ଶାଶୁ ବୋହୂ ଝ-ଗଡା ଭିତରେ ଗାଈର ଅବସ୍ଥା ଖରାପ, ଦେଖନ୍ତୁ ଝଗ-ଡାର ଭିଡିଓ।

ଆପଣ ଜାଣିଥିବେ ପ୍ରାୟତଃ ଶାଶୁ ବୋହୂ ଝ-ଗଡା କରନ୍ତି। ଏହି ଦୁଇଜଣଙ୍କ ଝ-ଗଡା ଭିତରେ ବିଚରା ସ୍ଵାମୀ ମଝିରେ ଫ-ସିଯାଏ। ବିଚ-ରା ସ୍ଵାମୀ ଜାଣି ପାରେନି କାହାକୁ ସମ-ର୍ଥନ କରିବ। କିନ୍ତୁ ଆପଣ କେବେ ଦେଖିଛନ୍ତି କି ଶାଶୁ ଏବଂ ବୋହୂର ଝଗ-ଡ଼ରେ ଗୋଟେ ପଶୁ ଫ-ସିଯାଏ। ଆଜି ଆମେ ଆପଣଙ୍କୁ ଏପରି ଏକ ମଜାଳିଆ ଦୃ-ଶ୍ୟ ଦେଖାଇବାକୁ ଯାଉଛୁ। ଏଠାରେ ଶାଶୁ ଓ ବୋହୂ କ୍ଷୀର ଦୁଇବା ପାଇଁ ଗାଈ ପାଖକୁ ଗଲେ। କିନ୍ତୁ ସେମାନଙ୍କ ଝଗ-ଡାରେ, ବିଚରା ଗାଈର ବେଳା ବୁଡିଗଲା।

ସୋସିଆଲ ମିଡିଆରେ ଗାଈ ପାଖରେ ବସି କ୍ଷୀର ନେଉଥିବା ଶାଶୁ ବୋହୂଙ୍କ ଭିଡ଼ିଓ ଏବେ ବହୁତ ଭାଇରାଲ ହେବାରେ ଲାଗିଛି। ଘର ପାଖରେ ବନ୍ଧା ହୋଇଥିବା ଗାଈରୁ କ୍ଷୀର ପାଇବା ପାଇଁ ଉଭୟ ଝ-ଗଡା କରୁଛନ୍ତି। କୁହାଯାଉଛି ଯେ ଶାଶୁ ପ୍ରତିଦିନ ଗାଈରୁ କ୍ଷୀର ବାହାର କରନ୍ତି, କିନ୍ତୁ ବୋହୂକୁ କ୍ଷୀର ଦିଅନ୍ତି ନାହିଁ। ଏଭଳି ପରିସ୍ଥିତିରେ ଆଜି ବୋହୂ ନିଜେ ଗାଈର କ୍ଷୀର ବାହାର କରିବାକୁ ନିଷ୍ପତ୍ତି ନେଲେ। ଶାଶୁ ମଧ୍ୟ କ୍ଷୀର ଦୁହିଁବା ପାଇଁ ଗଲେ। ସେ ବୋହୂକୁ ଜମା କ୍ଷୀର ନେବାକୁ ଦେଉ ନଥିଲେ।

ଶାଶୁ ଏବଂ ବୋହୂ ଦୁହେଁ ଗାଈର ପାହ୍ନକୁ ଧରି କ୍ଷୀର ବାହାର ନ କରି ଝଗ-ଡା କରିବାକୁ ଲାଗିଲେ। ବିଚରା ଗାଈ ମଧ୍ୟ ସେମାନଙ୍କ ଝଗ-ଡା ପାଇଁ ବହୁତ କଷ୍ଟ ପାଉଥିଲା। ଭିଡିଓରେ ଶାଶୁ ତାଙ୍କ ବୋହୂକୁ କହିଛନ୍ତି ଯେ ଗାଈ କୁ ୧୦ ବର୍ଷ ଧରି ମୁଁ ବଡ଼ କରିଛି ତୁ କାଇ କ୍ଷୀର ନବୁ।

ସ୍ୱାମୀ ମୋବାଇଲରେ ଏହି ଘଟ-ଣାର ଭିଡିଓ କରୁଛନ୍ତି। ଉଭୟ ଭିଡିଓରେ ପରସ୍ପରକୁ ଖରାପ ଭା-ଷାରେ ଗା-ଳି ଦେଉଛନ୍ତି। ଶେଷରେ, ବୋହୂ ଟିକେ କ୍ଷୀର ବାହାର କରନ୍ତି, କିନ୍ତୁ ଶାଶୁ ଏବଂ ପାଖରେ ଠିଆ ହୋଇଥିବା ଝିଅମାନେ କ୍ଷୀରକୁ ଢା-ଳି ଦିଅନ୍ତି।

ଏହି ସମ୍ପୂର୍ଣ୍ଣ ଭିଡିଓ ରାଜସ୍ଥାନର କରୋଲି ଜିଲ୍ଲାର। ଶାଶୁଙ୍କ କଥା ବାର୍ତ୍ତା ଏବଂ ପୋଷାକରୁ ଏହା ମଧ୍ୟ ସ୍ପଷ୍ଟ ଯେ ଏହି ଭିଡିଓ ରାଜସ୍ଥାନର । କିନ୍ତୁ ଏହି ଭିଡିଓ ଟିକେ ପୁରୁଣା। ଏହା ୨ ଜୁନ୍ ୨୦୨୧ ରେ ସୋସିଆଲ୍ ମିଡିଆରେ ସେୟାର କରାଯାଇଥିଲା।କିନ୍ତୁ ବର୍ତ୍ତମାନ ଏଇ ଭିଡିଓ ବହୁତ ଭାଇରାଲ୍ ହେଉଛି

ଲୋକମାନେ ଏହି ୧୦ ମିନିଟର ଭିଡିଓ ଦେଖି ବହୁତ ମଜା ନେଉଛନ୍ତି। ଜଣେ ଉପଭୋକ୍ତା କହିଛନ୍ତି, ‘ସ୍ୱାମୀମାନେ ଶାଶୁଙ୍କ ଝ-ଗଡା ମଧ୍ୟରେ ପ୍ରାୟତ ଫ-ସି ଯାଆନ୍ତି କିନ୍ତୁ ଆଜି ବିଚରା ଗାଈ ଆଜି ଫ-ସି ଯାଇଛି।

Leave a Reply

Your email address will not be published. Required fields are marked *