” ଝିଅ ଜନ୍ମ କରି ଭୁଲ୍ କରି ଦେଲି” ଡାକ୍ତରୀ ଝିଅ ଚାଲି ଗଲା ପରେ ବାପାର ଦରଦ

ପିଲାଟିଏ ବାପା ଆଉ ମାଆଙ୍କର ଆଖିର ତାରା ହୋଇଥାଏ । ଆଉ ତା ପାଇଁ ବାପା ମାଆ ନିଜ ଜୀବନ ବି ଦେବାକୁ ରାଜି ଥାଆନ୍ତି । ପିଲାର ଅଳି ଅଝଟ ସବୁ ପୁରା କରିବା ପାଇଁ ବାପା ମାଆ ସଦା ସର୍ବଦା ରାଜି ରହିଥାନ୍ତି । ଆଉ ପିଲାର କିଛି ହୋଇଗଲେ ସେମାନଙ୍କୁ ନିଜକୁ ହିଁ କ-ଷ୍ଟ ଲାଗିଥାଏ ଆଉ ତାଙ୍କ ଆଖିରୁ ଲୁ-ହ ଆସିଯାଏ । ତେବେ ଥରେ ଭାବନ୍ତୁ ତ ଜୀବନ ଠାରୁ ଅଧିକ ଭଲ ପାଉଥିବା ପିଲାମାନେ ଯଦି କିଛି ଖରାପ କାମ କରି ବସନ୍ତି , ତେବେ ବାପା ମାଆଙ୍କୁ କେତେ ଯେ କ-ଷ୍ଟ ନ ହେବ ।

ଅନ୍ୟପକ୍ଷରେ ବାପା ମାଆ ମାନେ ଝିଅକୁ ଅଧିକ ଭଲ ପାଇଥାନ୍ତି । କେତେକ ବାପା ମାଆ ଅଛନ୍ତି , ଯେଉଁମାନେ ଝିଅକୁ ପାପ ବୋଲି ଭାବୁଥିଲେ କିନ୍ତୁ ବର୍ତ୍ତମାନ ସମାଜରେ ବାପା ମାଆ ନିଜ ଝିଅକୁ ଆଗକୁ ବଢ଼ାଇବା ପାଇଁ କଣ ଯେ ନ କରୁଛନ୍ତି ,ସେ କଥା କହି ହେବ ନାହିଁ । ତେବେ ସେମାନଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇବା ପାଇଁ ସେମାନେ ଅହରହ କ-ଷ୍ଟ କରି ଚାଲିଛନ୍ତି । ତେବେ ବର୍ତ୍ତମାନ ଏଭଳି ଖବର ସାମ୍ନାକୁ ଆସିଛି , ଯାହା ବିଷୟରେ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଜଣେ ପିତା ନିଜ ଝିଅ ନାମରେ ଏଭଳି ମତ ରଖିଛନ୍ତି ଆଉ ବର୍ତ୍ତମାନ ସମୟରେ ତାହା ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ତେବେ ସେ କହିଛନ୍ତି କି , ଝିଅ ଜନ୍ମ କରି ବଡ଼ ଭୁଲ୍ କରି ଦେଲି ବୋଧେ । କାରଣ ତାଙ୍କ ଝିଅର ଏଭଳି କାମକୁ ସେ ସହଜରେ ଗ୍ରହଣ କରି ପାରିନାହାଁନ୍ତି । ତେବେ ସୂଚନା ଅନୁଯାୟୀ , ବ୍ୟକ୍ତିଙ୍କର ଦୁଇଟି ଝିଅ ଅଛନ୍ତି । ଆଉ ଦୁଇଟି ଝିଅକୁ ମେଡ଼ିକାଲ ପାଠ ପଢ଼ାଇବା ପାଇଁ ସେ ବାହାରକୁ ପଠାଇଥିଲେ ।

ତେବେ ସେଠାରେ ଝିଅ ଜଣେ ସର୍ଦାରଙ୍କୁ ଭଲ ପାଇ ବସିଥିଲା ଆଉ ଏହି କଥାକୁ ସହଜରେ ଗ୍ରହଣ କରି ପାରିନଥିଲେ ପିତା। ଆଉ ସେଥିପାଇଁ କାଲି ଝିଅ ମାନଙ୍କୁ ଫୋନ କରି ଘରକୁ ଡକାଇ ଦେଇଥିଲେ । ତେବେ ବ୍ୟକ୍ତି ଜଣକ ଆହୁରି ମଧ୍ୟ କହିଛନ୍ତି କି , ଏହି କଥା ଶୁଣିବା ପରେ ତାଙ୍କ ମୁଣ୍ଡ ଗରମ ହୋଇ ଯାଇଥିଲା । ଆଉ ସେ ଭାରସାମ୍ୟ ହରାଇ ବସିଥିଲେ କିନ୍ତୁ ପରେ ଠିକ୍ ହୋଇ ଯାଇଥିଲେ । ତେବେ ସେ ଆହୁରି କହିଛନ୍ତି କି , ତାଙ୍କ ଝିଅଙ୍କ ଆକାଉଣ୍ଟରୁ ଆଗରୁ ୧ ଲକ୍ଷ ଟଙ୍କା ମଧ୍ୟ ଗାଏବ ହୋଇଥିଲା ଆଉ ସେ ଏଥିପାଇଁ ଥାନାରେ ଏତଲା ଦେଇଥିଲେ ।

Leave a Reply

Your email address will not be published. Required fields are marked *