ମାଛ ତରକାରୀ ପାଇଁ ସ୍ୱାମୀ ନେଇଗଲା ସ୍ତ୍ରୀ ଜୀବନ।

ସାମାନ୍ୟ ମାଛ ପାଇଁ ସ୍ୱାମୀ ସାଜିଲା ସୈ-ତାନ। ସାମାନ୍ୟ ମାଛ ତରକାରୀ ପାଇଁ ସ୍ୱାମୀ ସ୍ତ୍ରୀର ତ-ଣ୍ଟି ଚି-ପି କଲା ହ-ତ୍ୟା। ମାଛ ତରକାରୀ ପାଇଁ ସ୍ୱାମୀ ଭୁଲିଗଲା ସେ ଜଣେ ମଣିଷ ବୋଲି।ସାରା ଜୀବନ ସ୍ତ୍ରୀର ହାତ ଧରି ବାଟ ଚାଲିବାକୁ କଥା ଦେଇଥିଲା ସ୍ୱାମୀ। ପାଦରେ ପାଦ ମିଶାଇ ଏ ଜୀବନର ଅଙ୍କା ବଙ୍କା ରାସ୍ତାକୁ ସାଥି ହୋଇ ଅତିକ୍ରମ କରିବାକୁ ଦିନେ କଥା ଦେଇଥିଲା ସ୍ୱାମୀ। ଆଉ ସ୍ୱାମୀ କଥା ଦେଇଥିଲା ଜୀବନରେ ଆସୁଥିବା ସବୁ ଝଡ଼ ଝଞ୍ଜାକୁ ସାଥି ହୋଇ ସାମ୍ନା କରିବାକୁ। ମାତ୍ର ଏ କଣ ସାମାନ୍ୟ ମାଛ ତରକାରୀ ପାଇଁ ସ୍ୱାମୀ ଭୁଲି ଗଲା ସେ ଦିନେ ସ୍ତ୍ରୀକୁ କୁ ଦେଇଥିବା ସେହି ମୂଲ୍ୟବାନ କିଛି ପଦ କଥା।

ସେଦିନ ସ୍ୱାମୀ ସ୍ତ୍ରୀକୁ କହିଥିଲା ମାଛ ତରକାରୀ କରିବା ପାଇଁ ହେଲେ ଏଥିରେ ସ୍ତ୍ରୀ ରା-ଗିକି ଧାଇଁ ଆସିବାରୁ ଆରମ୍ଭ ହୋଇଥିଲା ସ୍ୱାମୀ ସ୍ତ୍ରୀଙ୍କ ଲ-ଢେଇ। ସ୍ୱାମୀ ଉ-ତ୍କ୍ଷିପ୍ତ ହୋଇ ସ୍ତ୍ରୀର ତ-ଣ୍ଟି ଚି-ପି ସ୍ତ୍ରୀକୁ ହ-ତ୍ୟା କରିଥିବା ନିଜେ ସ୍ୱୀକା-ର କରିଛି।

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲାରୁ ଆସିଛି ଏହି ସାଙ୍ଘା-ତିକ ଲୋମ ଟା-ଙ୍କୁରା ଘ-ଟଣା। ଭଦ୍ରକ ପୀରହାଟ ଥା-ନା ଅଞ୍ଚଳରେ ଏହି ଘ-ଟଣା ଘଟିଥିବା ବେଳେ ସ୍ୱାମୀ ନିଜ ଭୁଲ ମାନି ବଖାଣିଛି କଣ ଘଟିଥିଲା ଓ ସେ କାହିଁକି ହ-ତ୍ୟା କଲେ ସ୍ତ୍ରୀଙ୍କୁ। ସ୍ୱାମୀଙ୍କ କହିବା ମୁତାବକ ସେ ଦିନ ସ୍ୱାମୀ ମାଛ ଆଣିଥିଲେ ଆଉ ସ୍ତ୍ରୀକୁ କହିଥିଲେ ମାଛ ତରକାରି କରିବାକୁ ହେଲେ ସ୍ତ୍ରୀ କିନ୍ତୁ ମାଛ ତରକାରୀ କଥା ଶୁଣି ରାଗିକି ଧାଇଁ ଯାଇଥିଲେ କାମୁ-ଡ଼ିବାକୁ।

