ଧର୍ମ ପତ୍ନୀଙ୍କୁ ଧୋ-କା ଦେଲେ ରସି-କିଆ ପୋ-ଲିସ ବାବୁ, ନ୍ୟା-ୟ ଦାବିରେ କୋର୍ଟରେ ଦ୍ୱାରସ୍ଥ ହେଲେ ପତ୍ନୀ। ଦେଖନ୍ତୁ ଏହି ଭିଡ଼ିଓ।

କଥାରେ ଅଛି ‘ଆଲୋ ସଖି ଆପଣା ମହତ ଆପେ ରଖି’। ହେଲେ ଘରର କଥା ଯଦି ବାଟରେ ପଡ଼ି ହାଟରେ ଗଡ଼ିବ ସେଥିପାଇଁ ଘରର ମୁରବୀ ହିଁ ନି-ନ୍ଦା ଅପ-ବାଦର ଶରବ୍ୟ ହେବ। ବର୍ତ୍ତମାନ ସମୟରେ ପୋ-ଲିସ ବାବୁଙ୍କ ନାମ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଖକିରେ ଲାଗିଛି କ-ଳଙ୍କ। ଆ-ଇନ ର-କ୍ଷାକା-ରୀ ନିଜେ ଆଇ-ନର ଉଲ୍ଲଂ-ଘନ କରୁଥିବାର ଖବର ସାମ୍ନାକୁ ଆସିଛି।

ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିକୁ ଭରସା କରିବା କଷ୍ଟକର ହୋଇ ପଡ଼ିଛି। ଯେ କୌଣସି ମୁହୂର୍ତ୍ତରେ ବି ଧୋ-କା ଦେଇ ପାରନ୍ତି। ଅନେକ ଲୋକ ବିଶ୍ୱାସରେ ବି-ଷ ଦେଇ ବିଶ୍ୱାସ ଘା-ତକ କରିଥାନ୍ତି। ତେଣୁ ଆଜିର ଜୀବନର ଭରସାଯୋଗ୍ୟ ବ୍ୟକ୍ତି ମିଳିବା କଠିନ ହୋଇ ଯାଇଛି। ସାତ ଜନମ ପାଇଁ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବା ସ୍ତ୍ରୀକୁ ଏକୁଟିଆ ଛାଡି ଯାଇ ସହକର୍ମୀ ସହ ରହୁଛି ରସି-କିଆ ପୋ-ଲିସ ବାବୁ। କେତେବେଳେ କାହାକୁ କେଉଁ ସମୟରେ ପ୍ରେମ ହୋଇଯିବ ତାହା କେହି କହିପାରିବେ ନାହିଁ।

ବାହାଘର ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବିପ-ଦ ଆପ-ଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତି-ଶ୍ରୁତି ଦେଇଥାନ୍ତି। ତେବେ ଏଥିମଧ୍ୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପ-ର୍କ ପବି-ତ୍ର ସମ୍ପର୍କ ରୂପେ ବିବେଚନା କରାଯାଏ। ହେଲେ ଯେତେବେଳେ ସ୍ୱାମୀ ହେଉ ଅବା ସ୍ତ୍ରୀ ଯଦି ସେମାନଙ୍କ ମନ ଅନ୍ୟ ପୁରୁଷ କିମ୍ବା ମହିଳା ଆଡକୁ ଯାଇଥାଏ ତେବେ ସେମାନଙ୍କ ସମ୍ପ-ର୍କରେ ଫାଟ ପଡିବା ଆରମ୍ଭ ହୋଇଥାଏ।

ପୋ-ଲିସ ଆ-ଇନ ର-କ୍ଷାକା-ରୀ ଅଟେ। କିନ୍ତୁ କଟକର ପୋ-ଲିସ ବାବୁ ଜଣକ ଆଇ-ନକୁ ଉଲ୍ଲଂ-ଘନ କରିଛି। ସ୍ତ୍ରୀ ଓ ପିଲା ଛୁଆଙ୍କୁ ଛାଡି ସହକର୍ମୀ ସହ ଭଡାଘରେ ଘରେ ରହୁଛନ୍ତି। କେବଳ ସେତିକି ନୁହେଁ ସହକର୍ମୀକୁ ବିବାହ କରିବେ ବୋଲି ମଧ୍ୟ ପତ୍ନୀଙ୍କୁ ଧମ-କ ଦେଇଛନ୍ତି। ଅନ୍ୟପଟେ ପୋ-ଲିସ ବାବୁଙ୍କ ଧର୍ମ ପତ୍ନୀ ନ୍ୟା-ୟ ପାଇବା ଆଶାରେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ପୋ-ଲିସ ବାବୁ ନିଜର ପାୱାର ମଧ୍ୟ ଦେଖାଉଛନ୍ତି।

ମହିଳାଙ୍କ କହିବାନୁଯାୟୀ ତାଙ୍କ ସ୍ୱାମୀଙ୍କ ବଦଳି ହୋଇଯାଇଛି ବୋଲି ସେ ମୋତେ ଆଗରୁ କହି ନଥିଲେ। ସେ ସର୍ବଦା ଡିୟୁଟିର ବାହାନା କରି ସହକର୍ମୀ ମହିଳାଙ୍କ ସହ ରାତି କା-ଟୁଥିଲେ। ତେବେ ଦୁହେଁ ହୋଟେଲ ଭିତରେ ଏକ ରୁମ ଭିତରେ ଅସଂ-ଜତ ଅବସ୍ଥାରେ ଥିବା ସମୟରେ ମୁଁ ଦେଖିଥିଲି। ତେବେ ସେହି ଦିନ ଠାରୁ ସେ ଘରକୁ ଆଉ ଗଲେ ନାହିଁ। ଆଉ ଏବେ ମହିଳା ସହକର୍ମୀଙ୍କୁ ବିବାହ କରିବା ପାଇଁ ଯୋଜନା କରୁଛନ୍ତି।

Leave a Reply

Your email address will not be published. Required fields are marked *