ଭାଲୁ ବେଶରେ ଘରେ ପଶି ଚୋ-ରି କରୁଥିଲେ ସୁନା ଗହଣା, ଏବେ ଯାଇ ପୋ-ଲିସ୍ ଷ୍ଟେସନରେ।

ଆଜିର ଯୁବ ପିଢ଼ି ଆଉ ପରିଶ୍ରମ କରି ଟଙ୍କା ରୋଜଗାର କରିବାକୁ ଚାହୁଁ ନାହାନ୍ତି। ଏବେ ସେମାନେ ଚେଷ୍ଟା କରୁଛନ୍ତି କେମିତି ଟିକେ ପରିଶ୍ରମ କରି ଘରେ ବସି ଆରାମରେ ରହିବେ। ସେଥିପାଇଁ ସେମାନେ ଚୋ-ରି, ଡକା-ୟତି କାମ କରୁଛନ୍ତି। ଆପଣ ମାନେ ଅନେକ ଚୋ-ରି ଡକା-ୟତି ଖବର ଶୁଣିଥିବେ କିନ୍ତୁ ଭାଲୁ ଘରେ ପଶି ଟଙ୍କା ପଇସା ଚୋ-ରି କରୁଛି ବୋଲି ଆପଣ ମାନେ ଜାଣି ନଥିବେ। ହଁ ଆଜ୍ଞା ଉଦଳା ପୋ-ଲିସ୍ ଷ୍ଟେ-ସନ୍ ରେ ଏମିତି ଏକ ଅଦ୍ଭୁତ ଘ-ଟଣା ଦେଖିବାକୁ ମିଳିଛି।

ହାତରେ ଶାବଳ ଏବଂ ଛୁ-ରୀ ଧରି ଘରୁ ଟଙ୍କା ପଇସା ଲୁ-ଟିବାକୁ ରାତି ସାରା ଖୁରି ବୁଲୁଛନ୍ତି ଲୁ-ଟେରା। ଗତକାଲି ରାତିରେ ବରବାଡି କେନାଲ ଚକରୁ ଉଦଳା ପୋ-ଲିସ୍ ୪ ଜଣ ଲୁଟେ-ରାଙ୍କୁ ଗି-ରଫ କରିଛି। ଲୁ-ଟେରା ମାନେ ଗତ କେତେ ବର୍ଷ ହେଲା ଏମିତି ଲୁଟ କରି ନିଜ ଜୀବିକା ନିର୍ବାହ କରୁଥିଲେ। କିନ୍ତୁ ସେମାନେ କେବେ ଧ-ରା ପଡନ୍ତିନି।

ଗତକାଲି ରାତିରେ ଯେତେବେଳେ ଉଦଳା ପୋ-ଲିସ୍ ରାତିରେ ପ୍ରେଟୋଲିଂ କରୁଥିଲେ ସେତେବେଳେ ମୁଖ୍ୟ ପୋ-ଲିସ୍ ଅଫିସର ସରୋଜ କୁମାର ଜେନା ଗୋଟେ ଭାଲୁକୁ ଦୌଡ଼ିବାର ଦେଖିଲେ ସେଥିପାଇଁ ସେ ଡେରି ନ କରି ନିଜ ଟିମ୍ ଙ୍କୁ ସାଙ୍ଗରେ ଧରି ଭାଲୁ ପଛରେ ଧାଇଁଲେ ଏବଂ ଭାଲୁକୁ ଧରି ଧରି ଜାଣିବାକୁ ପାଇଲେ ସେ ହେଲା ଲୁ-ଟେରା ମାନଙ୍କର ମାଷ୍ଟର ମାଇଣ୍ଡ ରାଜା ମୁଣ୍ଡା।

ତାପରେ ପୋ-ଲିସ୍ ରାଜା ମୁଣ୍ଡା ସହିତ ଆଉ ୩ ଜଣ ଲୁ-ଟେରା ଙ୍କୁ ଗି-ରଫ କରି ଥା-ନାକୁ ନେଇ ପଚ-ରା ଉ-ଚରା କଲା ବେଳେ ଜଣା ପଡିଲା କି ସେମାନେ ବହୁତ୍ ଦିନ ହେଲା ଏମିତି ଭାଲୁ ଏବଂ ଅନ୍ୟ ପଶୁପକ୍ଷୀମାନଙ୍କ ର ମୁଖା ପିନ୍ଧି ଚୋ-ରି କରୁଛନ୍ତି। ଏବେ ସୁଦ୍ଧା ସେମାନେ ମୟୂରଭଞ୍ଜ, ବାଲେଶ୍ଵର ଏବଂ ଭଦ୍ରକ ଜିଲ୍ଲାରୁ ଚୋ-ରି କରିଛନ୍ତି। ପୋ-ଲିସ୍ ଙ୍କ କହିବା ଅନୁସାରେ ଲୁ-ଟେରା ମାନେ ଭଦ୍ରକ ଜିଲ୍ଲାର ସେମାନଙ୍କ ବୟସ ୧୯-୨୨ ବର୍ଷ ଭିତରେ ହେବ। ମାଷ୍ଟର ମାଇଣ୍ଡ ରାଜା ମୁଣ୍ଡା ମର ଭାଲୁ ରୂପକୁ ସାଧାରଣ ଲୋକ କଣ ଭାଲୁ ମଧ୍ୟ ନିଜେ ଦେଖିଲେ ଜାଣିପାରିବି ସିଏ ମଣିଷ କି ଭାଲୁ।

Leave a Reply

Your email address will not be published. Required fields are marked *