ଅଣନିଶ୍ୱାସୀ ହୋଇ ଗଲେଣି ତପସ୍ୱିନୀ , ସବୁକଥାରେ ସ-ନ୍ଦେ-ହ କରୁଛନ୍ତି ଶ୍ୱଶୁର ଘର ଲୋକ : ଦେଖନ୍ତୁ ଭିଡିଓ

ଓଡ଼ିଆର ବହୁ ଚର୍ଚ୍ଚିତ ସୁମିତ ତାପସ୍ୱିନୀ ମା-ମ-ଲାର ଏବେ ସୁଦ୍ଧା ସମାଧାନ ହୋଇ ପାରିଲାନି । ତଥାପି ତାପସ୍ୱିନୀ ହାର ମାନି ନାହାଁନ୍ତି । ଲ-ଢ଼ି ଚାଲିଛନ୍ତି ନିଜ ସ୍ୱାମୀ ସୁମିତଙ୍କୁ ଫେରି ପାଇବା ପାଇଁ । ଏବେ ସୁଦ୍ଧା ବି ତାଙ୍କ ମଧ୍ୟରେ ଏକ ଆଶା ରହିଛି ଯେ ତାଙ୍କ ପରିବାର ପୁଣିଥରେ ଏକାଠି ହୋଇଯିବ । କିନ୍ତୁ ଅନ୍ୟ ପକ୍ଷରେ ଟିକିଏ ଦୃଷ୍ଟିପାତ କଲେ ସୁମିତଙ୍କ ପରିବାର ଏପରି ହେଉ ବୋଲି , ସବୁ ସମସ୍ୟାର ସମାଧାନ ହେଉ ବୋଲି ଆଦୌ ଚାହୁଁ ନାହାଁନ୍ତି । ତପସ୍ୱିନୀଙ୍କୁ ଏତେ ସନ୍ଦେହ କରୁଛନ୍ତି ଯେ ତପସ୍ୱିନୀ ଶାନ୍ତିରେ ବି ରହି ପାରୁ ନାହାଁନ୍ତି ।

ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ସୁମିତ ଏବଂ ତପସ୍ୱିନୀ ମା-ମ-ଲାର କେତେ ଦୂର ସମାଧାନ ହୋଇଛି । କୋର୍ଟର ନିର୍ଦେଶ ଅନୁସାରେ ହୁଏତ ତପସ୍ୱିନୀ ନିଜ ଶ୍ୱଶୁର ଘରେ ରହିବାକୁ ଅନୁମତି ପାଇଛନ୍ତି କିନ୍ତୁ ଯେଉଁ ସ୍ୱାମୀ ପାଇଁ ସେ ଏତେ ସବୁ କରୁଛନ୍ତି ସେ ହିଁ ଫେରି ନାହିଁ । ଖୁବ କଷ୍ଟରେ ଯେତେବେଳେ ସେ ଶ୍ୱଶୁର ଘରେ ରହୁଛନ୍ତି ତାହାବି ତାଙ୍କୁ ଶାନ୍ତି ଦେଉନାହିଁ । ଶ୍ୱଶୁର ଘର ଲୋକେ ସବୁବେଳେ ସ-ନ୍ଦେ-ହ କରୁଛନ୍ତି ।

ତପସ୍ୱିନୀ ଟିଭି ଦେଖିଲେ , ହେମଦସ୍ତା ବ୍ୟବହାର କଲେ ବି ଶବ୍ଦ ହେଉଛି । ଏମିତିକି ଘରକୁ ଇଲେକ୍ଟ୍ରି ଏବଂ ପାଣି ସମସ୍ୟା ପାଇଁ କେହି ଆସିଲେ ବି ଶ୍ୱଶୁର ଘର ଲୋକଙ୍କ ମନରେ ସ-ନ୍ଦେ-ହ ଜାତ ହେଉଛି । ପରିବାର ଲୋକେ ବି ଦେଖା କଲେ ମନରେ ସ-ନ୍ଦେ-ହ । ତେବେ ଏପରି ଭାବରେ କିଏବା ଶାନ୍ତିରେ ଚାରି କାନ୍ଥ ମଧ୍ୟରେ ବଞ୍ଚି ପାରିବ । ପୁଣି ଏପଟେ ସ୍ୱାମୀ ସୁମିତ ବି ଦୂରରେ । ଏହାକୁ ନେଇ ସମାଜସେବୀ ପ୍ରମିଳା ମଧ୍ୟ ମୁଁହ ଖୋଲିଛନ୍ତି ।

