ଗୋପାଳ କହିଲା ସେ କେଉଁଠୁ ମା-ରିଥିଲା ମନ୍ତ୍ରୀଙ୍କ ଛାତିକୁ ଗୁ-ଳି ।

ଗୋପାଳ ବଖାଣିଲା ସେ ଦିନ ହ-ତ୍ୟାକା-ଣ୍ଡ କିପରି, କେଉଁଠି,ଆଉ କେଉଁଭଳି ଭିଆଇ ଥିଲା । ଗୋପାଳ ହାତରେ ସେ ଦିନ ବ-ନ୍ଧୁକ ଥିଲା ଆଉ ଗତକାଲି ସିନ ରିକ୍ରିଏସନ କରିବା ସମୟରେ ମଧ୍ୟ ଗୋପାଳ ବ-ନ୍ଧୁକ ଧରିଥିଲା । ଆଉ ବ-ନ୍ଧୁକ ଧରି ଗୋପାଳ କହୁଥିଲା ମୁଁ ଏଇଠି ହାତରେ ବ-ନ୍ଧୁକ ଧରି ଛିଡା ହୋଇଥିଲି । ଆଉ ମୁଁ ଏଇଠି ଛିଡା ହେଇ ମନ୍ତ୍ରୀଙ୍କ ଛାତିକୁ ଲକ୍ଷ କରି ଗୁ-ଳି କରିଥିଲି । ଭିଡ଼ ପ୍ରବଳ ଥିବାରୁ ମୁଁ ମନ୍ତ୍ରୀଙ୍କ ନିକଟକୁ ଯାଇ ପାରୁନଥିଲି ତେଣୁ ମୁଁ ଏଇଠି ଛିଡା ହୋଇ ମନ୍ତ୍ରୀଙ୍କ ଛାତିକୁ ଲକ୍ଷ କରି ଗୁ-ଳି ଚଳାଇ ଥିଲି

ଗତକାଲି ଗୋପାଳ ଦାସକୁ ନେଇ ସିନ ରିକ୍ରିଏସନ କରିଛି କ୍ରାଇମବ୍ରାଞ୍ଚ । ଗୋପାଳ ମୁହଁରୁ ସବୁ ସତ ବାହାର କରିବା ପାଇଁ ଗୋପାଳକୁ କ୍ରାଇମବ୍ରାଞ୍ଚ ଘ-ଟଣା ସ୍ଥଳକୁ ନେଇ ପଚାରିଛି । କେମିତି କିପରି ଆଉ କେଉଁ ଭଳି ଗୋପାଳ ଭିଆଇ ଥିଲା ଏଭଳି ସାଙ୍ଘା-ତିକ କାଣ୍ଡ । ଆଉ ଯେତେବେଳେ ଗୋପାଳ ଗୁ-ଳି କରିଥିଲା ସେତେବେଳେ ମନ୍ତ୍ରୀ ନବ ଦାସ କେଉଁଠି ଛିଡା ହୋଇଥିଲେ । ଗୋପାଳ କେତେ ଦୂରତାରୁ ମନ୍ତ୍ରୀ ନବ ଦାସଙ୍କୁ ଗୁ-ଳି କରିଛି । ଏ ସବୁର ଟିକ ନିଖି ତଥ୍ୟ ଗୋପାଳ ନିକଟାରୁ ଆଦାୟ କରିଛି କ୍ରାଇମବ୍ରାଞ୍ଚ ।

ଆଉ ଗୋପାଳ ମଧ୍ୟ ଗୋଟି ଗୋଟି କରି ସବୁ ଘ-ଟଣା ହାତରେ ବ-ନ୍ଧୁକ ଧରି କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ କହି ଚାଲିଥିଲେ । ଆଉ କେଉଁ ଭଳି ଗୋଟିଏ ଗୁ-ଳି ମନ୍ତ୍ରୀ ନବ ଦାସଙ୍କ ଛାତିରେ ବାଜିଥିଲା । ଆଉ ନବ ଦାସ କିପରି ସେହି ଗୋଟିଏ ଗୁ-ଳିରେ ଟଳି ପଡ଼ିଥିଲେ । ଗୋପାଳ କ୍ରାଇମବ୍ରାଞ୍ଚ ଆଗରେ ସବୁ କଥା କହିଛି । ଆଉ ଅତି ଭଦ୍ର ଭାବରେ ସବୁ ଘଟ-ଣାକୁ ଆଉ ଥରେ ରିକ୍ରିଏସନ କରିଛି ।

