IAS ଇଣ୍ଟରଭିୟୁରେ ପଚରା ଯାଉଥିବା ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ, ଜାଣନ୍ତୁ ଏହି ବିଷୟରେ।

ଅନେକ ବିଦ୍ୟାର୍ଥୀ ଜୀବନରେ ଜଣେ ସଫଳ ବ୍ୟକ୍ତି ଓ ଉଚ୍ଚ ପଦବୀ ଅଧିକାରୀ ହେବାର ସ୍ୱପ୍ନ ଦେଖିଥାଏ। ଆମ ଭାରତ ବର୍ଷରେ ପ୍ରାୟ ୮୦ ପ୍ରତିଶତ ଯୁବକ କମ୍ପିଟେଟିଭି ଲାଇନରେ ଯିବା ପାଇଁ ବାଛିଥାନ୍ତି। ତେବେ ସେମାନଙ୍କ ଭିତରେ ପ୍ରାୟ ୩୦ ପ୍ରତିଶତ ସିଭିଲ ସର୍ଭିସ ନିଜର ଲକ୍ଷ୍ୟ କରିଦେଇଥାନ୍ତି। ତେବେ ଆପଣ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥିବ ଯେ IAS ଇଣ୍ଟରଭିୟୁ ରେ କେଉଁ ପ୍ରକାର ପ୍ରଶ୍ନ ପଚରାଯାଏ। ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ କିଛି ତଥ୍ୟ ସଂଗ୍ରହ କରି ଉପସ୍ଥାପନ କରିବାକୁ ଯାଉଛୁ। ତେବେ ଆସନ୍ତୁ ଜାଣିବା କେଉଁ ପ୍ରକାର ପ୍ରଶ୍ନ ପଚରା ଯାଏ।

୧- କଣ ଆପଣ ଜାଣିଛନ୍ତି ଏମିତି କେଉଁ ସ୍ଥାନ ଅଛି ଯେଉଁଠି କି ଯିବା ପାଇଁ ଲୋକେ ମରିଥାନ୍ତି ?

ଉତ୍ତର- ଶ୍ମଶାନ ଘାଟ

୨- ଏମିତି କେଉଁ ଜିନିଷ ଅଛି ବାନ୍ଧିବା ପରେ ସର୍ବଦା ଚାଲିଥାଏ ?

ଉତ୍ତର- ଘଣ୍ଟା

୩- ଏମିତି କେଉଁ ଜିନିଷ ଅଛି ଯାହାକୁ ପୁରା ଭାରତରେ ଯେଉଠି ନେଇ ଗଲେ ତାର ମୂଲ୍ୟ ବଦଳେ ନାହି ?

ଉତ୍ତର- ନୋଟ

୪- ଏମିତି କେଉଁ ଜିନିଷ ଅଛି ଯାହା ଗରମ ହେବା ପରେ ଜମିଯାଏ ?

ଉତ୍ତର- ଅଣ୍ଡା

୫- ଭାରତର କେଉଁ ସହର ପାଣିରେ ବୁଡି ରହିଛି ?

ଉତ୍ତର- ଦ୍ଵାରକା ନଗରି

୬- କେଉଁ ଜୀବ କ୍ଷୀର ଓ ଅଣ୍ଡା ଉଭୟ ଦେଇଥାଏ ?

ଉତ୍ତର- ପ୍ଲେଟିପଶ

୭- କେବଳ ଭାରତରେ କେଉଁ ଜୀବ ଦେଖା ଯାଇଥାଏ ?

ଉତ୍ତର- ଘଡିୟାଲ

୮- କେଉଁ ଦେଶର ଲୋକେ ସବୁଠାରୁ ଅଧିକ ପୂଜା କରିଥାନ୍ତି ?

ଉତ୍ତର- ଭାରତ

୯- କେଉଁ ଜୀବର ସବୁଠାରୁ ଅଧିକ ମଜବୁତ ହାଡ ରହିଛି ?

