ପ୍ରେମିକାର ଅ-ଶ୍ଳିଳ ଭିଡିଓ ଜା-ଲରେ ଫ-ଶି ପ୍ରେମିକର ଆ-ତ୍ମହ-ତ୍ୟା,ଗି-ରଫ ହେଲା ପ୍ରେମିକା,ଜାଣନ୍ତୁ ପୁରା ଘଟଣା

ପ୍ରଥମେ ପ୍ରେମ, ଲୁ-ଟ୍, ତାପରେ ପ୍ରତା-ରଣା:- ପ୍ରେମିକା ପାଇଁ ଜୀବନ ହାରିଲା ପ୍ରେମିକ, ପର ପୁରୁଷ ସହ ଶାରୀ-ରିକ ସଂପ-ର୍କ ରଖି ବ୍ଲା-କ୍ ମେ-ଲ କଲା ପ୍ରେମିକା। ଏହାପରେ କଣ ଘ-ଟିଲା ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ପ୍ରେମ ଏକ ପବିତ୍ର ବନ୍ଧନ ହୋଇଥାଏ। ବର୍ତ୍ତମାନର ପ୍ରେମ ଓ ସେ ସମୟର ପ୍ରେମ ମଧ୍ୟରେ ବହୁତ ଫରକ ଦେଖିବାକୁ ମିଳୁଛି। ଆଜିର ସମୟରେ ପ୍ରେମ କେତେବେଳେ କେଉଁ ସମୟରେ ହେଉଛି ତାହା କହି ହେଉ ନାହିଁ। ପ୍ରେମ ଏକ ପବିତ୍ର ବନ୍ଧନ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହାର କୌଣସି ପବିତ୍ରତା ନାହିଁ। ଏହା ବର୍ତ୍ତମାନର ଯୁବପିଢ଼ି ଙ୍କ ପାଇଁ ଏକ ସାଧାରଣ କଥା ଅଟେ। ଅନେକ କୁନି କୁନି ପିଲା ପ୍ରେମ କରୁଥିବାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।

ଖୁବ କମ ବୟସରେ ପ୍ରେମକୁ ଭୁଲଦିଗକୁ ନେବାପାଇଁ ଆଜିକାଲି ପିଲାମାନଙ୍କ ପାଇଁ ବେଶୀ ସମୟ ଲାଗୁନି । ପ୍ରେମର ପ୍ରକୃତ ଅର୍ଥ ହେଉଛି ଭଲପାଇବା ଏବଂ ବିଶ୍ୱାସ । କିନ୍ତୁ ଆଜିର ସମାଜରେ ପ୍ରେମ କୁ ଭୁଲ ଦିଗରେ ନେବାକୁ ବସିଛନ୍ତି ଆଜିର ଯୁବକ ଯୁବତୀ। ବର୍ତ୍ତମାନ ଯୁବପିଢ଼ିଙ୍କ ଅନୁସାରେ ପ୍ରେମର ଅର୍ଥ ଶାରୀ-ରିକ ସଂପର୍କ ରଖିବା। ତେବେ ଏହି ପ୍ରେମ କେତେକଙ୍କୁ ତଳି ତ-ଳାନ୍ତ କରିଛି ତ ଆଉ କାହାର ଜୀବନ ନେଇ ଯାଇଛି। ତେବେ ଆଜି ଆମେ ଏହିଭଳି ଏକ ଖବର ଆପଣଙ୍କୁ କହିବାକୁ ଯାଉଛୁ।

ମିଛ ପ୍ରେମ କରି ପ୍ରେମିକକୁ ଲୁ-ଟି ନେଲା ପ୍ରେମିକା। ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ପର୍ଯ୍ୟନ୍ତ। ଏହାକୁ ସହ୍ୟ କରି ନପାରି ଜୀବନ ହାରିଲା ପ୍ରେମିକ। ତେବେ ଏଭଳି ଅଭା-ବନୀୟ ଘ-ଟଣା ଯାଜପୁର ଜିଲ୍ଲା ଅନ୍ତର୍ଗତ ଜାଫରପୁର ପଂଚାୟତ ଚାଉଳିଆ ଗ୍ରାମରେ ଘ-ଟିଛି। ପ୍ରେମିକା ପର ପୁରୁଷ ସହ ଶାରୀ-ରିକ ସମ୍ପର୍କ ରଖି ଭିଡ଼ିଓ ଭାଇରାଲ କରିବାର ଧ-ମକ ଦେଇ ପ୍ରେମିକ ଠାରୁ ପ୍ରେମିକା ଓ ଅନ୍ୟ ତିନି ଜଣ ସାଥି ଲୁଟିଥିଲେ। ଏହାକୁ ସହ୍ୟ ନ କରି ପାରି ଆ-ତ୍ମହ-ତ୍ୟା କରିଛି ପ୍ରେମିକ।