ଆଉ ସେହି ସ୍ଥାନରେ ପୁଣି ଥରେ ଗୋପାଳ କ୍ରାଇମବ୍ରାଞ୍ଚକୁ ହ-ତ୍ୟାକା-ଣ୍ଡ ବିଷୟରେ କହିଥିବା ବେଳେ ଗୋପାଳର ମଧ୍ୟ ମନେ ପଡିଯାଇଥିଲା ସେହି ଦିନ ଓ ସେହି ସମୟର କଥା । ଯେଉଁ ଦିନ ଗୋପାଳ ମାନସିକ ଭାବରେ ଏକ ଦମ ପ୍ରସ୍ତୁତ ହୋଇଥିଲା କି କିପରି ଭାବେ ସେ ନବ ଦାସଙ୍କୁ ହ-ତ୍ୟା କରିବ । ତେବେ ଏହି ଘଟ-ଣାକୁ କ୍ରାଇମବ୍ରାଞ୍ଚ ଅଧିକାରୀ ଗୁରୁ-ତର ସହ ନେଇ ତ-ଦନ୍ତ କରୁଥିବା ବେଳେ ଏବେ ଶୁଣିବାକୁ ମିଳୁଛି କି କୁଆଡେ ଗୋପାଳ କ୍ରାଇମବ୍ରାଞ୍ଚକୁ ଅନେକ କିଛି ତଥ୍ୟ ଦେଇଛି ।

ଗୋପାଳ କୁଆଡେ କହିଛି ମନ୍ତ୍ରୀ ନବ ଦାସଙ୍କ ସହ ତାର କୌଣସି ବ୍ୟକ୍ତିଗତ ଶ-ତ୍ରୁତା ନଥିଲା । ମନ୍ତ୍ରୀ ନବ ଦାସଙ୍କ ଉପରେ ତାର କୌଣସି ରା-ଗ ମଧ୍ୟ ନଥିଲା । ହେଲେ ମନ୍ତ୍ରୀ ନବ ଦାସ କୁଆଡେ ଲୋକଙ୍କୁ ଡରାଇ ଧମ-କାଇ ରଖୁଥିଲେ, ମନ୍ତ୍ରୀ ନବ ଦାସ କୁଆଡେ ଲୋକଙ୍କୁ ଭ-ୟଭୀ-ତ କରାଇ ରଖୁଥିଲେ । ତେଣୁ ମନ୍ତ୍ରୀ ନବ ଦାସ ଗୋପାଳକୁ ଭଲ ଲାଗୁନଥିଲେ । ଗୋପାଳ ସେସବୁ ସହି ପାରୁନଥିଲା ।

ତେଣୁ ଗୋପାଳ ମନେ ମନେ ନବ ଦାସଙ୍କ ଉପରେ ବହୁତ ରାଗୁଥିଲା । ଆଉ ସବୁବେଳେ ଖୋଜି ବୁଲୁଥିଲା ନବ ଦାସଙ୍କୁ ହ-ତ୍ୟା କରିବାକୁ । ସେଥିପାଇଁ ଗୋପାଳ ପୂର୍ବରୁ ଦୁଇ ଥର ଯୋଜନା କରି ବିଫଳ ହେବା ପରେ ତୃତୀୟ ଥରରେ ଗୋପାଳ ତାର ଲକ୍ଷ ପୂରଣ କରିଥିଲା । ତୃତୀୟ ଥରରେ ଗୋପାଳ ନବ ଦାସଙ୍କ ଛାତିକୁ ଗୋଟିଏ ଗୁ-ଳି କରି ନବ ଦାସଙ୍କ ଜୀବନ ନେଇଯାଇଥିଲେ ।

ମନ୍ତ୍ରୀ ନବ ଦାସ ଙ୍କ ମୃ-ତ୍ୟୁକୁ ଏହାରି ଭିତରେ ୧୧ ଦିନ ପୂରି ଯାଇଛି । ଆଉ ଗୋପାଳ ମଧ୍ୟ କୁଆଡେ ଅନେକ ତଥ୍ୟ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ଦେଇ ସାରିଛି । ଗୋପାଳ କହିଛି କେମିତି କିପରି ନବ ଦାସଙ୍କୁ ହ-ତ୍ୟା କରିଥିଲା । ଗୋପାଳ କହିଛି ହ-ତ୍ୟା କରି ସାରିବା ପରେ ଗୋପାଳ କଣ କରିଥିଲା ଓ କଣ ଭାବିଥିଲା । ତେବେ ଗୋପାଳର ବ-ୟାନ ଆଧାରରେ କ୍ରାଇମବ୍ରାଞ୍ଚ ତାର ତଦ-ନ୍ତ ଜାରି ରଖିଛି । ତେବେ ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଅଧିକାରୀ ହିଁ ସ୍ପଟ କରିବେ କି ଗୋପାଳ କାହିଁକି ନବ ଦାସଙ୍କ ଜୀବନ ନେଇଥିଲା ଏହା ପଛରେ ଆଉ କିଛି କାରଣ ଥିଲା କି ।

Leave a Reply

Your email address will not be published. Required fields are marked *