କିପରି ହୋଇଥାଏ ମହିଳାଙ୍କ ଆର୍ମି ମେଡ଼ିକାଲ ଟେଷ୍ଟ ? ଦେଖନ୍ତୁ ଏହି ଭିଡ଼ିଓ।

ଆର୍ମିରେ ଭର୍ତ୍ତି ହେବା ପାଇଁ ସମସ୍ତଙ୍କ ସ୍ୱପ୍ନ ହୋଇଥାଏ। କାରଣ ନିଜ ମାଟିର ର-କ୍ଷା ଏବଂ ଦେଶର ସେବା କେବଳ ଆର୍ମି ମାନଙ୍କ ଭାଗ୍ୟରେ ହିଁ ଲେଖା ହୋଇଛି। କିନ୍ତୁ ଆର୍ମିରେ ଭର୍ତ୍ତି ହେବା ସହଜ ହୋଇ ନଥାଏ। ଏଥିପାଇଁ ଆପଣଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥାଏ। ଆପଣଙ୍କ ସଠିକ ଉଚ୍ଚତା ଥିବା ଆବଶ୍ୟକ, ଶାରୀ-ରିକ ଭାବେ ସୁସ୍ଥ ରହିଥିବା ନିହାତି ଜରୁରୀ। କେବଳ ସେତିକି ନୁହେଁ ଏହାଛଡା ମଧ୍ୟ ଆପଣଙ୍କୁ ପରୀକ୍ଷାରେ ଉତ୍ତୀର୍ଣ୍ଣ କରିବାକୁ ପଡିଥାଏ। ତେବେ ପୁଅ ପିଲାଙ୍କ ଭଳି ଝିଅ ପିଲାଙ୍କୁ ମଧ୍ୟ ଆର୍ମିରେ ଭର୍ତ୍ତି ହୋଇ ଦେଶର ସେବା କରିବା ପାଇଁ ସୁଯୋଗ ମିଳୁଛି। ଆଜି ଆମେ ଏ ବିଷୟରେ ଜାଣିବା ଯେ କିପରି ଆର୍ମିରେ ଭର୍ତ୍ତି ହେବା ପୂର୍ବରୁ ଯୁବତୀ ମାନଙ୍କ ମେଡ଼ିକାଲ ଟେଷ୍ଟ କରାଯାଏ।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଆର୍ମିରେ ଭର୍ତ୍ତି ହେବା ପୂର୍ବରୁ ଉଭୟ ପୁରୁଷ ଓ ମହିଳାଙ୍କ ମେଡ଼ିକାଲ ଟେଷ୍ଟ କରାଯାଇଥାଏ। ତେବେ ପୁରୁଷଙ୍କୁ ସମ୍ପୂର୍ଣ୍ଣ ରୂପେ ନ-ଗ୍ନ କରାଯାଇ ଶରୀରର ଗୋଟିଏ ଗୋଟିଏ କରି ସମସ୍ତ ଅଙ୍ଗ ନିରୀ-କ୍ଷଣ କରାଯାଇଥାଏ କେବଳ ସେତିକି ନୁହେଁ ପ୍ରାଇ-ଭେଟ ପାର୍ଟ ମଧ୍ୟ ଚେକ କରାଯାଏ। କିନ୍ତୁ ମହିଳାଙ୍କ ସହ ଏହିଭଳି ଭାବେ ଚେକ କରାଯାଏ କି ନାହିଁ ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

୧. ପ୍ରେଗେନେସି ଟେଷ୍ଟ ( ଗର୍ଭ-ବତୀ ପରୀକ୍ଷା )

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଆର୍ମିରେ ଭର୍ତ୍ତି ହେବାର ଶେଷ ଟେଷ୍ଟ ହେଉଛି ମେଡ଼ିକାଲ ଟେଷ୍ଟ। ଏହି ଟେଷ୍ଟରେ ଯଦି ଆପଣ ସଫଳ ହେଲ ତେବେ ଆର୍ମିରେ ଭର୍ତ୍ତି ହୋଇପାରିବ। ସିଲେକ୍ସନ ସମୟରେ ମହିଳାଙ୍କ ଗର୍ଭ-ବତୀ ପରୀକ୍ଷା କରାଯାଏ। ଯଦି ସିଲେକ୍ସନ ସମୟରେ ମହିଳା ଜଣକ ଗର୍ଭ-ବତୀ ଥିବା ଜଣା ପଡନ୍ତି ତେବେ ମହିଳାଙ୍କୁ ରି-ଜେ-କ୍ଟ କରି ଦିଆଯାଏ। ଏହି ଟେଷ୍ଟରେ ଉତ୍ତୀର୍ଣ୍ଣ ହେବା ପରେ ଅନ୍ୟ ଟେଷ୍ଟ କରାଯାଏ।

