ସାମ୍ନାକୁ ଆସିଲା ଏଭଳି ଭିଡିଓ , ହସି ହସି ଗଡି ଯାଉଛି ଗୋପାଳ ଆଉ ବିମାନକୁ ଚଢିବା ଆଗରୁ ମା-ରୁଛି ମୁଣ୍ଡିଆ

ବର୍ତ୍ତମାନ ସମୟର ସାରା ଓଡ଼ିଶାର ଜଣେ ଚର୍ଚ୍ଚିତ ଚେହେରା ପାଲଟି ଯାଇଛି ଗୋପାଳ ଦାସ । ଘରେ ଘରେ ତାକୁ ନେଇ ଚର୍ଚ୍ଚା । ଜଣେ ଏତେ ବଡ ମନ୍ତ୍ରୀଙ୍କୁ ହ-ତ୍ୟା କରିବା ଆଗରୁ ସେ ଟିକିଏ ବି କୁଣ୍ଠାବୋଧ କଲେ ନାହିଁ , ସେହି କଥା ସମସ୍ତେ ଭାବିବାରେ ଲାଗିଛନ୍ତି । କିପରି ଏତେ ଜନ ସମାଗମ ମଧ୍ୟରେ ସେ ଜଣେ ମନ୍ତ୍ରୀଙ୍କୁ ହ-ତ୍ୟା କରିଦେଲା , ସମସ୍ତଙ୍କ ମନରେ ତାକୁ ନେଇ ପ୍ରଶ୍ନ ।

ଏତେ ଜନ ମଣିଷ ଆଉ ଏତେ ସିକ୍ୟୁରିଟି ମଧ୍ୟରେ ସେ କିପରି ଜଣେ ମନ୍ତ୍ରୀଙ୍କୁ ହ-ତ୍ୟା କରିଦେଲେ , ତାହାକୁ ନେଇ ଏବେ ଅନେକ ଚର୍ଚା । ଜଣେ ପୋ-ଲିସ କର୍ମଚାରୀ ହୋଇ ମଧ୍ୟ ଏତେ ବଡ ପଦକ୍ଷେପ ନେବା ଆଗରୁ ସେ କାହିଁକି କିଛି ଭାବିଲେ ନାହିଁ , ତାହାକୁ ବେକ୍ ଆଲୋଚନା । ଲୋକଙ୍କ ମନରେ ଅନେକ ସ-ନ୍ଦେହ ଆଉ ଅନେକ ପ୍ରଶ୍ନ , ଯାହା କେବେ ସମାଧାନ ହେବ , ସେ କଥା କେହି ଜାଣି ନାହାନ୍ତି ।

ତେବେ ଏହାରି ମଧ୍ୟରେ ସାମ୍ନାକୁ ଏପରି କିଛି ଖବର ଆସିଛି , ଯାହା ଆପଣଙ୍କ ମନରେ ବି-ଷ ଭରି ଦେବ । ଏହାରି ମଧ୍ୟରେ ଆମେ ଗୋଟିଏ କଥା କହିବାକୁ ଚାହିଁବୁ କି କିଛି ଲୋକ ଗୋପାଳର ସପକ୍ଷରେ ରହିଥିବା ବେଳେ ଆଉ କିଛି ଲୋକ ତାଙ୍କ ବିପକ୍ଷରେ ରହିଛନ୍ତି । ତେବେ ଏପରି ଭିଡିଓ ଦେଖିବା ପରେ ଗୋପାଳର ବିପକ୍ଷରେ ରହିଥିବା ଲୋକଙ୍କ ମନରେ କ୍ରୋ-ଧ ବଢ଼ି ଯାଇପାରେ ।

ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି କି , ଏସି ରୁମରେ ବସିଛି ଗୋପାଳ । ଆରାମରେ ଥଣ୍ଡା ପବନକୁ ଉପଭୋଗ କରିବାରେ ଲାଗିଛି ଆଉ ଖୁସି ହେଉଛି । ଖାଲି ଏତିକି ନୁହେଁ , ତାର ଆଗରେ ରହିଥିବା କିଛି ଜିନିଷକୁ ଦେଖି ସେ ହସିବାର ଲାଗିଛି ।

