ସୁପ୍ରିମକୋର୍ଟଙ୍କ ବଡ଼ ରାୟ:- ପୁଅ ନଥିଲେ ଶାଶୁ ଶଶୁରଙ୍କ ଭରଣ ଦାଇତ୍ୱ ବୋହୂର। ଜାଣନ୍ତୁ ଏହି ବିଷୟରେ।

ଦୁନିଆରେ ପିଲା ମାନଙ୍କୁ ବାପା ମାଆଠାରୁ ଅଧିକ ଆଉ କେହି ଭଲ ପାଇ ପାରୁବେ ନାହିଁ। ଗୋଟେ ମାଆ ନିଜ ସନ୍ତାନକୁ ୧୦ ମାସ ଗ-ର୍ଭରେ ଧରି କେତେ କ-ଷ୍ଟ ଯ-ନ୍ତ୍ର-ଣା ସହି ଜନ୍ମ କରିଥାଏ ତାହା ଆଉ କେହି ବୁଝି ପାରିବେ ନାହିଁ। ହେଲେ ଯେତେବେଳେ ନିଜ ଛୁଆର ଖରାପ ଅବସ୍ଥା ନିଜ ଆଖିରେ ଦେଖେ ସେତେବେଳେ ସେ ଆ-ତ୍ମହ-ରା ହୋଇପଡେ। ତେବେ ଏକ ରାୟ ଶୁଣେଇବା ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣେଇଛନ୍ତି। ତାହା ହେଉଛି ଯଦି ସ୍ଵାମୀଙ୍କର ମୃ-ତ୍ୟୁ ହୋଇଯାଏ ତେବେ ପୁଅର ବୃଦ୍ଧ ମା ବାପାଙ୍କୁ ବୋହୁ ଭରଣପୋଷଣ ଦେବାକୁ ବାଧ୍ୟ ହେବ।

ତେବେ ଆପଣମାନେ ଜାଣିଛନ୍ତି ଯେଉଁଠି ସମ୍ପର୍କ ଅଛି ସେଠାରେ ଫାଟ ପଡିବାର ସମ୍ଭାବନା ମଧ୍ୟ ରହିଥାଏ। ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝ-ଗ-ଡା ହେବା ପରେ ଦୁହେଁ ଛାଡପତ୍ର ପାଇଁ କୋ-ର୍ଟର ଦ୍ୱାରସ୍ଥ ହୋଇଥାନ୍ତି। ତେବେ ସ୍ତ୍ରୀର ଭରଣ ପୋଷଣ ପାଇଁ ସ୍ୱାମୀକୁ କୋ-ର୍ଟ ନି-ର୍ଦ୍ଦେ-ଶ ଦେଇଥାଏ। ତେବେ ଏମିତି କିଛି ମା-ମ-ଲା ରହିଛି ଯେଉଁଥିରେ ବୋହୂକୁ ଭରଣପୋଷଣ ଦେବାକୁ ପଡିବ। ତେବେ ଆସନ୍ତୁ ଏହି ବିଷୟରେ ଜାଣିବା।

ପଞ୍ଜାବ ଓ ହରୟାଣା କୋ-ର୍ଟରେ ଏକ ପ୍ରସଙ୍ଗରେ ମା-ମ-ଲା ଚାଲି ଥିବା ସମୟରେ ତେବେ ଚିଫ ଜଷ୍ଟିସ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣେଇଛନ୍ତି। ଯଦି ସାମାରିକ ବାହିନୀରେ ଚାକିରି କରିଥିବା ଯୁବକଙ୍କର ଦେ-ହା-ନ୍ତ ହୋଇଯାଏ ଓ ମୃ-ତ ଯୁବକଙ୍କ ସ୍ତ୍ରୀଙ୍କୁ ଅନୁକମ୍ପା ମୂଳକ ଚାକିରି ମିଳେ ତେବେ ଏହି କ୍ଷେତ୍ରରେ ସମ୍ପୃକ୍ତ ମହିଳାଙ୍କୁ ଶାଶୁ ଶ୍ଵଶୁରଙ୍କୁ ଭରଣପୋଷଣ ଦେବାକୁ ପଡିବ। ତେବେ ମହିଳା ଜଣକ ତାଙ୍କ ଚାକିରୀ ଦରମାରୁ ୨୫% ଭାଗ ଶାଶୁ ଓ ଶଶୁର ଙ୍କୁ ଦେବେ।

ମହିଳା ଜଣକ ଦ୍ୱିତୀୟ ବିବାହ କଲେ ମଧ୍ୟ ଶାଶୁ ଓ ଶଶୁରଙ୍କ ଭରଣ ଦାଇତ୍ୱ ବହନ କରିବେ। କେବଳ ସେତିକି ନୁହେଁ ପ୍ରଥମ ସ୍ୱାମୀଙ୍କ ଯଦି କୌଣସି ସନ୍ତାନ ରହିଥାଏ ତେବେ ତାହାର ସଠିକ ରକ୍ଷଣାବେକ୍ଷଣ ଓ ପାଠ ପଢା ଆଦି ଖର୍ଚ୍ଚ ବହନ କରିବେ। ଏହି କ୍ଷେତ୍ରରେ ମହିଳାଙ୍କ ଦ୍ଵିତୀୟ ସ୍ୱାମୀ ମନା କରି ପାରିବେ ନାହିଁ।

ପଞ୍ଜାବ ଓ ହରିୟାନା ଉଚ୍ଚ ନ୍ୟା-ୟାଳ-ୟର ରାଜବିର ସାରହାବର ସିଆଇଏଫସ ର ଜଣେ ମହିଳା କନେଷ୍ଟବଳ ଙ୍କ ଅଭି-ଯୋଗର ଶୁଣାଣୀ କରି ଏପରି ରାଏ ଦେଇଛନ୍ତି। ତେବେ ମହିଳାଙ୍କ ସ୍ୱାମୀ ସାମରିକ ବାହିନୀରେ କାର୍ଯ୍ୟରତ ସମୟରେ ଦେ-ହା-ନ୍ତ ହୋଇଥିଲା। ସ୍ୱାମୀଙ୍କ ସ୍ଥାନରେ ସ୍ତ୍ରୀଙ୍କୁ ଚାକିରୀ ଦିଆଯାଇଥିଲା। କିନ୍ତୁ ମହିଳା ଜଣକ ଶାଶୁ ଓ ଶଶୁରଙ୍କ ଯତ୍ନ ନେଉ ନଥିବା କେସ କରିବା ପରେ ଏପରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣେଇଛନ୍ତି।

Leave a Reply

Your email address will not be published. Required fields are marked *