ସ୍ୱାମୀ କହିଛନ୍ତି କି ମୋ ସ୍ତ୍ରୀ ପାଗିଳିଟା ଆଉ ମୁଁ କେତେ ସହିଥାନ୍ତି କଷ୍ଟ ଯ-ନ୍ତ୍ରଣା। କଣ କରିଥାନ୍ତି ମୁଁ। ସେ ଧାଇଁ ଆସି ଯେତେବେଳେ ମତେ କାମୁ-ଡ଼ିବାକୁ ଲାଗିଲା ମୁଁ ରା-ଗି ଯାଇ ତାକୁ ଗୋଇଠା ବି-ଧା ମା-ରିଲି ହେଲେ ପାଟିଲିନି ଶେଷରେ ତା ତ-ଣ୍ଟି ଚି-ପିଦେଲି। ମୁଁ ଭୁଲ କରିଛି ମୋ ସ୍ତ୍ରୀକୁ ହ-ତ୍ୟା କରି। ହେଲେ ମୋ ପାଖରେ କୌଣସି ବିକଳ୍ପ ନଥିବାରୁ ମୁଁ ମୋ ନିଜ ଜୀବନ ବଞ୍ଚାଇବାକୁ ଯାଇ ଏମତି କଲି ବୋଲି ସ୍ୱାମୀ କହିଛନ୍ତି।

ସେପଟେ ସ୍ତ୍ରୀକୁ ମା-ରି ପିଲା ମାନଙ୍କୁ ବେସାହାରା କରିଦେଇଛି ବାପା। ସାମାନ୍ୟ ମାଛ ତରକାରୀ ପାଇଁ ଉଜୁଡି ଯାଇଛି ସୁନାର ସଂସାର। ଯେଉଁ ସଂସାର ଦିନେ ହସ ଖୁସିରେ ଫାଟି ପଡୁଥିଲା ସେହି ସଂସାର ଆଜି ସାମନ୍ୟ ମାଛ ତରକାରି ପାଇଁ ଉଜୁଡି ଯାଇଛି।ସ୍ତ୍ରୀକୁ ମା-ରି ସ୍ୱାମୀ ଅନୁତାପ କରୁଛି ହେଲେ କିନ୍ତୁ ସ୍ତ୍ରୀ ଯାଇଁ ଅ-ଫେରା ରାଇଜରେ ଆଉ ଯେତେ ମନେ ପକାଇ ଝୁରି ହେଲେ ମଧ୍ୟ ସ୍ତ୍ରୀ କେବେ ଆଉ ଫେରିବ ନାହିଁ।

ହେଲେ କି ଭୁଲ କରିଥିଲେ ପିଲାମାନେ କାହିଁକି ବାପାଙ୍କ ଭୁଲ ପାଇଁ ସେ ଆଜି ବେସାହାରା ହୋଇଗଲେ ବୋଲି ବାପାଙ୍କୁ ପ୍ରଶ୍ନ କରୁଛନ୍ତି ପିଲା। ମା ପାଗେଳି ହେଉ କି ଯାହା ବି ସେତ ଆମ ମା ଥିଲା ନା ସାମାନ୍ୟ ମାଛ ତରକାରୀ ତୁମ ପାଇଁ ଏତେ ବଡ଼ ହୋଇଗଲା ଯେ ଯେଉଁ ହାତରେ ଦିନେ ତୁମେ ମାଙ୍କ ହାତ ଧରିଥିଲ ସେହି ହାତରେ ତ-ଣ୍ଟି ଚି-ପି ମାଙ୍କୁ ହ-ତ୍ୟା କଲ।

ସେପଟେ ସ୍ୱାମୀଙ୍କୁ ପୋ-ଲିସ ଗି-ରଫ କରି କୋର୍ଟ ଚା-ଲାଣ କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *