I am Sorry ଡିଜେ ଆଜେକ୍ସ ।

ଚାରିଆଡେ ସମସ୍ତେ ଗୋଟିଏ କଥା କହୁଛନ୍ତି । ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା । ମୁଁ କୁଆଡେ ଡିଜେ ଆଜେକ୍ସଙ୍କ ମୃ-ତ୍ୟୁ ପାଇଁ ଦାୟୀ । ହେଲେ ତୁମେ କୁହ ଆଜେକ୍ସ ମୁଁ କଣ ଜାଣିଥିଲି ତୁମେ ଦିନେ ଏପରି ନିଷ୍ପତ୍ତି ନେଇଯିବ ବୋଲି । ତୁମେ କୁହ ଆଜେକ୍ସ ମୁଁ କଣ କେବେ ଏହା ଚିନ୍ତା କରି ପାରିବି । ତୁମେ ଜାଣିନ ମୁଁ କେବେ ସ୍ୱପ୍ନରେ ବି ଭାବିନଥିଲି ତୁମେ ଏପରି କିଛି ନିଷ୍ପତ୍ତି ନେଇଯିବ ବୋଲି । ସବୁଦିନ ପାଇଁ ଏ ଦୁନିଆ ଛାଡି ତୁମେ ଆର ପାରିକୁ ଚାଲିଯିବ ବୋଲି । ଇମେଲର ଫଟୋ ସବୁ ରହି ଯାଇଛି ।

ଆଉ ଏହି ଇମେଲ ଫଟୋ ଦେଖିବା ପରେ ତାହା ମତେ ଖୁବ କଷ୍ଟ ଦେଉଛି । ଆଜେକ୍ସ ପାରିବ ତ ମତେ କ୍ଷମା କରିଦେବ । ମୁଁ ଜାଣି ପାରିଲିନି କି ତୁମେ ମତେ ଏତେ ଭଲ ପାଉଛ ବୋଲି । ହଁ ବନ୍ଧୁଗଣ ଏବେ ଚାରି ଆଡ଼େ ଚର୍ଚ୍ଚା ହେଉଛି କି ଜିଜ୍ଞାସା କୁଆଡେ ମନେ ମନେ ଆଜେକ୍ସ ଙ୍କୁ ମନେ ପକାଉଛନ୍ତି । ଜିଜ୍ଞାସା କୁଆଡେ ଆଜେକ୍ସଙ୍କ କଥା ଭାବୁଛନ୍ତି । ଆଉ ଆଜେକ୍ସଙ୍କ ଫଟୋ ଦେଖି କ୍ଷମା କରିଦେବା ପାଇଁ କହୁଛନ୍ତି ।

ନା ତୁମେ ଜାଣିଥିଲ ନା ମୁଁ ଜାଣିଥିଲି ଏମିତି ସବୁ ଏତେ ଶୀଘ୍ର ଘଟିଯିବ ବୋଲି । ମୁଁ ବୁଝି ପାରୁନି ତୁମେ କାହିଁକି ଏତେ ବଡ଼ କଠୋର ନିଷ୍ପତ୍ତି ନେଲ । ମୁଁ ବୁଝି ପାରୁନି ତୁମେ କାହିଁକି ଏ ଦୁନିଆ ଛାଡି ଚାଲିଯିବାକୁ ନିଷ୍ପତ୍ତି ନେଇଗଲ । ଜାଣିଛ ଆଜେକ୍ସ ଯେତେବେଳେ ମୁଁ ପ୍ରଥମେ ତୁମକୁ ତୁମକୁ କଲେଜରେ ଦେଖିଥିଲି । ସେତେବେଳେ ତୁମେ ମୋତେ ବହୁତ ଭଲ ଲାଗୁଥିଲ । ଆଉ ମୁଁ ଭାବୁଥିଲି ଯେମିତିବି ହେଉ ମୁଁ ତୁମ ଜୀବନରେ ନିହାତି ଭାବେ ଆସିଯିବି । ଆଉ ଏହି ସ୍ୱପ୍ନ ମୋର ସତ ବି ହୋଇଥିଲା । ହେଲେ ମୁଁ କେବେ କଳ୍ପନା କରିନଥିଲି ଏହା ପରେ ଏମିତି କିଛି ଘଟିଯିବ ବୋଲି ।