ପ୍ରମିଳାଙ୍କ ଅନୁଯାୟୀ ତାଙ୍କ ଜୀବନକାଳରେ ସେ ଅନେକ କେ-ସ ଦେଖିଛନ୍ତି କିନ୍ତୁ ଏପରି କେସ କେବେ ଦେଖି ନାହାଁନ୍ତି । ସେ କହିଛନ୍ତି ଯେ ସୁମିତଙ୍କ ପରିବାର ଲୋକେ ଏମିତି ସମସ୍ୟାକୁ ନେଇ ସୁମିତଙ୍କୁ ତପସ୍ୱିନୀଙ୍କ ବି-ରୋ-ଧରେ ଡିହାଉଛନ୍ତି । କାରଣ ସୁମିତ ଏବଂ ତପସ୍ୱିନୀ ମିଶିବା ଉପରେ । ତେଣୁ ତପସ୍ୱିନୀଙ୍କ ଶ୍ୱଶୁର ଘର ଲୋକଙ୍କର ଖୁବ ଛୋଟ ଚିନ୍ତାଧାରା ବୋଲି ସେ କହିଛନ୍ତି । ଆଉ ଏହା ତପସ୍ୱିନୀଙ୍କ ଜୀବନରେ ଅନେକ ସମସ୍ୟା ସୃଷ୍ଟି କରୁଥିବା ସେ କହିଛନ୍ତି ।

ପ୍ରମିଳାଙ୍କ କହିବା ଅନୁଯାୟୀ ବର୍ତ୍ତମାନ ବି ଏହି ମା-ମ-ଲାରେ କାଉନସେଲିଂ ଚାଲିଛି । କାଉନସେଲିଂ ମଧ୍ୟରେ କେହିବି ପଶୁ ନାହାଁନ୍ତି । ତେଣୁ ଉଭୟ ମିଶିବା ଉପରେ ହିଁ ମା-ମ-ଲା ରହିଛି । ତପସ୍ୱିନୀଙ୍କ କଥା କହିଲେ ଗତ କେତେ ମାସ ଧରି ସେଇ ସ୍ୱାମୀଙ୍କୁ ପାଇବା ପାଇଁ ସେ କଣ ବା କରି ନାହାଁନ୍ତି ? ଘର ସାମ୍ନାରେ ଧାରଣା କରିବା ଠାରୁ ଆରମ୍ଭ କରି କଟକ ଯିବା ପର୍ଯ୍ୟନ୍ତ । ତେବେ ଦୁଃଖର କଥା ଏହା ଯେ ଏତେ କଷ୍ଟ ଯ-ନ୍ତ୍ର-ଣା ସତ୍ତ୍ୱେ ବି ତାଙ୍କୁ ଟିକିଏ ଶାନ୍ତି ମିଳି ପାରୁନି । ସୁମିତ ପାଖରେ ନାହାଁନ୍ତି । କିନ୍ତୁ ସୁମିତଙ୍କ ଘରେ ଅଛନ୍ତି ତପସ୍ୱିନୀ । କିନ୍ତୁ ଶ୍ୱଶୁର ଘର ଲୋକେ ସବୁବେଳେ ଅଭି-ଯୋଗ କରୁଛନ୍ତି ତାହା ପୁଣି ଛୋଟ ଛୋଟ କଥାକୁ ନେଇ । ତେବେ ଆପଣ ଥରେ ଭାବନ୍ତୁ ଏହା କେତେ ଯୁ-କ୍ତିଯୁ-କ୍ତ ।

Leave a Reply

Your email address will not be published. Required fields are marked *