ପଦାରେ ପଡିଲା ରଙ୍ଗୀଲା ବାବାଙ୍କ ସେ-କ୍ସି କାରନାମା, ବାବା କରୁଥିଲେ ସାଙ୍ଘା-ତିକ କା-ଣ୍ଡ।

ପୁଣି ସାମ୍ନାକୁ ଆସିଲେ ରଙ୍ଗିଲା ବାବା। ଏ ବାବାଙ୍କର ବି ପ୍ରବଳ ଆଳୁ ଦୋ-ଷ। ଉପରୁ ସିନା ଦେଖା ଯାଉଛନ୍ତି ବାବାଙ୍କ ଭଳି ହେଲେ ଭିତରେ ପ୍ରବଳ ଦୋ-ଷ। ମୁଣ୍ଡରେ ଚିତା ଚନ୍ଦନ ଦେହରେ ପିନ୍ଧିଛନ୍ତି ଗେରୁଆ ବସ୍ତ୍ର। ହେଲେ ବାବାଙ୍କର ରହିଛି ସେ-କ୍ସ ପ୍ରତି ଦୁର୍ବ-ଳତା। ଏ କଥା ଆମେ କହୁନୁ ଏହି ବାବା ଏବେ ଧରା ପଡିବା ପରେ ଲୋକେ କହୁଛନ୍ତି।

ବନ୍ଦ ଘରେ ବାବା କରୁଥଲେ ଖେଳ। ହେଲେ ବାବାଙ୍କ ଭ-ଣ୍ଡାମି ରୂପକୁ ସାମ୍ନାକୁ ଆଣିଲେ ମହିଳା। ଆଉ ତା ପରେ ବାବା ପୁରା ସାଧୁ ରୂପେ ହେଲେ ପ୍ରକଟ ମାନ। ସତେ ଯେପରି ସେ ମହିଳାଙ୍କୁ ଚାହାଁନ୍ତି ନାହିଁ ଏପରି ଅଭିନୟ କରୁଥିଲେ ଏହି ରଙ୍ଗିଲା ବାବା ଜଣଙ୍କ ।
ଆସନ୍ତୁ ଏହି ରଙ୍ଗିଲା ବାବାଙ୍କ ପୁରା କା-ଣ୍ଡ କାର-ନାମା ଉପରେ ନଜର ପକାଇବା।

ପଦାରେ ପଡିଲା ରଙ୍ଗିଲା ବାବାଙ୍କ ସେ-କ୍ସି କା-ଣ୍ଡ। ବାବା କରୁଥିଲେ ମହିଳାଙ୍କ ସହ ନି-ର୍ଧୁମ ଖେଳ। ବେକରେ ଜପା ମାଳି ମନରେ ବହେ ପା-ପ।ଧର୍ମର କଥା କହି ଅଧର୍ମ କା-ଣ୍ଡ କରୁଥିଲେ ବାବା। ଏହି ଭାଣ୍ଡୁଆ ବାବାଙ୍କୁ ବିଶ୍ୱାସ କରୁଥିବା ନି-ରିହ ମଣିଷଙ୍କ ବିଶ୍ୱାସରେ ବାବା ଦେଉଥିଲେ ବି-ଷ। ଯେହେତୁ ଆମ ଲୋକେ ଅତ୍ୟନ୍ତ ସରଳ ବିଶ୍ୱାସୀ ତେଣୁ ଏହି ପରି କିଛି ବାବା ମାନେ ତାଙ୍କ ବିଶ୍ୱାସରେ ଦେଉଥିଲେ ବି-ଷ।

ତେବେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ବାବାଙ୍କ କା-ଣ୍ଡ କାରନାମାର ଭିଡିଓ। ବାବା ଜଣଙ୍କ ନିଜ ଶିଷ୍ୟଙ୍କ ସହ କରୁଥିଲେ ରା-ସ ଲୀ-ଳା ଆଉ ଧରା ପଡିଯିବା ପରେ ମୁହଁ ତୋଡି ମଧ୍ୟ ମା-ରିବା ବନ୍ଦ କରି ନାହାଁନ୍ତି ଏହି ବାବା। ବାବା ଜଣଙ୍କ ନିଜ ଦେହର ଭୋକ ମେ-ଣ୍ଟାଇବାକୁ ଯାଇ ମହିଳା ସିଷ୍ୟା ଙ୍କ ସହ କରୁଥିଲେ ଏକ ବନ୍ଦ କୋଠରୀରେ ଖେଳ। ହେଲେ ଏହି ଖେଳ ଧରା ପଡିଯାଇଥିଲା ଲୋକଙ୍କ ହାତରେ।

କଥାରେ ଅଛି ସବୁଦିନ ଚୋର ଘର କେବେ ଅନ୍ଧାର ନଥାଏ ଅମାବାସ୍ୟା ପରେ ପୂର୍ଣ୍ଣିମା ତ ନିଶ୍ଚିତ ଆସିଥାଏ। ମାତ୍ର ଏହି ଭଣ୍ଡୁଆ ବାବାକୁ ବୋଧେ ହୁଏ କଥା ଜଣା ନଥିଲା। ରାତି ଆସୁଥିଲେ ବଢ଼ୁଥିଲା ବାବାଙ୍କ ଦେହର ତାତି ଆଉ ବାବା ମଧ୍ୟ ନିଜ ତାତି ସମ୍ଭାଳି ନପାରି ତାଙ୍କୁ ବିଶ୍ୱାସ କରୁଥିବା ତାଙ୍କୁ ସମ୍ମାନ ଦେଉଥିବା ତାଙ୍କ ଭକ୍ତଙ୍କୁ କରୁଥିଲେ ଯୌ-ନ ଶୋଷଣ। ଆଉ ବର୍ତ୍ତମାନ ଲୋକଙ୍କ ହାବୁଡ଼ରେ ପଡିଯିବା ପରେ ବାବାଙ୍କ ଏହି ର-ଙ୍ଗିଲା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଲୋକେ କହୁଛନ୍ତି କଣ କରୁଥିଲ ବନ୍ଦ କୋଠରୀରେ।

ସେପଟେ ଏହି ଘଟ-ଣାକୁ ନେଇ ଲୋକେ ପୋଲି-ସକୁ ଖବର ଦେଇଥିବା ବେଳେ ପୋ-ଲିସ ମଧ୍ୟ ଘ-ଟଣା ସ୍ଥଳରେ ପହଞ୍ଚିଥିବା ଭିଡ଼ିଓରେ ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ଠୁ ସଚେତନ ହୁଅନ୍ତୁ ସଜାଗ ରୁହନ୍ତୁ ନଚେତ ଏହି ଭଳି ଚିତା ଚନ୍ଦନ ଟାଣିଥିବା ଓ ଗେରୁଆ ବସ୍ତ୍ର ପରିଧାନ କରିଥିବା ବାବାଙ୍କ ଯୌ-ନ ଶୋଷ-ଣର ଶି-କାର ହୋଇ ପାରନ୍ତି। ଏହି ଭଳି କିଛି ରଙ୍ଗିଲା ଆତ୍ମ ଘୋଷିତ ବାବାଙ୍କ ଠୁ ନିଜକୁ ଦୂରେଇ ରଖନ୍ତୁ।

Leave a Reply

Your email address will not be published. Required fields are marked *