କିପରି ମୃତ୍ୟୁ ହେଲା ଡାକ୍ତର ଶୁଭଶ୍ରୀ କରଙ୍କ ।

ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କିପରି ମୃ-ତ୍ୟୁ ବରଣ କଲେ ଶୁଭଶ୍ରୀ କର ? ହେଲେ ଏଇ ପ୍ରଶ୍ନ ସମସ୍ତଙ୍କ ହୃଦୟରେ ସୃଷ୍ଟି ହେଉଥିବା ବେଳେ ବର୍ତ୍ତମାନ ଯେଉଁ ଗୋଟିଏ ସତ ସାମ୍ନାକୁ ଆସିଛି ତାହା ସମସ୍ତଙ୍କ ଆଖିରେ ଲୁହ ସୃଷ୍ଟି କରୁଛି । ଜିରୋ ନାଇଟ ସେଲିବ୍ରେସନ ସମୟରେ ଶୁଭଶ୍ରୀ ଧୂମ ନାଚିଥିଲେ । ନାଚିବା ସମୟରେ ଶୁଭଶ୍ରୀ ଖୁବ ଖୁସୀ ଥିବା ମଧ୍ୟ ଜଣା ପଡୁଛନ୍ତି । ହେଲେ ହଟାତ ଏମିତି କଣ ହେଲା ଯେ ଶୁଭଶ୍ରୀ ବାଧ୍ୟ ହେଲେ ଆଖି ବୁଝିବା ପାଇଁ । ଶୁଭଶ୍ରୀ କଣ ଜାଣିଥିଲେ ତାଙ୍କ ମୃ-ତ୍ୟୁ କଥା ।

ଶୁଭଶ୍ରୀ କଣ ମୃ-ତ୍ୟୁ କଥା ଜାଣି ଜାଣିବି ଏମିତି ଖୁସିରେ ନାଚୁଥିଲେ ? କେହି କଣ ମୃ-ତ୍ୟୁ ଭଳି ଅପ୍ରିୟ ସତ୍ୟକୁ ଜାଣି ଏତେ ଖୁସି ହୋଇ ପାରନ୍ତି । ଏ ପ୍ରଶ୍ନ ଏବେ କେବଳ ଡାକ୍ତର ଖାନା କର୍ମଚାରୀ କି ଶୁଭଶ୍ରୀଙ୍କ ପରିବାର ଲୋକଙ୍କ ମନରେ ନୁହେଁ ସାରା କେନ୍ଦୁଝର ବାସୀ ଆଉ ଓଡିଶା ବାସୀଙ୍କ ମନରେ ମଧ୍ୟ ସୃଷ୍ଟି ହେଉଛି । 2022 କୁ ବିଦାୟ ଦେବା ବେଳେ ଶୁଭଶ୍ରୀ ଖୁବ ଖୁସି ଥିଲେ । ଯେଉଁ ଭିଡିଓ ଏବେ ସାମ୍ନାକୁ ଆସିଛି ସେଥିରେ ଜଣା ପଡୁ ନାହିଁ କି ସତରେ ଶୁଭଶ୍ରୀ ଜାଣି ଥିଲେ ଯେ ତାଙ୍କ ମୃ-ତ୍ୟୁ ହେବ ଆଉ ଏହା ଜାଣି ଜାଣି ବି ସେ ଖୁସି ଥିଲେ ।

ଏ ଭିଡିଓ ବର୍ତ୍ତମାନ ସମସ୍ତଙ୍କୁ ଭାବୁକ କରି ଦେଉଛି । ଏ ଭିଡିଓ ସମସ୍ତଙ୍କ ହୃଦୟରେ କୋହ ସୃଷ୍ଟି କରୁଛି । ଶୁଭଶ୍ରୀ କର ଙ୍କ ଭଳି ଜଣେ ଶାନ୍ତ ଶିଷ୍ଟ ଡାକ୍ତର ରାଣୀଙ୍କ ଏ ଭିଡିଓ ଆଉ ତାଙ୍କ ମୃ-ତ୍ୟୁକୁ ସହଜରେ କେହି ଗ୍ରହଣ କରି ପାରୁ ନାହାଁନ୍ତି । ଗୀତର ତାଳେ ତାଳେ ପାଦରେ ପାଦ ମିଶାଇ ଡାକ୍ତର ରାଣୀ ଯେପରି ଖୁସିରେ ଖୁସିରେ ନାଚୁଛନ୍ତି ତାହା ସମସ୍ତଙ୍କ ପାଦ ତଳୁ ମାଟି ଖସାଇ ଦେଉଛି । ଆଉ ଲୋକେ କହୁଛନ୍ତି ସବୁବେଳେ ରୋଗୀ ସେବା ।

ରୋଗୀଙ୍କୁ ଉପଦେଶ ଦେଉଥିବା ଭଗବାନଙ୍କ ଦ୍ୱିତୀୟ ରୂପ ଥିଲେ ଶୁଭଶ୍ରୀ । ଆଉ ଯେତେବେଳେ ସେହି ବ୍ୟସ୍ତ ବହୁଳ ଜୀବନରୁ ଟିକିଏ ସମୟ ମିଳେ କିପରି ସେ ନିଜ ଜୀବନକୁ ଉପଭୋଗ କରନ୍ତି ତାହା ତାଙ୍କ ଜୀବନର ଶେଷ ଭିଡିଓ ଶେଷ ନାଚରୁ ସ୍ପଟ ଭାବେ ବାରି ହୋଇ ପଡୁଛି । ସେ ଦିନ ଖୁସିର ରାତି ହଟାତ କିପରି ଶୁଭଶ୍ରୀଙ୍କ ପାଇଁ ସାଜିଥିଲା କାଳ ରାତ୍ରୀ। ତାହା ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି ।

