ପୋ-ଲିସ୍ ଷ୍ଟେସ-ନରେ ସ୍ୱାମୀଙ୍କ ହାଇ ଭୋଲଟେଜ୍ ଡ୍ରାମା, ପ୍ରେମିକଙ୍କ ସହ ହୋଟେଲରେ ଧ-ରା ପଡିଲେ ପତ୍ନୀ।

ଯେତେବେଳେ ପଞ୍ଜାବରେ ଜଣେ ମହିଳା ତାଙ୍କ ପ୍ରେମିକ ସହିତ ଧ-ରା ପଡ଼ିଲେ, ତାଙ୍କ ସ୍ୱାମୀ ପୋ-ଲିସ ଷ୍ଟେସ-ନରେ ହାଇ ଭୋଲଟେଜ୍ ଡ୍ରାମା କରିଥିଲେ। ମହିଳା ଜଣକ ନିଜ ପ୍ରେମିକ ସହିତ ହୋଟେଲ ଯାଉଥିଲେ। ତାଙ୍କ ସ୍ୱାମୀ ଏ ବିଷୟକୁ ନେଇ ନିଜ ସ୍ତ୍ରୀ କୁ ସନ୍ଦେହ କରୁଥିଲେ, ସ୍ତ୍ରୀ ଘରୁ ବାହାରି ହୋଟେଲ ଗଲା ପରେ ସ୍ୱାମୀ ତାଙ୍କ ପଛେ ପଛେ ଘଟ-ଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ହୋଟେଲ ରେ ଧରିଥିଲେ। ସେ ନିଜେ ସ୍ତ୍ରୀ ଏବଂ ପ୍ରେମିକଙ୍କୁ ପୋ-ଲିସ ଷ୍ଟେସ-ନକୁ ନେଇ ସେମାନଙ୍କ ବିରୋ-ଧରେ ଅଭି-ଯୋଗ କଲେ।

ମାମ-ଲା ଅମୃତସର ପୋ-ଲିସ ଷ୍ଟେ-ସନ ବି ଡିଭିଜନର। ସ୍ୱାମୀ କହିଛନ୍ତି, ମୋର ପତ୍ନୀଙ୍କ ଉପରେ ଆଗରୁ ସ-ନ୍ଦେହ ଥିଲା। ସେଥିପାଇଁ ମୁଁ ତାଙ୍କ ଫୋନର ରେ-କର୍ଡିଂ ଅନ୍ କରିଦେଇଥିଲି। ଫୋନ ରେ-କର୍ଡିଂ କୁ ଦେଖି ପୋ-ଲିସ୍ ଜାଣିପାରିଛି ଯେ ପତ୍ନୀ ଗୁରୁବାର ଦିନ ନିଜ ପ୍ରେମିକଙ୍କୁ ଭେଟିବାକୁ ହୋଟେଲ ଯାଇଥିଲେ।

ସ୍ୱାମୀ କହିଛନ୍ତି, “ମୁଁ ହୋଟେଲ ବାହାରେ ଅପେକ୍ଷା କରିଥିଲି ଯେତେବେଳେ ପତ୍ନୀ ହୋଟେଲରେ ପହଞ୍ଚିଲେଲେ, ମୁଁ ସେ ଦୁଇ ଜଣଙ୍କୁ ସେଠାରେ ଧ-ରି ପକେଇଲି। ତା’ପରେ ଦୁହିଁକୁ ଧରି ପୋ-ଲିସ ଷ୍ଟେସ-ନରେ ପହଞ୍ଚିଲି। ବର୍ତ୍ତମାନ ମୁଁ ଚାହୁଁଛି ପୋ-ଲିସ ଏହି ଘଟ-ଣାରେ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରୁ।

ପୁରୁଣା ପ୍ରେମ ସମ୍ପ-ର୍କ ଧ-ରା ପଡ଼ିବା ପରେ ମଧ୍ୟ ପତ୍ନୀଙ୍କ ମୁହଁରେ ଲାଜ ନଥିଲା। ନାଲି ହାତରେ ଧ-ରା ପଡ଼ିବା ପରେ ମଧ୍ୟ ସେ ହସୁଥିଲେ। କେବଳ ଏତିକି ନୁହେଁ ସେ ପୋ-ଲିସ ସାମ୍ନାରେ କହିଛନ୍ତି, ଆମେ ଧ-ରା ପଡ଼ିଗଲୁ ତ କ’ଣ ହେଲା ଆମର କେହି କିଛି କରିପାରିବେନି।

ଏହି ମାମ-ଲାରେ ପୋ-ଲିସ ଅଧିକାରୀ କହିଛନ୍ତି, “ତିନିଜଣ ଲୋକ ପୋ-ଲିସ ଷ୍ଟେ-ସନରେ ଅଛନ୍ତି। ସ୍ୱାମୀ, ସ୍ତ୍ରୀ ଏବଂ ପ୍ରେମିକଙ୍କ ବିବୃତ୍ତି ରେ-କର୍ଡ ହେବ। ଏହା ଏକ ଘରୋଇ ମାମ-ଲା, ତେଣୁ ସେମାନଙ୍କୁ ଆଗ ନିଜ ଭିତରେ ବୁଝାମଣା ପାଇଁ ପରାମର୍ଶ ଦିଆଯିବ। ଯଦି କା-ର୍ଯ୍ୟାନୁ-ଷ୍ଠାନ ଆବଶ୍ୟକ ହୁଏ, କା-ର୍ଯ୍ୟାନୁ-ଷ୍ଠାନ ନିଆଯିବ।

Leave a Reply

Your email address will not be published. Required fields are marked *