ବର୍ଷା ଜଳର ପ୍ରଖର ସ୍ରୋତରେ ଭାସିଗଲା ଦନ୍ତା ହାତୀ, ଜୀବନ ର-କ୍ଷା କରିବା ପାଇଁ ଗ-ର୍ଜନ କରି ମାଗୁଛି ସାହାଯ୍ୟ। ଦେଖନ୍ତୁ ଏହି ଭାଇରାଲ ଭିଡ଼ିଓ।

ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିଲେ ହସକୁ ରୋକି ହୁଏନାହିଁ। ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ଲାଗିବା ସହ ବିଶ୍ୱାସ ମଧ୍ୟ କରି ହୁଏ ନାହିଁ। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ମଧ୍ୟ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ ଦୃ-ଶ୍ୟ ଭାଇରାଲ ହେବାରେ ଲାଗିଛି। ତେବେ ଉକ୍ତ ଭିଡ଼ିଓରେ ଏକ ଦନ୍ତା ହାତୀ ଜଙ୍ଗଲ ଭିତରେ ପ୍ରବେଶ କରିଥିବା ବର୍ଷା ଜଳ ସହ କିପରି ସଂ-ଘର୍ଷ କରୁଛି ତାହା ଦେଖିବାକୁ ପାଇବେ।

ବର୍ତ୍ତମାନ ସାରା ଭାରତରେ ମୌସୁମୀ ବର୍ଷା ହେବାର ଲାଗିଛି। ତେବେ ଏହି ବର୍ଷା ଯେତେ ଅଧିକ ହେବ ତାହା ସେତେ ବିନା-ଶକାରୀ ମଧ୍ୟ ହୋଇପାରିବ। କାରଣ ବର୍ଷା ଅଧିକା ହେବା ଦ୍ୱାରା ନଦୀ ଗୁଡିକ ଫୁଲିବାକୁ ଲାଗିବ ଅର୍ଥାତ ନଦୀର ଜଳସ୍ତର ବୃଦ୍ଧି ପାଇବ ଓ ଶେଷରେ ବନ୍ଧ ବାଡ଼କୁ ଲ-ଙ୍ଘି ବନ୍ୟା ସୃଷ୍ଟି କରିବ। ତେବେ ବନ୍ୟା ଜଳ ଜନବସତି ଆଡକୁ ମାଡି ଆସିଲେ ଏହା ଅନେକ କ୍ଷ-ୟକ୍ଷ-ତି କରିଥାଏ। ଯେପରିକି ଲୋକ ମାନଙ୍କ ଘର ଦ୍ୱାରା ଭା-ଙ୍ଗିବା ସହ ଲୋକଙ୍କ ଜୀବନ ମଧ୍ୟ ବି-ପଦ ପଡିଥାଏ। ସେହିପରି ଜଙ୍ଗଲ ଭିତରକୁ ବର୍ଷା ଜଳ ଅବା ବନ୍ୟା ଜଳ ପ୍ରବେଶ କରିବା ଦ୍ୱାରା ପଶୁପକ୍ଷୀ ମାନଙ୍କ ଜୀବନ ବିପ-ଦରେ ପଡିଥାଏ।

ତେବେ ସୋସିଆଲ ମିଡିଆରେ କିଛି ଏହିଭଳି ଦୃ-ଶ୍ୟ ଭାଇରାଲ ହେଉଛି। ତେବେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ଜଙ୍ଗଲ ଭିତରେ ବର୍ଷା ଜଳ ପ୍ରବେଶ କରିଛି। ତେବେ ଜଙ୍ଗଲରେ ରହୁଥିବା ଦନ୍ତା ହାତୀଟି ଏହି ବର୍ଷା ଜଳକୁ ଲ-ଙ୍ଘନ କରି ଆରପାରି କୁ ଯିବା ପାଇଁ ପ୍ରଚେଷ୍ଟା କରୁଛି। ତେବେ ସେ ଏଥିରେ ତା’ର ସମସ୍ତ ବଳ ଲଗେଇ ଦେଇଛି। କିନ୍ତୁ ବର୍ଷା ଜଳର ପ୍ରଖର ସ୍ରୋତ ହାତୀକୁ ପାରି ହେବା ପାଇଁ ଦେଉ ନାହିଁ।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଦୃ-ଶ୍ୟଟି ହେଉଛି କେରଳ ରାଜ୍ୟର ଅଟେ। ତେବେ ସେଠାରେ ଲଗାଣ ବର୍ଷା ଦ୍ୱାରା ଜଙ୍ଗଲ ଭିତରକୁ ବର୍ଷା ଜଳ ପ୍ରବେଶ କରିଛି। ଏଥିସହିତ ଜଙ୍ଗଲ ନିକଟରେ ଏକ ଜଳ ପ୍ରପାତ ମଧ୍ୟ ରହିଛି। ଯଦି ଦନ୍ତା ହାତୀଟି ବର୍ଷା ଜଳକୁ ଅତିକ୍ରମ କରିବାରେ ଅସମର୍ଥ ହୁଏ ତେବେ ହାତୀଟି ଭାସି ଯାଇ ଜଳ ପ୍ରପାତରେ ପଡି ଯିବା ଯାହାଫଳରେ ହାତୀର ଜୀବନ ବଞ୍ଚିବା କଷ୍ଟକର ହୋଇଯିବ।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଦୃ-ଶ୍ୟ ଦେଖିଲେ ଓଡ଼ିଶାରେ ଠିକ ବର୍ଷେ ତଳେ ଏହିଭଳି ଘ-ଟଣା ଘଟିଥିଲା। ହାତୀକୁ ବଞ୍ଚେଇବାକୁ ଯାଇ ଓଡ୍ରାଫ କର୍ମୀ ଓ ମିଡିଆ ଭାଇଙ୍କ ମୃ-ତ୍ୟୁ ଘ-ଟିଥିଲା। ତେବେ କେରଳ ରାଜ୍ୟରେ ବିପ-ଦରେ ପଡିଥିବା ଏହି ଦନ୍ତା ହାତୀକୁ ଉ-ଦ୍ଧାର କରିବା ପାଇଁ ମଧ୍ୟ ବନ କର୍ମଚାରୀ ଲାଗି ପଡିଛନ୍ତି।

Leave a Reply

Your email address will not be published. Required fields are marked *