ଲିଭର ଟ୍ରାନ୍ସପ୍ଲାଣ୍ଟ ପରେ କେତେ ଦିନ କାମ କରିବ ଲିଭର । ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ମାମ-ଲାରେ ଆସିଲା ନୂଆ ଖବର ।

ଅଭିନେତା ପିଣ୍ଟୁ ନନ୍ଦ ମାମ-ଲାରେ ବର୍ତ୍ତମାନ ତାଙ୍କ ପ୍ରଶଂସକ ମାନେ ଏହା ଜାଣିବାକୁ ସବୁବେଳେ ଇଚ୍ଛା କରୁଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟ ମାମ-ଲାରେ ବର୍ତ୍ତମାନ ସୁଦ୍ଧା କେତେ ସୁଧାର ଆସିଲାଣି । ଯେହେତୁ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟେସନ କଥା ଶୁଣିବାକୁ ମିଳିଥିଲା , ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଲିଭର ଟ୍ରାନ୍ସପ୍ଲାଣ୍ଟ ପରେ ଲିଭର ଆଉ ପୂର୍ବ ଭଳି ଶହେ ପ୍ରତିଶତ କାମ କରିବ କି ନାହିଁ । ଆଉ ଯଦି କାମ କରିବ ତେବେ କେତେ ଦିନ ପର୍ଯ୍ୟନ୍ତ କାମ କରିବ । ଆଉ ଯଦି ସେ ଟ୍ରାନ୍ସପ୍ଲାଣ୍ଟ ପରେବି ମ-ଦ ପିଅନ୍ତି ତେବେ କଣ ହେବ ? ଏଭଳି ଅନେକ ପ୍ରଶ୍ନ ମନକୁ ଆସୁଛି । ଯାହାଦ୍ୱାରା ମ-ଦ୍ୟ ପାନ କରୁଥିବା ବ୍ୟକ୍ତିଙ୍କ ଚିନ୍ତା ବଢ଼ିବାରେ ଲାଗିଛି ।

ତେବେ କହି ଦେଉଛୁ ଯେ ଯଦି ଲିଭର ଖରାପ ହେବା ପରେ ଲିଭର ଟ୍ରାନ୍ସପ୍ଲାଣ୍ଟ ହୁଏ ତେବେ ମଣିଷ ଆଉ ପୂର୍ବ ଭଳି ଅଭ୍ୟାସ ଜାରି ରଖି ପାରିବ ନାହିଁ । ଯାହାକି ଜୀବନ ପ୍ରତି ବି-ପଦ ସୃଷ୍ଟି କରିବ । ଯାହାକି ଲିଭର ଖରାପ ହେବା ଲିଭର କ୍ୟାନ୍ସର ହେବା ଗୋଟିଏ ଅତି ଭ-ୟଙ୍କର ପରିସ୍ଥିତି ସୃଷ୍ଟି କରିଥାଏ । ତେବେ ଯେଉଁମାନେ ଲିଭର ସମସ୍ୟା ହେବା ପୂର୍ବରୁ ଲକ୍ଷଣ ଜାଣି ସମୟ ଥାଉ ଥାଉ ଡାକ୍ତରଙ୍କ ପାଖରେ ଚିକିତ୍ସା କରାଇ ନିଅନ୍ତି , ସେମାନେ ଲିଭର କ୍ୟାନ୍ସରରୁ ବର୍ତ୍ତି ଯାଆନ୍ତି । ମାତ୍ର ଯେଉଁ ମାନେ ଜାଣି ପାରନ୍ତି ନାହିଁ ସେଠାରେ ଲିଭର ଶିରୋସିସ ଭଳି ସଙ୍କ-ଟାପନ୍ନ ପରିସ୍ଥିତି ସୃଷ୍ଟି ହୋଇଥାଏ ।

ଯଦି ଲିଭର ଡୋନର ମିଳିଯାଏ ତେବେ ଜୀବନ ବଞ୍ଚିଯାଏ । ମାତ୍ର ଲିଭର ଡୋନର ମିଳିବା ଏତେ ବି ସହଜ ନୁହେଁ । ଲିଭର ଯଦି ନମିଶେ କିମ୍ବା ବ୍ଲଡ ଯଦି ସମାନ ନହୁଏ ତେବେ ଲିଭର ଟ୍ରାନ୍ସପ୍ଲାଣ୍ଟ ହୋଇ ପାରିବ ନାହିଁ । ଆଉ ଯଦି ଖରାପ ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯାଏ ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେ ସେହି ଲୋକ କେତେ ଦିନ ପର୍ଯ୍ୟନ୍ତ ଜୀ-ବିତ ରହି ପାରିବ । ଏକ ସର୍ଭେରୁ ଜଣା ପଡ଼ିଛି ଯେ , ଯେଉଁ ବ୍ୟକ୍ତିଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହୋଇଥାଏ , ସେମାନଙ୍କର ଯେତେ ଦିନ ବଞ୍ଚିବାର ଥାଏ , ତାଠାରୁ ଆୟୁଷ ନିଶ୍ଚିତ ଭାବରେ କମିଯାଏ । ତେବେ ଲିଭର ଟ୍ରାନ୍ସପ୍ଲାଣ୍ଟ ପରେ ୭୫ ପ୍ରତିଶତ ଲୋକ ଅତିକମରେ ପାଞ୍ଚ ବର୍ଷ ଜୀବିତ ରହନ୍ତି ।

ତାଠାରୁ ଅଧିକ ସମୟ ପର୍ଯ୍ୟନ୍ତ ମଧ୍ୟ ଜୀବିତ ରହି ପାରନ୍ତି । ୨୫% ଲୋକଙ୍କର କିନ୍ତୁ ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ଲିଭର ପାଞ୍ଚ ବର୍ଷ ମଧ୍ୟରେ ଖରାପ ହୋଇଯାଏ । ତେବେ ମୋଟ ଉପରେ କହିବାକୁ ଗଲେ ଲିଭର ଟ୍ରାନ୍ସପ୍ଲାଣ୍ଟ ପରେ ହୁଏତ ଲୋକଙ୍କ ବଞ୍ଚିବାର ସମୟ ବଢ଼ିଯାଏ , କିନ୍ତୁ ସେହି ପ୍ରତିଶତ ସେତେବେଳେ କମିଯାଏ ଯେତେବେଳେ ବ୍ୟକ୍ତି ପୁଣିଥରେ ଖରାପ ଅଭ୍ୟାସ ଦ୍ୱାରା ପୀ-ଡ଼ିତ ହୋଇଥାଏ । ତେବେ ଟ୍ରାନ୍ସପ୍ଲାଣ୍ଟ ପରେ ଯଦି ଡାକ୍ତରଙ୍କ ଉଚିତ ତତ୍ୱବଧାନରେ ଦେଖା ଶୁଣା କରାଯାଏ ତେବେ ଲିଭର ଠିକ ଭାବରେ କାମ କରିଥାଏ ।

Leave a Reply

Your email address will not be published. Required fields are marked *