ଘରେ ଏକୁଟିଆ ଯୁବତୀ ଶୋଇଥିବା ଦେଖି ଦୁ-ଷ୍କର୍ମ ଉ-ଦ୍ୟମ କରିଥିଲେ ଯୁବକ , ଆଉ ଶେଷରେ ……

ବର୍ତ୍ତମାନ ସମୟରେ ଯୌ-ନ ପି-ଶାଚ ମାନେ ସବୁଠି ଘୁରି ବୁଲୁଛନ୍ତି । ସେହି ପି-ଶାଚ କେହିବି ହୋଇପାରେ । ଘର ଭିତରେ ହୋଇପାରେ କିମ୍ବା ବାହାରେ ମଧ୍ୟ ହୋଇପାରେ । କାରଣ ନିଜ ଘରେ ମଧ୍ୟ ଝିଅ ମାନେ ସୁର-କ୍ଷିତ ନୁହଁନ୍ତି । କାରଣ ବର୍ତ୍ତମାନ ସମୟରେ ଜଗତସିଂହପୁରରେ ଯେଉଁ ଘ-ଟଣା ଘ-ଟିଛି ତାହା ଶୁଣିଲେ ଆପଣବି ଭୟଭୀତ ହେବେ । କାରଣ ଜଣେ ଯୁବତୀ ଘରେ ଏକୁଟିଆ ଥିବା ସମୟରେ କେହି ଜଣେ ଯୌ-ନ ପି-ଶାଚ ତାଙ୍କୁ ଦୁ-ଷ୍କର୍ମ କରିବାକୁ ଉଦ୍ୟମ କରିଛି । ତେବେ ସମ୍ପୂର୍ଣ୍ଣ ଘ-ଟଣା ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଏହି ଘ-ଟଣା ଜଗତସିଂହପୁର ଯିଲଲ ବାଲିକୁଦା ଥା-ନା ଅଧୀନ ବାଲିସାହି ଗ୍ରାମର ଅଟେ । ସେହି ଗ୍ରାମର ଜଣେ ଯୁବତୀଙ୍କ ସହ ଏପରି ଘ-ଟଣା ଘଟି ଯାଇଛି । ଯୁବତୀ ଜଣକ ଘରେ ଏକୁଟିଆ ଥିବା ସମୟରେ ତାଙ୍କ ଉପରେ ଜଣେ ବ୍ୟକ୍ତି ଦୁ-ଷ୍କର୍ମ ଉଦ୍ୟମ କରି ସଫଳ ନହେବାରୁ ତାଙ୍କୁ ଆ-ଘାତ ହୋଇ ଫେ-ରାର ହୋଇ ଯାଇଥିଲେ । ପରେ ପୋଲି-ସର ତ-ଦନ୍ତ ପରେ ଦୁଇ ଜଣ ଲୋକଙ୍କୁ ଗି-ରଫ କରି ପୋ-ଲିସ ପ-ଚରା ଉଚୁରା ଜା-ରି ରଖିଛି ।

ତେବେ ପୁରା ଘ-ଟଣା ଏହା ଯେ ଯୁବତୀ ଜଣକ ଗତକାଲି ନିଜ ଭାଇ ସହିତ ଘରେ ଥିଲେ । ନିଜ ବାପା ବାହାରକୁ କାମରେ ଯାଇଥିଲେ ଏବଂ ଭାଇ ପଡ଼ିଶା ଘରେ ଥିଲେ । ତେଣୁ ଯୁବତୀ ଜଣକ ରାତିରେ ଦା-ଣ୍ଡ କବାଟ ଦେଇଥିଲେ ବି ବାରି କବାଟ ଦେଇ ନଥିଲେ । ଆଉ ଏହାର ସୁଯୋଗ ନେଇ ଅଭି-ଯୁକ୍ତ ତାଙ୍କ ଘରେ ପଶିଥିଲା । ପରେ ରୁମର ଲାଇଟ ବନ୍ଦ କରି ଯୁବତୀଙ୍କ ପାଖରେ ଶୋଇଥିଲା । ପରେ ତାଙ୍କ ପେଟରେ ହାତ ମା-ରିବା ପରେ ଯୁବତୀଙ୍କ ନିଦ ଭାଙ୍ଗି ଯାଇଥିଲା ଏବଂ ସେ ଚି-ତ୍କାର କରି ଉଠିଥିଲେ ।

ନିଜ ବାପା ନୁହେଁ ବୋଲି ସେ ଯେତେବେଳେ ଚି-ତ୍କାର କରି ଉଠିଲେ ସେତେବେଳେ ଯୁବକ ଜଣକ ପାଖରେ ଥିବା ପଥରରେ ଯୁବତୀଙ୍କ ମୁଣ୍ଡରେ ବାଡେଇ ଖସି ପଳାଇ ଯାଇଥିଲେ । ଯୁବତୀ ଜଣକ ନିଜ ଭାଇକୁ ସବୁକିଛି ଜଣାଇବା ପରେ କିଛି ପଡ଼ିଶା ଲୋକ ଆଖପାଖ ସ୍ଥାନରେ ଖୋ-ଜାଖୋ-ଜି କରିଥିଲେ ଏବଂ ପରେ ବାଲିକୁଦା ଥା-ନାରେ ଏକ ଲିଖିତ ଅଭି-ଯୋଗ କରିଥିଲେ । ଅଭି-ଯୋଗ ଆଧାରରେ ପୋ-ଲିସ ଦୁଇଜଣ ବ୍ୟକ୍ତିଙ୍କୁ ଗି-ରଫ କରି ପଚ-ରା ଉ-ଚୁରା ଜା-ରି ରଖିଛି ।

Leave a Reply

Your email address will not be published. Required fields are marked *