ସେ ଯେମିତି ଡ୍ରେସ ଖୋଲି ଦେଖାଇଲା ମୁଁ ଟିକେ ଖାଲି ଦେଖିଛି।

ମୁଁ ବେସି ଜମା ଦେଖିନି ଟିକେ ଖାଲି ଦେଖିଛି। ଅନ୍ଧାରରେ ବେସି କିଛି ଦେଖା ଯାଉନଥିଲା। ପ୍ରଥମେ ଦେଖେଇଲା ତା ପରେ କିଛି ସମୟ ଯାଇନି ଟଙ୍କା ମାଗିଲା।ଯେମିତି ଯୁବତୀ ଜଣଙ୍କ ଟଙ୍କା ମାଗିଲେ ମୁଁ ତ ଏକ ଦମ ଡ-ରିଗଲି ଆଉ। ତା ପରେ କଣ କରିବି ମୁଣ୍ଡ କାମ କଲାନି। ଏତିକି ଟିକେ ଦେଖିଛି ଟଙ୍କା ଦେବି।ଭାବିଲି କଣ କରିବି ଫ-ସିଗଲି ଏକ ଦମ ଏ ଯୁବତୀ ପାଖରେ। ତା ପରେ ମୋ ସ୍ତ୍ରୀକୁ ଯାଇ ଦେଖାଇଲି ଯେ ହେଲେ ମୋ ସ୍ତ୍ରୀ ମୋ ଉପରେ ରା-ଗିଲା

ଏକ ଯୁବକଙ୍କ ପାଖକୁ ଆସିଲା ଭିଡିଓ କଲ। ଭିଡିଓ କଲରେ ଏକ ଯୁବତୀ ଜଣେ ଯୁବକଙ୍କୁ ଡ୍ରେସ ଖୋଲି ଦେଖାଇଲେ ଯୁବକ ଜଣଙ୍କ କିଛି ବୁଝିବା ପୂର୍ବରୁ ଯୁବତୀଙ୍କ ମାୟା ଜା-ଲରେ ଛନ୍ଦି ହୋଇଯାଇଥିଲେ। ଯୁବତୀଙ୍କ ଉଲ-ଗ୍ନ ଚେହେରା ଦେଖି ଯୁବକ ଡ-ରି ଯାଇ କଲ କା-ଟିଦେଇଥିଲେ। ହେଲେ କିନ୍ତୁ ଯୁବତୀ ଜଣଙ୍କ କିଛି ସମୟ ପରେ ଉକ୍ତ ଯୁବକଙ୍କୁ ଏକ ଭିଡିଓ ଏଡିଟ କରି ପଠାଇଥିବା ଯୁବତୀ କହିଛନ୍ତି।

ଯୁବକଙ୍କ କହିବା ଅନୁଯାୟୀ ଯୁବତୀ ତାଙ୍କୁ ଭିଡିଓ ପଠାଇ ପ୍ରଥମେ ତାଙ୍କୁ ବ୍ଲା-କମେ-ଲ କରିଥିଲେ । ପରେ ଯୁବତୀ ଜଣଙ୍କ ଟଙ୍କା ମାଗିଥିଲେ ହେଲେ କିନ୍ତୁ ଏଥିରେ ଯୁବକ ଭ-ୟଭୀ-ତ ନହୋଇ ସାଇବର ଥା-ନାରେ ଅଭି-ଯୋଗ କରିଥିଲେ।

ଯୁବକ ଜଣଙ୍କ ଗଣ ମାଧ୍ୟମରେ ପ୍ରତି-କ୍ରିୟା ଦେବା ସମୟରେ କହିଛନ୍ତି କି ପ୍ରଥମତଃ ଏପରି ଭିଡିଓ କଲକୁ ରିସିଭି କରନ୍ତୁ ନାହିଁ ଯଦି ଏହି ଭିଡିଓ କଲ ରିସିଭି କରି କଥା ହେବେ ତାହାଲେ ଆପଣ ମଧ୍ୟ ବ୍ଲା-କମେ-ଲର ଶି-କାର ହୋଇ ମାନ-ସିକ ଓ ଆର୍ଥିକ କ୍ଷ-ତି ସହିବେ।ତେବେ ଯଥା ସମ୍ଭବ ଏଭଳି ଭିଡିଓ କଲରୁ ନିଜକୁ ଦୂରେଇ ରଖିବାକୁ ଯୁବକ ସମାଜକୁ ବାର୍ତା ଦେଇଛନ୍ତି।

ଏଥିସହିତ ସେ କହିଛନ୍ତି କି ସେ ଯୁବତୀଙ୍କ ମୁହଁ କେବଳ ଦେଖିଥିଲେ ତଳ ପଟ ସବୁ ଅନ୍ଧାର ଦେଖା ଯାଉଥିଲା ହେଲେ କିଛି ସମୟ ପରେ ଯୁବକ କଲ କା-ଟିଦେଇଥିଲେ ବି ଯୁବତୀ ଜଣଙ୍କ ସ୍କ୍ରିନ ରେ-କର୍ଡ କରି ଯୁବକଙ୍କ ଭିଡିଓ ଏଡିଟ କରି ତାଙ୍କ ନିକଟକୁ ପଠାଇ କିଛି ଗୋଟେ ଫାଇନାଲ କରି ଟଙ୍କା ଦେବାକୁ କହିଥିଲେ। ହେଲେ ଯୁବକ ଯୁବତୀଙ୍କ କଥା ନଶୁଣି ସାଇବର ଥା-ନାରେ ଅଭି-ଯୋଗ କରିଛନ୍ତି।

ବର୍ତ୍ତମାନ ସମୟରେ ଏହି ଭଳି ଅନେକ ଲୋକେ ଏହି ନ୍ୟୁ-ଡ଼ କଲରେ ଫସି ଲକ୍ଷାଧିକ କ୍ଷ-ତି ସହୁଛନ୍ତି ତ ଆଉ କିଏ ମାନ-ସିକ ସ୍ତରରେ ଭା-ଙ୍ଗି ପଡୁଛନ୍ତି। ତେଣୁ ସଚେ-ତନ ହୁଅନ୍ତୁ ଠକା-ମିରୁ ଦୂରେଇ ରୁହନ୍ତୁ।

Leave a Reply

Your email address will not be published. Required fields are marked *