୍ୱାମୀର ଅଧିକାର ମିଳିନାହିଁ ବୋଲି ସେ କା-ନ୍ଦି କା-ନ୍ଦି ସମସ୍ତଙ୍କ ଆଗରେ କହିଥିଲେ । ତେବେ ଲୋକେ ଏହାରି ମଧ୍ୟରେ ଅନୁଭବଙ୍କୁ ବହୁତ ସମର୍ଥନ କରିଥିଲେ । ଆଉ ତାଙ୍କୁ ନ୍ୟା-ୟ ମିଳି ଯାଉ ବୋଲି ଅପେକ୍ଷା କରି ବସିଥିଲେ । ଏହାରି ମଧ୍ୟରେ ଅନୁଭବ କହିଥିଲେ କି , ତାଙ୍କ ପିତାମାତା ତାଙ୍କ ଠାରୁ ଅଲଗା ରହୁଛନ୍ତି । କାରଣ ବର୍ଷା ତାଙ୍କ ଘରେ ରହୁଛନ୍ତି ।

ଆଉ ସେଥିପାଇଁ ସେ କୋର୍ଟରେ ଆବେଦନ କରିଥିଲେ କି ବର୍ଷା ତାଙ୍କ ଘର ଛାଡ଼ି ଚାଲି ଯାଆନ୍ତୁ । ଆଉ ସେହି ଆବେଦନ ମଞ୍ଜୁର କରିଛନ୍ତି ମାନ୍ୟବର କୋର୍ଟ । ଆଉ ଅନୁଭବଙ୍କୁ ମିଳିଛି ନ୍ୟା-ୟ । ତେବେ ବର୍ତ୍ତମାନ ସମୟରେ ଅନୁଭବଙ୍କ ଆଖିରୁ ଲୁହ ଆପେ ଆପେ ବାହାରି ଯାଉଛି । କାରଣ କାଲି କୋର୍ଟ କହିଛନ୍ତି ଯେ , ବର୍ଷା ତାଙ୍କ ଘରୁ ବହାରିଯିବେ ଆଉ ବାପା ମାଆ ଆସି ଘରେ ରହିବେ । ଆଉ ବର୍ଷାଙ୍କ ଭରଣପୋଷଣ ପାଇଁ ମାସକୁ ମାସ ୩୦ ହଜାର ଟଙ୍କା ଅନୁଭବ ଦେବେ । ଆଉ ଏହାପରେ ଅନୁଭବ କା-ନ୍ଦି ପକାଇଥିଲେ ଆଉ କୋର୍ଟରେ ପହଞ୍ଚିଥିଲେ ।

Leave a Reply

Your email address will not be published. Required fields are marked *