ପ୍ରଫେସରଙ୍କ କଳା-କାରନା-ମା:- “ଲାଇଫ ଇଜ ମିନିଙ୍ଗ ଲେସ, ତମ ଫିଗର ମେଣ୍ଟେନ୍ କର ଦେଖିବ ଭଲ ମାର୍କ ପାଇବ।” ଛାତ୍ରୀଙ୍କୁ ପ୍ରଫେସରଙ୍କ ପ୍ରେମ ନିବେଦନ।

ସତରେ ସମାଜ ଯେତେ ଶିକ୍ଷିତ ହେଲେ ମଧ୍ୟ ସମାଜରେ ଏବେ ମଧ୍ୟ ଲାଗି ରହିଛି ଅନୈ-ତିକତାର ଛାପ। ପୁଣି ସାମ୍ନା କୁ ଆସିଲା ଆଉ ଏକ ଅପ-ରାଧର ଲମ୍ବା କାହାଣୀ। ଅନୈ-ତିକ ସ-ମ୍ପର୍କ ର କରୁଣ ପରିଣତି, ଯାହା ଦୋହୋଲାଇ ଦେଇଛି ଏକ ସଂପୂର୍ଣ୍ଣ ପରିବାରକୁ। ମଣିଷ ଯେତେ ଉପରକୁ ଉଠି ଚାଲିଲେ ମଧ୍ୟ ଯଦି ତାର ମାନବିକତାକୁ ସଠିକ ଭାବରେ ବ୍ୟବହାର ନକରେ ତେବେ ଏହାର କୌଣସି ମୂଲ୍ୟ ରହେ ନାହିଁ।ବାସ୍ତବରେ ବହୁତ୍ ଜଟିଳ ଏ ଦୁନିଆର ନୀତି। କେହି ବି ସାମାଜିକ କଟ-କଣାକୁ ମାନିବାକୁ ନାରାଜ।

କାହିଁ ପ୍ରାଚୀନ କାଳରୁ ଗୁରୁ ଶିଷ୍ୟ ମଧ୍ୟରେ ଏକ ଉତ୍ତମ ସମ୍ପ-ର୍କ ଗଢି ଉଠିଥାଏ। ଗୁରୁ ନିଜ ଶିଷ୍ୟ ମାନଙ୍କୁ ଉଚିତ ମାର୍ଗ ଦେଖାଇ ଥାଏ। ଶିଷ୍ୟ ସବୁବେଳେ ଗୁରୁଙ୍କ କଥା ମାନି ଚଳି ଥାଏ। ଗୁରୁଙ୍କୁ ମଧ୍ୟ ଉଚ୍ଚ ଆସନ ଦିଆଯାଏ। କାରଣ ଶିକ୍ଷକ ଶିଷ୍ୟକୁ ଅନ୍ଧରରୁ ଆଲୋକକୁ ବାଟ ଗୁରୁ ହିଁ ଦେଖାଇଥାଏ। ହେଲେ ଗୁରୁ ଏପରି ରୂପ ନେବ ତାହା କେହି ବିଶ୍ୱାସ କରି ପାରୁ ନାହାନ୍ତି। ବର୍ତ୍ତମାନ ସମାଜରେ କିଛି ଶିକ୍ଷକଙ୍କ ପାଇଁ ପୂରା ଶିକ୍ଷକ ସମାଜ ବଦନାମ ହେଉଛି। ନିଜର ଯୌ-ନ ଭୋ-କ ମେଣ୍ଟାଇବା ପାଇଁ ଛାତ୍ରୀ ମାନଙ୍କ ସହ ଖରାପ କାମ କରିବାକୁ ପଛାଉ ନାହାଁନ୍ତି।

