ମୁଁ କାହାକୁ ଖୁସୀ କରିବି ସ୍ୱାମୀ କୁ ନା ଶଶୁରକୁ ।

ଜଣଙ୍କର ହାତ ଧରି ବିବାହ କଲି। ନିଜ ବିବାହକୁ ନେଇ ନିଜ ସ୍ୱାମୀଙ୍କୁ ନେଇ ସବୁ ଝିଅଙ୍କ ପରି ମୁଁ ମଧ୍ୟ ବେଶ ଖୁସୀ ଥିଲି। ସ୍ୱାମୀ ସହ ନୂଆ ପରିବାର ଗଢିବାର କଥା ଚିନ୍ତା କରୁଥିଲି ନୂଆ ସଂସାର। ଜୀବନର ନୂତନ ଅଧ୍ୟାୟ କିପରି ହେବ ଭାବି ଖୁସିରେ ଆତ୍ମହରା ହୋଇ ପଡୁଥିଲି। ହେଲେ ବିବାହ ପରେ ମୋ ସହ ଯାହା ଘଟିଲା ତାହା ମୋର କଳ୍ପନା ବାହାରେ ଥିଲା।

ମୁଁ ଚାହୁଁଥିଲି ସ୍ୱାମୀ ସହ ସୁଖର ସଂସାର କରିବାକୁ ହେଲେ କରିବାକୁ ହେଲେ ମୋ ଶଶୁର ଚାହୁଁଥିଲେ ମୋ ଶରୀର ସହ ପ୍ରତି ମୁହୂର୍ତ୍ତରେ ଖେଳିବାକୁ। ମୋ ଶରୀରକୁ ସ୍ୱାମୀ ନୁହେଁ ଶଶୁର ମନ ଭରି ଉପଭୋଗ କରିବାକୁ। ମୁଁ ଅସହାୟ ହୋଇଯାଇଥିଲି। କାହା ପାଖେ କହିଥାନ୍ତି ମୋ ଶଶୁର ଚାହୁଁଛନ୍ତି ମୋ ସହ ଶାରୀ-ରିକ ସ-ମ୍ପର୍କ ରଖିବାକୁ। ଯାହାର ହାତ ଧରି ବିବାହ କରିଥିଲି ତାଙ୍କୁ କହିଲି ହେଲେ ସେ କହିଲେ ମୋ ବାପାଙ୍କ ଯାହା ଇଛା ହେଉଛି ସେଇଆ କରେ।

ମୋ ସ୍ୱାମୀ ମତେ ନିଜେ କହିଛନ୍ତି ମୋ ବାପା ଙ୍କୁ ତୁ ସୁଖ ଦେ। ଯେତେବେଳେ ନିଜ ସ୍ୱାମୀ ହେଇ ସେ ମତେ ତାଙ୍କ ବାପାଙ୍କୁ ଖୁସି କରିବାକୁ ବାଧ୍ୟ କରୁଛନ୍ତି ସେତେବେଳେ ମୁଁ କଣ କରିଥାନ୍ତି। ହେଲେ ତଥାପି ମୁଁ ଚୁପ ରହିଲି ନାହିଁ। ମୁଁ ଏହାକୁ ବି-ରୋଧ କରିଲି। ମୋ ବି-ରୋଧ କରିବାର ପ୍ରତିବଦଳରେ ମୋ ଉପରେ ଆରମ୍ଭ ହେଲା ଅ-ତ୍ୟାଚା-ର। ଶଶୁର ସବୁବେଳେ ଜଗି ରହିଲେ ଟିକେ ସମୟ ମିଳିଲେ ମୋ ଶରୀର ଉପରେ ହାତ ବୁଲେଇ ମଜା ନେବାକୁ।

ମୁଁ ଯେତେବେଳେ ବି ଘରେ ସୋଇଥିବି ଶଶୁର ବିନା ଡ-ରରେ ମୋ ରୁମକୁ ପଶି ଆସୁଥିଲେ। ଆଉ ମୋ ପେଟ ଉପରେ ସିଧା ହାତ ବୁଲେଇ ଦେଉଥିଲେ। ମୁଁ ସେହି ସମୟରେ ଚି-ତ୍କାର କରି ଉଠି ନିଜ ଚରିତ୍ରକୁ ବଞ୍ଚାଇବାକୁ ଯାଇ ଧାଇଁ ଯାଉଥିଲି ଆର ପଟ ରୁମରେ ସ୍ୱାମୀଙ୍କ ପାଖକୁ। କାରଣ ସ୍ୱାମୀ ଆର ପଟ ରୁମରେ ବସି ୱାର୍କ ଫର୍ମ କରୁଥିଲେ।