୨. ବ୍ରେଷ୍ଟ ଟେଷ୍ଟ

ପ୍ରେଗେନେସି ଟେଷ୍ଟ ପରେ ବ୍ରେଷ୍ଟ କରାଯାଇଥାଏ। ଏହି ଟେଷ୍ଟ କରିବା ନି-ତ୍ୟା-ନ୍ତ ଆବଶ୍ୟକ ହୋଇଥାଏ। ଯଦି ମହିଳାଙ୍କ ଛାତିରେ କୌଣସି ସମସ୍ୟା ରହିଥାଏ ଯେପରିକି ବ୍ରେଷ୍ଟ କ୍ୟା-ନ୍ସର ତେବେ ଏହା ଆର୍ମି କ୍ୟାମ୍ପ ଉପରେ ଏହାର ପ୍ର-ଭା-ବ ପଡିଥାଏ। କେବଳ ସେତିକି ନୁହେଁ ମହିଳାଙ୍କ ଛାତିର ସାଇଜ ମଧ୍ୟ ଦେଖାଯାଇଥାଏ। ଯେଉଁ ମହିଳାଙ୍କ ଛାତି ସାଇଜରେ ଅଧିକ ବଡ଼ ହୋଇଥାଏ ତେବେ ସେମାନେ ଦୌଡ଼ିବା ଏବଂ ଅନ୍ୟ ଶାରୀ-ରିକ କାମ ସହଜରେ କରି ପାରନ୍ତି ନାହିଁ। ତେବେ କମ୍ ସାଇଜ ଛାତି ଥିବା ମହିଳାମାନେ ଅଧିକାଂଶ ସିଲେକ୍ଟ ହୋଇଥାନ୍ତି।

୩. ପାଇଲସ

ପୁରୁଷଙ୍କ ଭଳି ମହିଳାଙ୍କ ପାଇଲସ ଟେଷ୍ଟ ମଧ୍ୟ କରାଯାଏ। ତେବେ ଏହି ଟେଷ୍ଟ କରିବା ପାଇଁ ମହିଳାଙ୍କୁ ଆଗକୁ ନଇଁବା ପାଇଁ କୁହାଯାଏ ଏବଂ ଏହାପରେ କାଶିବା ପାଇଁ ଡାକ୍ତର କହିଥାନ୍ତି ଏବଂ ଏହି ସମୟରେ ମହିଳାଙ୍କ ପାଇଲସ ଚେକ କରାଯାଇଥାଏ।

୪. ଭରଜିନିଟି (ଯୌ-ନ ଟେଷ୍ଟ)

ତେବେ ଆପଣଙ୍କ ମନରେ ବର୍ତ୍ତମାନ ଏହାକୁ ନେଇ ପ୍ରଶ୍ନ ଆସୁଥିବା କି କଣ ଆର୍ମିରେ ଭର୍ତ୍ତି ହେବା ପାଇଁ କୁଆଁରୀ ରହିବା ଆବଶ୍ୟକ। ଯଦି କେହି ନିଜର କୁମାରୀତ୍ବ ହରେଇ ଥିବ କଣ ସେ ସିଲେକ୍ଟ ହୋଇପାରିବ ନାହିଁ। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଭାରତୀୟ ଆର୍ମିରେ ଭର୍ତ୍ତି ହେବା ପାଇଁ ଏଭଳି ଟେଷ୍ଟ କରାଯାଇ ନଥାଏ। ଏହି ଟେଷ୍ଟ ଅନ୍ୟ ବିଦେଶ ଦେଶରେ କରାଯାଉଥିବ କିନ୍ତୁ ଭାରତରେ ଏହା କରାଯାଏ ନାହିଁ।

୫. ବଡୀ ଟେଷ୍ଟ

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଆର୍ମିରେ ଭର୍ତ୍ତି ହେବା ପୂର୍ବରୁ ଆପଣଙ୍କ ଶରୀରର ସମସ୍ତ ଅଙ୍ଗ ଗୋଟେ ଗୋଟେ କରି ଟେଷ୍ଟ କରାଯାଇଥାଏ। ଆଖି ନାକ କାନ ଠାରୁ ଆରମ୍ଭ କରି ପାଦ ପର୍ଯ୍ୟନ୍ତ। ଯଦି ଆପଣଙ୍କୁ ଭଲ ଭାବରେ ଦେଖା ଯାଉ ନଥିବ କିମ୍ବା ଶୁଣିବାରେ ଅସୁବିଧା ହେଉଥିବା ତେବେ ଏହି ଟେଷ୍ଟରେ ପାସ ହୋଇ ପାରିବେ ନାହିଁ ଏବଂ ଆର୍ମିରେ ଯିବାର ସ୍ୱପ୍ନ ସବୁଦିନ ପାଇଁ ସ୍ୱପ୍ନ ହୋଇ ରହିଯିବ।

ସେହିଭଳି ଆପଣଙ୍କ ଶରୀରରେ କୌଣସି ଅଙ୍ଗରେ ପୋଡା ଦାଗ କିମ୍ବା ଅପରେଶନ କିମ୍ବା କୌଣସି ଟାଟୁ ର ଚିହ୍ନ ମିଳିଲେ ଆପଣ ରିଜେକ୍ଟ ହୋଇଯିବେ। ସେହିଭଳି ଯଦି ଆପଣଙ୍କ ଗୋଡ଼ କିମ୍ବା ହାତ ଆଗରୁ ଭାଙ୍ଗିଥିବ ତାହାଲେ ମଧ୍ୟ ଆପଣ ସିଲେକ୍ଟ ହୋଇ ପାରିବେ ନାହିଁ। କେବଳ ସେତିକି ନୁହେଁ ଯଦି ଆପଣଙ୍କ ଦୁଇଟି ଯାକ ଆଣ୍ଠୁ ପରସ୍ପରକୁ ସ୍ପର୍ଶ କରୁଥିବେ ତେବେ ଆପଣ ରିଜେକ୍ଟ ହୋଇଯିବେ।

Leave a Reply

Your email address will not be published. Required fields are marked *