ବିଦ୍ୟାଳୟକୁ ଯଦି ମନ୍ଦିର ବୋଲି ମନେ କରାଯାଏ ତେବେ ସେଠାରେ ଶିକ୍ଷାଦାନ କରୁଥିବା ଶିକ୍ଷକ ହେଉଛନ୍ତି ଦେବତା ସହିତ ସମାନ। କାହିଁ ପ୍ରାଚୀନ କାଳରୁ ଗୁରୁ ଶିଷ୍ୟ ମଧ୍ୟରେ ଏକ ଉତ୍ତମ ସମ୍ପ-ର୍କ ଗଢି ଉଠିଥାଏ। ଗୁରୁ ନିଜ ଶିଷ୍ୟ ମାନଙ୍କୁ ଉଚିତ ମାର୍ଗ ଦେଖାଇ ଥାଏ। ଶିଷ୍ୟ ସବୁବେଳେ ଗୁରୁଙ୍କ କଥା ମାନି ଚଳି ଥାଏ। ଗୁରୁଙ୍କୁ ମଧ୍ୟ ଉଚ୍ଚ ଆସନ ଦିଆଯାଏ। କାରଣ ଶିଷ୍ୟକୁ ଅନ୍ଧରରୁ ଆଲୋକକୁ ବାଟ ଗୁରୁ ହିଁ ଦେଖାଇଥାଏ। ହେଲେ କାମନା ଓ ବାସନା ଆଳରେ ପଡି ଶିକ୍ଷକ ନିଜର କର୍ତ୍ତବ୍ୟ ଭୁଲି ଯାଉଛନ୍ତି। ବର୍ତ୍ତମାନ ସମୟରେ ଏକ ରଙ୍ଗିଲା ଶିକ୍ଷକଙ୍କ କାର-ନାମ ସାମ୍ନାକୁ ଆସିଛି।

ତେବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଇଂରାଜୀ ପ୍ରଫେସରଙ୍କ କଳା କାର-ନାମା ବର୍ତ୍ତମାନ ସାମ୍ନାକୁ ଆସିଛି। ତେବେ ଶିକ୍ଷକ ନାମରେ ଆମର ସମାଜରେ କ-ଳଙ୍କ ସାଜିଛନ୍ତି। ପ୍ରଫେସର ଜଣକ ଚତୁର୍ଥ ସେମିଷ୍ଟର ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିବା ସହ ଶାରୀ-ରିକ ସଂ-ପର୍କ ରଖିବା ପାଇଁ ଫୋନ କଲ୍ ରେ କହୁଛନ୍ତି। ତେବେ ଏହାକୁ ରେ-କର୍ଡ଼ କରିବା ପରେ ସୋସିଆଲ ମିଡିଆରେ ବର୍ତ୍ତମାନ ଖୁବ ଭାଇ-ରାଲ ହେଉଛି। ତେବେ ଆସନ୍ତୁ ଶୁଣିବା ପ୍ରଫେସର ଜଣକ କଣ କହୁଛନ୍ତି।

କଲ୍ ରେକ-ର୍ଡରେ ଆପଣ ଶୁଣିବାକୁ ପାଇବେ ଯେ ପ୍ରଫେସର ଜଣକ ଯୁବତୀଙ୍କୁ ପ୍ରେମ ନିବେଦନ କରୁଛନ୍ତି। ଯୁବତୀଙ୍କୁ ବାରମ୍ବାର ବାହାରକୁ ନେଇ ଶାରୀ-ରିକ ସଂ-ପର୍କ ରଖିବା ପାଇଁ ଶୁଣିବାକୁ ପାଇବେ। କେବଳ ସେତିକି ନୁହେଁ ଉକ୍ତ ପ୍ରଫେସର ଙ୍କ ଅଣ୍ଡର ରେ ରହି ପିଏଚଡି କରିବାକୁ ହେଲେ ଶାରୀ-ରିକ ସଂ-ପର୍କ ରଖିବାକୁ ପଡିବ ବୋଲି କହିଥିଲେ। ତେବେ ଯୁବତୀ ଜଣକ କଲ୍ ରେକ-ର୍ଡ଼କୁ ନେଇ ପିଜି କାଉଁସିଲି ଅଧ୍ୟକ୍ଷ ନିକଟରେ ପହଞ୍ଚି ଥିଲେ। ତେବେ ବର୍ତ୍ତମାନ ଏହାର ଯା-ଞ୍ଚ କରାଯାଉଛି ବୋଲି ଅଧ୍ୟକ୍ଷ କହିଛନ୍ତି।

Leave a Reply

Your email address will not be published. Required fields are marked *