ରାଜଧାନୀରେ ପୁଣିଥରେ ପକେଟ ମାର । ଧରା ପଡ଼ିବା ପରେ ମୋ ବସ ଯାତ୍ରୀ ଶିଖାଇଲେ ସବକ ।

ଏମିତିରେ ତ ଆଜିକାଲି ପକେଟ ଚୋ-ରି ମାମ-ଲା ଅନେକ ଦେଖା ଗଲାଣି । ପଇସା ପାଇଁ ଲୋକେ କାମ ନକରି ଶେଷରେ ଚୋ-ରି ମଧ୍ୟ କରୁଛନ୍ତି । ତେବେ ରାଜଧାନୀରେ ଏମିତି ଅନେକ ଘ-ଟଣା ଶୁଣିବାକୁ ମିଳିଛି ଯେଉଁଥିରେ ବସରେ ପକେଟ ମାର ଭଳି ଘ-ଟଣା ସାମ୍ନାକୁ ଆସିଛି । ଆଉ ବର୍ତ୍ତମାନ ପୁଣିଥରେ ଏଭଳି ଏକ ଘ-ଟଣା ଲୋକ ଲୋଚନକୁ ଆସିଛି । ବାସ୍ତବରେ ଘଟ-ଣା ଅନୁଯାୟୀ ମୋ ବସରେ ଯାଉଥିବା ସମୟରେ ଜଣେ ପକେଟ ମାର ପର୍ସ ଚୋ-ରି କରିଥିଲା । ଯାହା ଜାଣିବା ପରେ ମୋ ବସ ଯାତ୍ରୀ ତାକୁ ଧରିଛନ୍ତି । ସମ୍ପୂର୍ଣ୍ଣ ଘଟ-ଣା ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ପଢ଼ନ୍ତୁ ।

ପଟିଆ ଛକ ନିକଟରେ ଜଣେ ଛାତ୍ର ଯେତେବେଳେ ବସରେ ଯାଉଥିଲେ ଏଭଳି ଏକ ଘଟ-ଣା ଘଟିଥିଲା । ତେବେ ଘ-ଟଣା ଏହା ଥିଲା ଯେ ମନୀଷ ନାମକ ଜଣେ ଯୁବକ ଫାଇୟାର ଷ୍ଟେସ-ନରୁ କିଟ ସ୍କ୍ୱାୟର ଯାଉଥିବା ସମୟରେ ଏଭଳି ଘ-ଟଣା ଘଟିଥିଲା । ସେ କହିଛନ୍ତି ଯେ ଯେତେବେଳେ ସେ ମୋ ବସ ଯୋଗେ କିଟ ସ୍କ୍ୱାୟର ଯାଉଥିଲେ ସେତେବେଳେ ସେତେବେଳେ ତାଙ୍କ ପାଖରେ ତାଙ୍କ ପର୍ସ ଥିଲା । କିନ୍ତୁ ଯେତେବେଳେ ସେ ଓହ୍ଲାଇ ଦେଖନ୍ତି ତାଙ୍କ ପାଖରେ ତାଙ୍କ ପର୍ସ ନଥିଲା । ଯାହାଦ୍ୱାରା ସେ ବ୍ୟସ୍ତ ହୋଇ ପଡ଼ିଥିଲେ ।

ସେ କହିଛନ୍ତି ଯେ ବସରେ ଥିବା ସମୟରେ ସେ ଜଣେ ବ୍ୟକ୍ତିଙ୍କୁ ନଜର ଦେଇଥିଲେ ଯେ ମ-ଦ୍ୟ ପା-ନ କରିଥିଲେ ଏବଂ ବସରେ ଏଣେ ତେଣେ ଘୁରି ବୁଲୁଥିଲେ । ଯେତେବେଳେ ଯୁବକ ଜଣକ ବସରୁ ଓହ୍ଲାଇଲେ ସେତେବେଳେ ସେ ନିଜ ପର୍ସ ଚେକ କରିଥିଲେ ଏବଂ କିଛି ସମୟ ବସକୁ ଅଟକାଇ ପଚରା ଉଚୁରା କରିଥିଲେ । ପଚରା ଉଚୁରା କରିବା ସତ୍ତ୍ୱେବି କିଛି ଜଣା ପଡ଼ି ନଥିଲା । ଏମିତିକି ବସ ଡ୍ରାଇଭର ଏବଂ କଣ୍ଡକ୍ଟର ମଧ୍ୟ କହିଥିଲେ ଯେ ଏଭଳି ମାମ-ଲାରେ ସେମାନେ କିଛି କରି ପାରିବେ ନାହିଁ କାରଣ , ଯାତ୍ରୀ ମାନଙ୍କୁ ଚୋ-ର ବୋଲି କହି ହେବ ନାହିଁ । ଏହାପରେ ଯୁବକ ଜଣକ ବସରୁ ଓହ୍ଲାଇ ପଡ଼ିଥିଲେ । ମାତ୍ର ସେହି ସମୟରେ ହିଁ ଉକ୍ତ ମଧ୍ୟ ପାନ କରିଥିବା ବ୍ୟକ୍ତି ଜଣକ ଆସୁଥିଲେ ।

ଉକ୍ତ ବ୍ୟକ୍ତିକୁ ଅଟକାଇବାକୁ ଉଦ୍ୟମ କରୁଥିବା ବେଳେ ଲୋକଟି ଖସି ଯିବାକୁ ଚେଷ୍ଟା କରିଥିଲା । ମାତ୍ର ଯୁବକ ଜଣକ ତାଙ୍କୁ କାବୁ କରିବାକୁ ସମର୍ଥ ହୋଇଥିଲେ । ତା ପାଖରୁ ତାଙ୍କ ପର୍ସ ମଧ୍ୟ ଜ-ବତ କରିଥିଲେ । କିନ୍ତୁ ସେଥିରେ ଟଙ୍କା କିମ୍ବା ତାଙ୍କର କୌଣସି ଡକ୍ୟୁମେଣ୍ଟ ନଥିଲା । ଯେଉଁ କାରଣରୁ ସେ ଉକ୍ତ ସମ୍ବ-ନ୍ଧରେ ପୋଲି-ସରେ ଅଭି-ଯୋଗ କରିବେ ବୋଲି କହିଛନ୍ତି । ତେବେ ଆମେ କହି ରଖିବୁ ଯେ ଏଭଳି ସମସ୍ୟାକୁ ଯଦି ନଅଟକା ଯାଏ ତେବେ ଲୋକେ ଏଭଳି ସମସ୍ୟାର ସମ୍ମୁଖୀନ ହେବେ । ପୁଣି ସବୁ ଲୋକ ମଧ୍ୟ ନିଜ ନିଜ ଜିନିଷ ସତ-ର୍କର ସହିତ ଦାୟିତ୍ୱରେ ରଖିବା ଉଚିତ ।

Leave a Reply

Your email address will not be published. Required fields are marked *