ସମସ୍ତଙ୍କ ଭଳି ଶୁଭଶ୍ରୀ ବି ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଡିସେମ୍ବର 31 ଜିରୋ ନାଇଟକୁ ମନ ଭରି ନିଜ ଡାକ୍ତର ଖାନାର କର୍ମଚାରୀଙ୍କ ସହିତ ଉପଭୋଗ କରୁଥିଲେ । ଧୂମ ମଜା କରିଥିଲେ । ଧୂମ ନାଚିଥିଲେ । ଆଉ ନାଚି ନାଚି ଶୁଭଶ୍ରୀ ଶେଷରେ ହସି ହସି ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇ ଚାଲି ଯାଇଥିଲେ ନିଜ ରୁମକୁ । ଆଉ ନୂଆ ବର୍ଷର ସକାଳ କିନ୍ତୁ ଦେଖି ପାରି ନଥିଲେ ଶୁଭଶ୍ରୀ ।

ନିଜ ରୁମରେ ଶୁଭଶ୍ରୀ ସୋଇଥିଲେ ଯେ ସବୁଦିନ ପାଇଁ ସୋଇ ଯାଇଥିଲେ । ଆଉ ଯେତେବେଳେ ସକାଳ ହେଲା । କାହିଁକି ଶୁଭଶ୍ରୀ ତାଙ୍କ ରୁମ ଖୋଲୁ ନାହାଁନ୍ତି ବୋଲି ଶୁଭଶ୍ରୀଙ୍କ ଡାକ୍ତରଖାନାର କର୍ମଚାରୀଙ୍କ ସ-ନ୍ଦେହ ହୋଇଥିଲା । ଆଉ ଯେତେବେଳେ ସ-ନ୍ଦେହ ବୃଦ୍ଧି ପାଇଥିଲା ସେତେବେଳେ କବାଟ ଭାଙ୍ଗି ଦେଖିଥିଲେ। ହେଲେ କିନ୍ତୁ ଶୁଭଶ୍ରୀ ଆଉ ଏ ଦୁନିଆରେ ନଥିଲେ । ନବ ବର୍ଷରେ ଶୁଭଶ୍ରୀ ସୋଇ ଯାଇଥିଲେ ଚିର ନିଦ୍ରାରେ ।

ତା ପରେ କେହି ହେଲେ ମଧ୍ୟ ଶୁଭଶ୍ରୀଙ୍କ ମୃ-ତ୍ୟୁକୁ ସହଜରେ ଗ୍ରହଣ କରି ପାରି ନଥିଲେ । ସମସ୍ତଙ୍କୁ ଚକିତ କରିଥିଲା ଶୁଭଶ୍ରୀଙ୍କ ମୃ-ତ୍ୟୁ ଖବର। ସମସ୍ତଙ୍କ ଆଖି ଆଗରେ ଭାଷୀ ଯାଉଥିଲା ପୂର୍ବ ରାତିର ଶୁଭଶ୍ରୀଙ୍କ ସେହି ସୁନ୍ଦର ନାଚର ଭିଡିଓ । ଆଉ ସମସ୍ତଙ୍କ ମନରେ ସୃଷ୍ଟି ହୋଇଥିଲା ପ୍ରଶ୍ନ କି ଶୁଭଶ୍ରୀଙ୍କ ମୃ-ତ୍ୟୁ ଶୋଭାବିକ ହୋଇଛି । ନା ଶୁଭଶ୍ରୀଙ୍କ ମୃ-ତ୍ୟୁ ପଛରେ ଆଉ କିଛି ରହସ୍ୟ ଅଛି ।

ଶୁଭଶ୍ରୀଙ୍କ ମୃ-ତ୍ୟୁ ପଛରେ କାହାର ହାତ ନାହିଁତ । ଯାହା ସୂଚନା ମିଳୁଛି କି କିଛି ଦିନ ପୂର୍ବରୁ ଶୁଭଶ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ନାମରେ ଅଭି-ଯୋଗ କରିଥିଲେ । ତାଙ୍କ ପ୍ରେମିକ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ କିଭଳି ଧୋ-କା ଦେଇଥିଲେ ସେନେଇ ମଧ୍ୟ ଶୁଭଶ୍ରୀ ଥା-ନାରେ ଏତ-ଲା ଦେଇଥିଲେ । ସେପଟେ ଯୋଡ଼ା ପୋ-ଲିସ ଶୁଭଶ୍ରୀଙ୍କ ମୃ-ତ୍ୟୁର ଖିଅ ଖୋଜୁଥିବା ବେଳେ । ଶ-ବ ବ୍ୟବ-ଚ୍ଛେଦ ରି-ପୋର୍ଟ ଆସିବା ପରେ କିପରି ମୃ-ତ୍ୟୁ ହୋଇଛି ତାହା ଜଣା ପଡିବ ।

Leave a Reply

Your email address will not be published. Required fields are marked *