ତେବେ ଅନୁମାନ କରାଯାଉଛି କି , ତା ଆଗରେ ପଡ଼ି ରହିଥିବା ଖବର କାଗଜରେ ସେ ନିଜର ଫୋଟ ଦେଖୁଛି ଆଉ ତାକୁ ଉଠାଇ ଦେଖି ଜୋର୍ ଜୋର୍ କରି ହସିବାରେ ଲାଗିଛି । ଜଣେ ହ-ତ୍ୟାକା-ରୀ ହୋଇ ମଧ୍ୟ ଏତେ ଖୁସି କେଉଁଠି ଥିଲା ବୋଲି ସମସ୍ତେ ଆଲୋଚନା କରିବାରେ ଲାଗିଛନ୍ତି । ଗୋପାଳ ମନେ ମନେ ଭାବୁଥିବ କି , କି ଖୁସିର ଦିନ ଆସିଯାଇଛି ।

ହ-ତ୍ୟା କରି ମଧ୍ୟ ଏପରି ଦିନ ଦେଖିବାକୁ ପଡୁଛି । ଆରାମରେ ଏସି ମଧ୍ୟରେ ବସି ଥଣ୍ଡା ପବନ ଖାଇବାର ସୁଯୋଗ ମିଳୁଛି । ଖାଲି ଏତିକି ନୁହେଁ , ଗୋପାଳ ବସିଥିବା ରୁମ୍ ରେ ଆଉ କେହି ବ୍ୟକ୍ତି ନାହାନ୍ତି ବୋଲି ଦେଖିବାକୁ ମିଳିଛି । ଏକୁଟିଆ ସେହି ରୁମ୍ ମଧ୍ୟରେ ଗୋପାଳ ଆରାମ କରିବାରେ ଲାଗିଛି । ଆଉ ମନେ ମନେ ନିଜର କରିଥିବା ସବୁ କା-ଣ୍ଡ କଥା ଭୁଲି ଯାଉଛି ।

ଖାଲି ଏତିକି ନୁହେଁ , ଅନ୍ୟ ଏକ ଭିଡ଼ିଓରେ ଦେଖିବାକୁ ମିଳିଛି କି , ଗୋପାଳକୁ ପଲିଗ୍ରଫ ପରୀକ୍ଷା କରାଇବା ପାଇଁ ବିମାନ ମାଧ୍ୟମରେ ଗାନ୍ଧୀନଗର ନିଆ ଯାଇଛି । ଆଉ ବିମାନକୁ ଉଠିବା ପୂର୍ବରୁ ତାର ଅନେକ ପରୀକ୍ଷା କରାଯାଉଛି । ତେବେ ବିମାନରେ ଉଠିବା ପୂର୍ବରୁ ଗୋପାଳ ବିମାନକୁ ମୁଣ୍ଡିଆ ମା-ରୁଛି । ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ଜଣେ ଏତେ ବଡ ହ-ତ୍ୟାକା-ରୀ ମନରେ କେଉଁ ଖୁସି ଭରି ହୋଇ ରହିଛି କି , ସେ ଏତେ ଦାନ୍ତ ଦେଖାଉଛି । ଜୀବନରେ ଯିଏ ବିମାନରେ ବସି ନଥିଲା ସେ ଆଜି ପ୍ରଥମ ଥର ପାଇଁ ବିମାନରେ ବସି ଖୁସି ହେଉଛି ବୋଲି ସମସ୍ତେ ଆଲୋଚନା କରିବାରେ ଲାଗିଛନ୍ତି । ଆଉ ଏହି ସବୁ ଖୁସି ପଛରେ ହ-ତ୍ୟାକା-ଣ୍ଡ ହିଁ ମୁଖ୍ୟ ବୋଲି ସମସ୍ତେ କହୁଛନ୍ତି । କାହିଁକି ନା ହ-ତ୍ୟା ନ କରିଥିଲେ ଏପରି ଦିନ କେବେ ଜୀବନରେ ଆସି ନଥାନ୍ତା ।

Leave a Reply

Your email address will not be published. Required fields are marked *