ମିଳିଥିବା ସୂଚନା ଅନୁସାରେ, ଚଉଳିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପୁଅ ଶେଷ ଦେବ ଧୀରେନ୍ଦ୍ର ଙ୍କ ଝିଅ ଲଭଲି ମଧ୍ୟରେ ପ୍ରେମ ସଂ-ପର୍କ ଗଢି ଉଠି ଆସିଥିଲା। ଦୁହେଁ ପରସ୍ପରକୁ ପ୍ରେମ କରୁଥିଲେ। କିନ୍ତୁ ଲଭଲି ଓରଫ ବର୍ଷା ତାଙ୍କୁ ଲୁ-ଟିବାରେ ଲାଗିଥିଲେ। ଲଭଲି ତାଙ୍କ ମାଆ ଓ ଦୁଇ ଜଣ ସହଯୋଗୀଙ୍କ ସାହାଯ୍ୟରେ ପ୍ରେମର ନାଟକ କରି ଲକ୍ଷାଧିକ ଟଙ୍କା ଫୋନ ପେ ସାହାଯ୍ୟରେ ଲୁ-ଟି ନେଇଥିଲେ। ପରବର୍ତ୍ତୀ ସମୟରେ ଶେଷ ଦେଵଙ୍କୁ ଖୋଳ କରିବା ପରେ ସଂ-ପର୍କ ଛିନ୍ନ କରିଥିଲେ।

ପ୍ରେମିକା ଜଣକ ଅନ୍ୟ ଜଣେ ଯୁବକ ମୁନା ସହିତ ପ୍ରେମ ସଂ-ପର୍କ ରଖିବା ପରେ ଶେଷଦେବଙ୍କୁ ଧୋ-କା ଦେଇଥିଲା। ଏପରିକି ମୁନା ଶେଷଦେବଙ୍କ ପ୍ରେମିକା ସହ ଶାରି-ରିକ ସଂ-ପର୍କ ରଖି ଏହାର ଭିଡିଓ ଶେଷଦେବଙ୍କ ମୋବାଇଲକୁ ପଠାଇଥିଲା । ସେହି ଭିଡିଓକୁ ଭାଇରାଲ କରି ପ୍ରେମିକାକୁ ବଦ-ନାମ କରିବାକୁ ଧ-ମକ ଦେଇ ଶେଷଦେବଙ୍କ ଠାରୁ ଟଙ୍କା ଆଦାୟ କରୁଥିଲା। ଏହିଭଳି ଭାବରେ ବାରମ୍ବାର ଟଙ୍କା ନେଇ ଚାଲିଥିଲେ। ଶେଷରେ କୌଣସି ଉପାୟ ନ ପାଇ ଆ-ତ୍ମହ-ତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ।

ନିଜ ରୁମରେ ଫ୍ୟାନରେ ର-ଶି ଲଗେଇ ଶେଷ ଦେବ ଆ-ତ୍ମହ-ତ୍ୟା କଲେ। ଶେଷଦେବଙ୍କ ମୃ-ତ୍ୟୁ ପରେ ମୋବାଇଲ ଏବଂ ଲ୍ୟାପଟପରୁ ସମସ୍ତ ସୁରାଗ ମିଳିଛି। ମାଟି ଖୋଳୁଖୋଳୁ ମହାଦେବ ବାହାରିବା ଭଳି ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିଥିଲା। ଅନେକ ଦାମିକିଆ ଉପହାର ସହିତ ଟଙ୍କା ଓ ସୁନା ଗହଣା ତାଙ୍କ ପ୍ରେମିକାକୁ ଦେଇଥିଲେ। ବ୍ଲା-କମେ-ଲିଂ କରିବାରୁ ଶେଷଦେଵ ଆ-ତ୍ମହ-ତ୍ୟା କରିଥିବା ମୃତ-କଙ୍କ ପରିବାର ଲୋକେ ଅଭି-ଯୋଗ କରିଛନ୍ତି। ଅଭି-ଯୋଗ କ୍ରମେ ପୋ-ଲିସ ପ୍ରେମିକା ସମେତ ମୋଟ ୪ଜଣଙ୍କୁ ଗି-ରଫ କରି କୋର୍ଟ ଚା-ଲାଣ କରିଛି।

Leave a Reply

Your email address will not be published. Required fields are marked *