ହେଲେ ମୁଁ ଯେତେବେଳେ ଧାଇଁ ଯାଇ ସ୍ୱାମୀଙ୍କୁ ତାଙ୍କ ବାପାଙ୍କ ଗୁଣ କହିଲି। କା-ନ୍ଦି କା-ନ୍ଦି ତାଙ୍କ ପାଦ ତଳେ ଲୋଟି ପଡିଲି ସେ ଚୁପ ରହିଲେ। ଆଉ ଯେତେବେଳେ କହିଲି ତୁମ ବାପା ମୋ ସହ ଏମିତି କରୁଛନ୍ତି। ମୁଁ ଗାଧେଇ ଯିବା ସମୟରେ ମତେ ଲୁ-ଚି ଲୁ-ଚି ଚାହୁଁଛନ୍ତି ମୁଁ ଶୋଇବା ଅବସ୍ଥାରେ ମୋ ପେଟରେ ହାତ ବୁଲେଇ ଦେଉଛନ୍ତି। ସେତେବେଳେ ସ୍ୱାମୀ କହିଲେ କଣ ହେଲା ମୋ ବାପାଙ୍କୁ ଟିକେ ସୁଖ ଦେ।

ମୋ ବାପା ଯାହା ଚାହୁଁଛନ୍ତି ତାଙ୍କୁ ଟିକେ ଶାନ୍ତି କରେ। ସ୍ୱାମୀଙ୍କ ପାଖରୁ ଏହି କଥା ଶୁଣି ମୁଁ ନିଜକୁ ଖୁବ ଅସହାୟ ମନେ କଲି। ବୟସର ଅପରାହ୍ନରେ ପହଁଚିଥିବା ବୃଦ୍ଧ ଶଶୁର ଯାହାଙ୍କୁ ମୁଁ ବାପାଙ୍କ ସ୍ଥାନ ଦେଇଥିଲି ଯାହାଙ୍କ ପ୍ରତି ଯଥେଷ୍ଟ ଭକ୍ତି ଆଉ ସମ୍ମାନ ଥିଲା ସେ ଯଦି ଏପରି କଥା କହିବେ ତେବେ ମୁଁ ଆଉ କାହାକୁ କଣ କହିବି।

ମୁଁ ତ ତାଙ୍କ ଘରେ ବୋହୁ ହୋଇ ଯାଇଥିଲି। ପରିବାର ଲୋକଙ୍କ ଶିକ୍ଷା ଅନୁଯାୟୀ ସ୍ୱାମୀ ଆଉ ଶଶୁରଙ୍କୁ ଦେବତା ଭାବି ଚଳୁଥିଲି। ହେଲେ ସ୍ୱାମୀ ଆଉ ଶଶୁର ମତେ ଚରିତ୍ର ହୀନା ସଜେଇ ଦେଲେ। ଶେଷରେ ତାଙ୍କ କଥାରେ ରାଜି ନ ହେବାରୁ ଶଶୁର ମୋ ପେଟରେ ବଢୁଥିବା ତାଙ୍କ ପୁଅର ଛୁଆକୁ ଗ-ର୍ଭନ-ଷ୍ଟ ଔଷଧ ଦେଇ ନ-ଷ୍ଟ କରିଥିଲେ। ଏହାକୁ ବି ମୁଁ ସହିକି ତାଙ୍କ ଘରେ ପଡି ରହିଲି ହେଲେ ଯେତେବେଳେ ଏହା ଧୀରେ ଧୀରେ ବୃଦ୍ଧି ପାଇଲା।

ମୁଁ ନିଜକୁ ସେ ରା-କ୍ଷାସ ଦେହ ଲୋଭି ଶଶୁର କବଳରୁ ବଞ୍ଚାଇବାକୁ ଯାଇ ଦୃଢ ବି-ରୋଧ କଲି। ଆଉ ଯାହାର ଫଳ ସ୍ୱରୂପ ଶଶୁର ସ୍ୱାମୀ ମିଶି ମତେ ଘରୁ ତଡି ଦେଲେ। ହଁ ବନ୍ଧୁଗଣ ଏଭଳି ଘ-ଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ। ଏବେ ବୋହୁ ନ୍ୟା-ୟ ପାଇଁ ଅନୁରୋଧ କରୁଛନ୍ତି। ତେବେ ଦେଖିବାକୁ ବାକି ରହିଲା ବୋହୂଙ୍କୁ କେବେ ନ୍ୟା-ୟ ମିଳୁଛି।

Leave a Reply

Your email address will not be published. Required fields are marked *