ଉତ୍ତର- ବାଘ

୧୦- କେଉଁ ଦେଶର କମ୍ପାନୀରେ ମଦ ବୋତଲରେ ମହାତ୍ମା ଗାନ୍ଧୀଙ୍କ ଫୋଟୋ ରହିଛି ?

ଉତ୍ତର- ଇଜରାଇଲ

୧୧- ତାଜମହଲ ରେ କେତୋଟି ରୁମ ରହିଛି ?

ଉତ୍ତର- ୧୨୦ଟି

୧୨- କ୍ଯାଲେଣ୍ଡର ର ଆବିଷ୍କାର କିଏ କରିଥିଲେ କଣ ଆପଣ ଜାଣିଛନ୍ତି ?

ଉତ୍ତର- ବିକ୍ରମାଦିତ୍ୟ

୧୩- ଭାରତର ସବୁଠାରୁ ଅଧିକ ଖେଳା ଯାଇଥିବା ଗେମର ନାମ କଣ ?

ଉତ୍ତର- ପପଜୀ

୧୪- ହାତୀ ଥରକେ ରେ କେତେ ପଣି ପିଇଥାଏ ?

ଉତ୍ତର- ୧୪ ଲିଟର

୧୫- କେଉଁ ଜୀବ ପାଣିରେ ରହିଥାଏ କିନ୍ତୁ ପାଇ ପିଏ ନାହି ?

ଉତ୍ତର- ମେଢକ

୧୬- କେଉଁ ଦେଶରେ କୁରକୁରିରେ ବ୍ୟାନ ଲାଗିଛି ?

ଉତ୍ତର- ଇଟାଲୀ

୧୭- କେଉଁ ଜୀବ ନିଜର ଜିଭ ଦ୍ଵାରା ନିଶ୍ଵାସ ନେଇଥାଏ ?

ଉତ୍ତର- ସାପ

୧୮- ସବୁଠାରୁ ଅଧିକ ଗଛ ମାଟିରେ ନାଁ ସମୁଦ୍ରରେ ହୋଇଥାଏ ?

ଉତ୍ତର- ସମୁଦ୍ରରେ

୧୯- ଭାରତର କେଉଁ ରାଜ୍ୟରେ ସବୁଠାରୁ କମ ବର୍ଷା ହୋଇଥାଏ ?

ଉତ୍ତର- ରାଜସ୍ଥାନ

୨୦- ଭାରତର ସବୁଠାରୁ ଅଧିକ ଖାଉଥିବା ପରିବାରର ନାମ କଣ ?

ଉତ୍ତର- ଆଳୁ

୨୧- କେଉଁ ମାଛକୁ ଖାଇବା ପାଇଁ ଲାଇସେନ୍ସ ନେବାକୁ ପଡିଥାଏ ?

ଉତ୍ତର- ଫୁଗୁ ମାଛ

୨୨- ଗୋଟିଏ ଲିଟର ପାଣିରେ କେତେ ବୁନ୍ଦା ରହିଥାଏ ?

ଉତ୍ତର- ୨୦ହଜାର

୨୩- ମସା କେତେ ଦୂର ଯାଏଁ ଉଡିପାରେ ?

ଉତ୍ତର- ୫୦ଫିଟ

୨୪- ଏମିତି କେଉଁ ବର୍ଷ ଅଛି ଯାହାକୁ ଓଲଟା ବା ସିଧା ଲେଖିଲେ କୌଣସି ଫରକ ପଡେ ନାହି ?

ଉତ୍ତର- ୧୮୮୧

ଉପରୋକ୍ତ ସମସ୍ତ ପ୍ରଶ୍ନ ବିଶେଷ ସୂତ୍ରରୁ ସଂଗ୍ରହ କରାଯାଇଛି। ତେବେ ଏହି ସମସ୍ତ ପ୍ରଶ୍ନ ବାରମ୍ବାର ଆଇଏଏସ ଇଣ୍ଟରଭିୟୁ ରେ ପଚରା ଯାଇଥାଏ।

Leave a Reply

Your email address will not be published. Required fields are marked *