ରଶ୍ମି ଯିବା ପରେ ମୁଁ ଏକା ଏକା ବଞ୍ଚୁଥିଲି । ମତେ କିଛି ବି ଭଲ ଲାଗୁନଥିଲା । ହେଲେ ତୁମକୁ ଦେଖିବା ପରେ ଜୀବନର ସବୁ କିଛି ବଦଳି ଗଲା । ରଶ୍ମିଙ୍କୁ ଭୁଲିଯାଇ ତୁମକୁ ପ୍ରେମ କରିବାକୁ ଚାହିଁଲି ତୁମରି ସାଥିରେ ଜୀବନ ଜୀଇଁବାକୁ ଭାବିଲି । ଆଉ ଶେଷରେ ତୁମକୁ ପ୍ରେମ ନିବେଦନ ବି କରିଲି । ଆମେ ଏକାଠି ଅନେକ ସମୟ ଅତିବାହିତ କଲେ । ଆମେ ଏକାଠି ଅନେକ ସମୟ ସାଥି ହୋଇ କାଟିଲେ । ମୁଁ ତୁମ ଭିତରେ ମୋ ଭବିଷ୍ୟତକୁ ଦେଖୁଥିଲି । ଆଉ ମୁଁ ଏ କଥା ମଧ୍ୟ ଜାଣିଥିଲି କି ତୁମେ ମତେ ଖୁବ ଭଲ ପାଅ ବୋଲି ।

ହେଲେ ସବୁକିଛି ଏପଟ ସେପଟ ହୋଇଗଲା । ତୁମେ ଏମିତି ମତେ ଛାଡି ଅଧା ରାସ୍ତାରେ ଏକା ଏକା ଏକ କଠିନ ନିଷ୍ପତ୍ତି ନେଇଗଲ । ଯାହା ମୋ ପାଇଁ ଖୁବ କଷ୍ଟକର । କେବେ ଥରେ ହେଲେ ଭବିଲନି କି ଏବେ ମୋ ଉପରେ କଣ ବିତୁଥିବ । ଏବେ ମଟେ ଲୋକେ କେତେ କଥା କହୁଥିବେ । ତୁମେ ମ-ରିବାର କିଛି ସମୟ ପୂର୍ବରୁ ମୁଁ ତୁମ ଅଡିଓ ରେକର୍ଡ ପାଇ ବାରମ୍ବାର କଲ କରିବାକୁ ଚେଷ୍ଟା କରିଥିଲି । ହେଲେ ମୋର ତୁମ ସହ ଯୋଗାଯୋଗ ହୋଇ ପାରିଲା ନାହିଁ ।

ଆଉ ଯେତେବେଳେ ମୋ ପାଖରେ ତୁମ ମୃ-ତ୍ୟୁର ଖବର ଆସି ପହଞ୍ଚିଲା ସେତେବେଳେ ମୋ ମୁଣ୍ଡ ଘୁରାଇ ଦେଇଥିଲା । ମୋ ପାଦ ତଳୁ ମାଟି ଖସି ଯାଇଥିଲା । ଆଉ ତୁମେ ମ-ରିବା ପରେ ତୁମ ଅଡିଓ ରେ-କର୍ଡ ଯେତେବେଳେ ଗଣମାଧ୍ୟମରେ ଘୁରି ବୁଲିବା ସମସ୍ତେ ମତେ ବହୁତ କଥା କହିଲେ ।

ହେଲେ ତୁମେ କୁହ ଆଜେକ୍ସ ମୁଁ କଣ ଜାଣିଥିଲି ତୁମେ ଏପରି କଠିନ ନିଷ୍ପତ୍ତି ନେଇଯିବ ବୋଲି । ମୁଁ କଣ ଜାଣିଥିଲି ତୁମେ ଏମିତି ସବୁଦିନ ପାଇଁ ଆର ପାରିକୁ ଚାଲିଯିବ ବୋଲି । ଏବେ ତୁମେ ବହୁତ ମନେ ପଡୁଛ ଆଜେକ୍ସ । ଏବେ ତୁମେ ଏତେ ମନେ ପଡୁଛ ମୁଁ ତୁମ ଶେଷ ଫଟୋ । ଆଉ ଛାଡି ଯାଇଥିବା କିଛି ଅଡିଓ ଶୁଣି ବଞ୍ଚୁଛି । ହେଲେ କ୍ଷମା କରିଦେବ ଆଜେକ୍ସ ମୋର ଯେତେବେଳେ ତୁମ ପ୍ରେମ ତୁମ ଭଲ ପାଇବାକୁ ବୁଝିବାର ଥିଲା ସେହି ସମୟରେ ମୁଁ ବୁଝି ପାରିଲି ନାହିଁ । ତୁମେ ଏବେ ଉପରେ ଥାଇ ମତେ ନିହାତି ଭାବେ ଦେଖୁଥିବ । ଦେଖ ତୁମ ପାଇଁ ମତେ ଦୁନିଆ ଲୋକେ ଦୁନିଆ କଥା କହୁଛନ୍ତି । ମୁଁ ଏତେ ନିନ୍ଦା ଏତେ ଅପ-ବାଦ କୁ ମୁଣ୍ଡରେ ମୁଣ୍ଡାଇ ଆଗକୁ ଆଗେଇ ଚାଲିଛି । ହେଲେ ତୁମେ ଉପରେ ଥାଇ ମତେ କ୍ଷମା କରିଦେବ ଆଜେକ୍ସ ।

Leave a Reply

Your email address will not be published. Required fields are marked *