ଚାଲିଛି ପଲିଗ୍ରାଫ ଟେଷ୍ଟ , ଜଣା ପଡ଼ିବ କି ଗୋପାଳର ହ-ତ୍ୟାକା-ଣ୍ଡ ପଛର ମୁଖ୍ୟ ଉ-ଦ୍ଦେଶ୍ୟ

ଅପରାଧୀ ପାଲଟି ଯାଇଛନ୍ତି ଜଣେ ପୋ-ଲିସ ଅଫିସର । ଯାହାଙ୍କୁ ଦିନେ ସମସ୍ତେ ମୁଣ୍ଡିଆ ମାରିବାରେ ଲାଗିଥିଲେ ଆଜି ତାଙ୍କୁ ଦେଖିଲେ ଗା-ଳି ଗୁ-ଲଜ କରିବାରେ ଲାଗିଛନ୍ତି । ତାଙ୍କ କା-ଣ୍ଡ ଏପରି ଲୋକଙ୍କୁ ଆଘାତ ଦେଇଛି ଯେ , ଲୋକଙ୍କ ମନରେ ତାଙ୍କ ପ୍ରତି ରହିଥିବା ସକାରାତ୍ମକ ଚିନ୍ତାଧାରା ନକା-ରାତ୍ମକ ହୋଇ ଯାଇଛି । ତେବେ ଏପରି କିଛି କଥା ଆମେ କାହା ବିଷୟରେ କହୁଛୁ , ଆପଣ ସେ ବିଷୟରେ ଜାଣି ସାରିଥିବେ ।

ତେବେ ଆମେ କହୁଛୁ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ହ-ତ୍ୟାକା-ଣ୍ଡ ମାମ-ଲାର ମୁଖ୍ୟ ଅଭି-ଯୁ୍କ୍ତ ଏଏସଆଇ ଗୋପାଳ ଦାସ ବିଷୟରେ । ଯିଏ ଦିନେ ରାଜା ଭଳି ପୂଜା ପାଉଥିଲେ ଆଜି ସେ ନିଜେ ଜେ-ଲ ଦ-ଣ୍ଡ ଭୋଗିବାକୁ ପ୍ରସ୍ତୁତ ଅଛନ୍ତି । ତେବେ ହ-ତ୍ୟାକା-ଣ୍ଡ ପଛରେ ତାଙ୍କର କେଉଁ ଉଦ୍ଦେଶ୍ୟ ରହିଥିଲା , ସେ ବିଷୟରେ ଜାଣିବା ପାଇଁ ସମସ୍ତେ ଚଳ ଚଞ୍ଚଳ ହୋଇ ଯାଇଛନ୍ତି ।

ନବ ଦାସଙ୍କୁ ହ-ତ୍ୟା କରିବା ପରେ ହିଁ ତାଙ୍କୁ ସାଙ୍ଗେ ସାଙ୍ଗେ ଗି-ରଫ କରା ଯାଇଥିଲା । ତା ପୂର୍ବରୁ ଲୋକଙ୍କ ଆକ୍ରୋ-ଶର ବି ଶି-କାର ହୋଇଥିଲେ ଗୋପାଳ । ଲୋକଙ୍କ ଠାରୁ ଅନେକ ମା-ଡ଼ ଖାଇଥିଲେ ଗୋପାଳ । ଆଉ ଶେଷରେ ତାଙ୍କୁ ପୋ-ଲିସ ଗି-ରଫ କରି ନେଇ ଯାଇଥିଲା । ତେବେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଟିମ୍ ତାଙ୍କୁ ଜେ-ରା କରିବାରେ ଲାଗିଛି ।

ଆଉ ସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ଗୋପାଳ ପ୍ରସ୍ତୁତ ଅଛନ୍ତି । ସେ ସବୁ କଥାର ସାଙ୍ଗେ ସାଙ୍ଗେ ଉତ୍ତର ମଧ୍ୟ ଦେଇ ଦେଉଛନ୍ତି । ତେବେ ତାଙ୍କୁ ଏ ମଧ୍ୟରେ ଅନେକ ପ୍ରଶ୍ନ ପଚରା ଯାଇଛି ଆଉ ତାଙ୍କର ଏକ ପରୀକ୍ଷା କରାଯିବ ବୋଲି ଚର୍ଚ୍ଚା ହେଇଥିଲା ଯାହା ଗତକାଲି ହୋଇ ଯାଇଛି । ତେବେ ସୂଚନା ଅନୁଯାୟୀ , ଗୋପାଳ ଦାସଙ୍କୁ କାଲି ଗୁଜୁରାଟ ଗାନ୍ଧୀନଗରକୁ ନିଆ ଯାଇଛି ଆଉ ଯେଉଁଠାରେ ତାଙ୍କର ପଲିଗ୍ରାଫ ଟେଷ୍ଟ କରାଯିବ ।

