ଥା-ନାରେ ଏ-ଫଆ-ଇଆର ପରେ ବଦଳିଲା ନିଶାଙ୍କ ସ୍ୱର । ସମସ୍ତଙ୍କ ସାମ୍ନାରେ ମାଗିଲେ ଭୁଲ ।

ପ୍ରାୟତଃ ସୋସିଆଲ ମିଡ଼ିଆରେ ଅନେକ ସମୟରେ ନିଶା ମହାରଣାଙ୍କ ବ-ୟାନ ଭାଇରଲ ହୋଇଥାଏ ଯେଉଁଥିରେ ସେ ତାଙ୍କ ବି-ରୋଧ କରୁଥିବା ଲୋକଙ୍କ ଉପରେ ବର୍ଷିଥାନ୍ତି ଏବଂ ମା’ ଭଉଣି ନେଇ ଖରାପ ଭାଷାରେ କହନ୍ତି । ଏମିତି ଏଇ କିଛିଦିନ ତଳେ ମଧ୍ୟ ଏକ ଭିଡ଼ିଓ ଭାଇରଲ ହୋଇଥିଲା ଯେଉଁଥିରେ ନିଶା କିନ୍ନରକୁ ଆକ୍ଷେପ କରି ଏବଂ କିଛି କଳାକାରଙ୍କୁ ଆକ୍ଷେପ କରି ଅ-ଶ୍ଳୀଳ ଭାଷା କହିଥିଲେ । ଆଉ ସେତେବେଳେ ବୋଧହୁଏ ନିଶା ଭାବି ନଥିଲେ ଯେ ତାଙ୍କର ଏହି ବ-ୟାନ ତାଙ୍କୁ ଦିନେ ନା ଦିନେ ମହ-ଙ୍ଗା ପଡ଼ିବ । ଆଉ ଏବେ ତାଙ୍କ ସ୍ୱର ଯେମିତି ବଦଳି ଯାଇଛି ଏବଂ ତାଙ୍କ ଅସଲ ରୂପ ଯେମିତି କେଉଁଠି ଲୁ-ଚି ଯାଇଛି ।

ପ୍ରଥମେ ରା-ଗ ତମତମ ହୋଇ ଅକାତ ଦେଖାଇବା ସହ ଉଠାଇ ଦେବି କହି ଅନର୍ଗଳ ଗା-ଳି କରିଲେ ଏବଂ ତାପରେ ଥା-ନାରେ ଏ-ଫଆ-ଇଆର ରୁଜ୍ଜୁ ହୋଇଥିଲା । ଯେଉଁଥିରେ ଧ-ମକ ଦିଆଯାଇଥିଲା ଯେ କ୍ଷମା ନମାଗିଲେ ଆଗକୁ ନିଶା ହଇ-ରଣ ହେବେ । ଏହାପରେ ନିଶା ମହାରଣାଙ୍କ ପାଟିରୁ କଅଁଳ ସ୍ୱରରେ କ୍ଷମା ମାଗିବା ଆରମ୍ଭ ହୋଇଛି । ତେବେ ନିଶା ଏଭଳି ବଦଳି ଯିବେ କେହି ଭାବି ନଥିଲେ ।

ଯିଏ ପୂର୍ବ ଭିଡ଼ିଓରେ କହୁଥିଲା ସେମିତିକା ଡାନ୍ସ ସମସ୍ତେ କରୁଛନ୍ତି ଆଉ ଯଦି ସେ ନିଜେ କଲେ କଣ ହେଲା । ଏହାସହିତ ଦୟା ଯଦି ତାଙ୍କ ରାସ୍ତାକୁ ଆସନ୍ତି ତେବେ ନାମ ନେବୁ କହିବା ସହିତ ଅ-ଶ୍ଳୀଳ ଭାଷା କହିଥିଲେ । ମାତ୍ର ରା-ଗରେ ଗା-ଳି କରୁ କରୁ କହି ଦେଇଥିଲେ ଯେ ସେ ଛକ୍କା ବୋଲି ।

ଏତିକି କଥାରୁ ପୁରା କିନ୍ନର ସମାଜ ଉତ୍ୟକ୍ତ ହୋଇଥିଲେ । ଏହାକୁ ନେଇ ଜଣେ କିନ୍ନର ମଧ୍ୟ ବେଶ ଜବାବ ଦେଇଥିଲେ ନିଶାଙ୍କୁ । ଆଉ ସେହିଠାରୁ ଯେମିତି ପୁରା ସାବାଡ଼ ହୋଇଗଲେ ନିଶା ଏବଂ କ୍ଷମା ମଧ୍ୟ ମାଗିଲେ । କିନ୍ନର ସମାଜ ଏହି ଘଟ-ଣା ପରେ ସିଧା ଯାଇ ନିଶାଙ୍କ ନାମରେ ଥା-ନାରେ ଏ-ଫଆ-ଇଆର ଦେଇଛନ୍ତି ।

ଆଇଟମ ଗାର୍ଲ ନିଶା ମହାରଣା ଏବଂ ଯାତ୍ରା କମିଟି ଦୟା ମଧ୍ୟରେ ଚାଲିଥିବା ବିବା-ଦରେ ଏକ ମୋଡ଼ ସୃଷ୍ଟି ହୋଇଛି । ଦୟାଙ୍କୁ କାଉଣ୍ଟର କରି ନିଶା ମହାରଣା ଗଣମାଧ୍ୟମରେ ଦେଇଥିବା ପ୍ରତି-କ୍ରିୟାରେ କିନ୍ନର ସମାଜକୁ ଆକ୍ଷେପ କରି ନିଶା ମହାରଣା ଅନେକ କିଛି ବିବା-ଦୀୟ ମନ୍ତବ୍ୟ ଦେଇଥିଲେ । ଯାହା କିନ୍ନର ସମାଜକୁ ଅପ-ମାନ ସଦୃଶ ହୋଇଛି ।

ଯାହାକୁ ବି-ରୋଧ କରି ଆଜି ଭଦ୍ରକ ଜିଲ୍ଲାର ନବଜୀବନ କିନ୍ନର ସଂଘର ଅନେକ କିନ୍ନର ନିଶା ମହାରଣାଙ୍କ ବିରୋ-ଧରେ ଗି-ରଫ ଦାବି କରିବା ସହିତ ସାମାଜିକ ଗଣମାଧ୍ୟମରେ ନିଜର ଭୁଲକୁ ସୁଧାରନ୍ତୁ ବୋଲି କହି ଗର୍ଜିଥିଲେ । ଏନେଇ ଭଦ୍ରକ ସହରାଞ୍ଚଳ ଥା-ନାରେ ଏ-ଫଆ-ଇଆର ମଧ୍ୟ ଦେଇଥିଲେ । ଆଉ ଏହା ପରେ ନିଶା ମହାରଣାଙ୍କ ସ୍ୱର ଯେମିତି ବଦଳି ଯାଇଛି ଏବଂ ସେ ଏକ ଭିଡ଼ିଓ ସେୟାର କରି ସମଗ୍ର କିନ୍ନର ସମାଜକୁ ଭୁଲ ମାଗିଛନ୍ତି ।

Leave a Reply

Your email address will not be published. Required fields are marked *