ସବୁ କଥାର ଖୋଲାଖୋଲି ଭାବରେ ଉତ୍ତର ଦେବେ ଗୋପାଳ ଆଉ କାହାକୁ ବି ଡରି ନାହାଁନ୍ତି ବୋଲି କହିଛନ୍ତି ସେ । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି କି , ନିଶ୍ଚିତ ଭାବରେ ଗୋପାଳ କଣ ପାଇଁ ହ-ତ୍ୟା କରିଛନ୍ତି ସେ ବିଷୟରେ କଣ ଧ-ରା ପଡ଼ିଯିବ । ଏଇ ପଲିଗ୍ରାଫ ଟେଷ୍ଟ କଣ ସବୁ ପ୍ରଶ୍ନର ଉତ୍ତର ଦେଇ ଦେବ ।

ଅନ୍ୟ ପକ୍ଷରେ ଆହୁରି ମଧ୍ୟ ଅନେକ ଡାକ୍ତରୀ ମାଇନା କରିବା ପାଇଁ ଗୋପାଳକୁ ଡାକ୍ତରଖାନା ନିଆଯାଇଛି । ଆଉ ତାଙ୍କର ଆଗକୁ ଅନେକ ପରୀକ୍ଷା କରାଯିବ ବୋଲି କୁହାଯାଉଛି । ଯାହା ପାଇଁ ଗୋପାଳ ହଁ ମା-ରିଛନ୍ତି । କିଛି ବି କଥାକୁ ସେ ନା ବୋଲି କହୁ ନାହାଁନ୍ତି । ଆଉ ଖୋଲାଖୋଲି ଭାବରେ ସେ ସବୁ କହିବା ପାଇଁ ପ୍ରସ୍ତୁତ ବୋଲି ଜଣା ପଡିଛି । ଗୋପାଳକୁ ଆଗରୁ ସେହି ସବୁ ସ୍ଥାନକୁ ନିଆ ଯାଇଥିଲା , ଯେଉଁ ସ୍ଥାନରେ ସେ ମନ୍ତ୍ରୀ ନବ ଦାସଙ୍କୁ ହ-ତ୍ୟା କରିଥିଲେ ।

ତେବେ ବର୍ତ୍ତମାନ ସମୟରେ ମନ୍ତ୍ରୀ ନବ ଦାସଙ୍କୁ ଏ ଦୁନିଆଁରୁ ବି-ଦାୟ ନେବାର ଅନେକ ଦିନ ବିତି ଗଲାଣି । ସମସ୍ତେ ତାଙ୍କୁ ଝୁରିବାରେ ଲାଗିଛନ୍ତି । ତାଙ୍କ ପ୍ରିୟ ପରିଜନ ଏବଂ ତାଙ୍କୁ ଭଲ ପାଉଥିବା ଲୋକ ମାନେ ତାଙ୍କୁ ମନେ ପକାଉଛନ୍ତି । କାହିଁକି ଏପରି ଦିନ ତାଙ୍କୁ ଦେଖିବାକୁ ପଡ଼ିଲା , ସେ କଥା ସେମାନେ ଭାବିବାରେ ଲାଗିଛନ୍ତି ।

ଯେଉଁ ଲୋକ ମାନଙ୍କୁ ସେ ଭଲ ପାଉଥିଲେ , ସେହି ଲୋକ ମାନେ ଆଜି ତାଙ୍କୁ ଝୁରି ଝୁରି ଆଖିରୁ ଲୁ-ହ ଝରାଉଛନ୍ତି । ତେବେ ବର୍ତ୍ତମାନ ଗୋପାଳର ଅନେକ ପରୀକ୍ଷା କରାଯିବା ସହିତ ଅନେକ ତ-ଦନ୍ତ ମଧ୍ୟ କରାଯାଉଛି । କେବେ ସେହି ଦିନ ଆସିବ , ଯେଉଁ ଦିନ ଗୋପାଳ କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହ-ତ୍ୟା କରିଲେ , ତାହା ଦେଖିବା ପାଇଁ ଲୋକ ମାନେ ଅନାଇ ବସିଛନ୍ତି । ତେବେ ଦେଖାଯାଉ ଆଗକୁ ତ-ଦନ୍ତ କେଉଁ ମୋ-ଡ ନେଉଛି ।

Leave a Reply

Your email address will not be published. Required fields are marked *