ଆପଣଙ୍କ ପାଖରେ ଅଛିକି ପୁରୁଣା ୨ ଟଙ୍କିଆ କୋଏନ , ତେବେ ଜାଣି ନିଅନ୍ତୁ କିପରି ପାଇବେ ୫ ଲକ୍ଷ ଟଙ୍କା :-

ବର୍ତ୍ତମାନ ଗୋଟିଏ ଏପ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ନେଇ ଆସିଛି ଲକ୍ଷପତି ହେବାର । ଯେଉଁ ୱେବସାଇଟ ଜରିଆରେ ଆପଣ ପୁରୁଣା କୋଏନ କୁ ବଦଳାଇ ଲକ୍ଷ ଲକ୍ଷ ଟଙ୍କା ପାଇ ପାରିବେ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ସେହି ୱେବସାଇଟ ବିଷୟରେ ଏବଂ ଆପଣ କିପରି ତାହାର ବ୍ୟବହାର କରି ପାରିବେ ଏବଂ କୋଏନ କୁ ବଦଳାଇ କେତେ ଟଙ୍କା ପାଇ ପାରିବେ ଏହିସବୁ ସମ୍ବନ୍ଧରେ କହିବୁ ।

ପ୍ରାୟ ବର୍ତ୍ତମାନ ସମସ୍ତଙ୍କର ଏହି ଇଚ୍ଛା ଥାଏ ଯେ କିପରି ଟଙ୍କା ରୋଜଗାର ହେବ । ତେବେ ବର୍ତ୍ତମାନ ପାଇଁ ଏକ ସହଜ ଉପାୟ ଆମେ କହିବୁ ଯେ ଯଦି ଆପଣଙ୍କ ପାଖରେ ପୁରୁଣା ୨ ଟଙ୍କିଆ କିମ୍ବା ଅନ୍ୟ ପୁରୁଣା କୋଏନ ଅଛି ତେବେ ତାହାକୁ କ୍ୱିକର ୱେବସାଇଟ ଜରିଆରେ ବିକ୍ରି କରି ପାରିବେ ଏବଂ ମୋଟା ଅଙ୍କର ଟଙ୍କା ରୋଜଗାର କରି ପାରିବେ । ସାଧରଣତଃ ଏହି ପୁରୁଣା କୋଏନ ର ମୂଲ୍ୟ ବିଦେଶରେ ଅଧିକ । ୧୯୯୪ ମସିହାର କୋଏନ ଥିଲେ ତାହା ଆହୁରି ଭଲ କାରଣ ସେଥିରେ ବିଶ୍ୱ ଖାଦ୍ୟ ଦିବସର ଡିଜାଇନ ହୋଇଥାଏ ।

ସାଧରଣତଃ ସମୟ ସହିତ ଏହାର ବ୍ୟବହାର ହେଉ ନିଥିବାରୁ ଏହା ଦୁର୍ଲଭ କୋଏନ ର ଶ୍ରେଣୀ ରେ ରହିଛି ତେଣୁ ଏହାର ଡିମାଣ୍ଡ ଖୁବ ଅଧିକ । ବର୍ତ୍ତମାନ ପ୍ରାୟ କେତେକ କୋଏନ ଆଉ ଦେଖା ଯାଉ ନାହିଁ କିନ୍ତୁ କିଛି ଲୋକ ଏପରି ଅଛନ୍ତି ଯେଉଁମାନଙ୍କୁ ପୁରୁଣା କୋଏନ ରଖିବାର ସଉକ ଥାଏ । ତେବେ ସେମାନେ ବର୍ତ୍ତମାନ କୋଏନ ର ଉଚିତ ମୂଲ୍ୟ ପାଇ ପାରିବେ ।

ଆବେଦନ କରିବାର ପ୍ରଣାଳୀ :-

୧ . ଏହି କୋଏନ କୁ ବଦଳାଇବା ପାଇଁ ପ୍ରଥମେ କ୍ୱିକର ୱେବସାଇଟ କୁ ଯାଆନ୍ତୁ ।

୨ . ପ୍ରଥମ ପର୍ଯ୍ୟାୟରେ ଆପଣଙ୍କୁ ନିଜ ନାମ ଏବଂ ଅନ୍ୟ ତଥ୍ୟ ସହିତ ରେଜିଷ୍ଟ୍ରସନ କରାଇ ନେବାର ଅଛି ।

୩ . ଏହାପରେ ଆପଣ ନିଜର ମେଲ ଏବଂ ମୋବାଇଲ ନମ୍ବର ଦିଅନ୍ତୁ ।

୪ . ଏହାପରେ ଆପଣଙ୍କୁ ନିଜ ପାଖରେ ଥିବା କୋଏନ ଗୁଡ଼ିକର ଫୋଟ ଉଠାଇ ଅପଲୋଡ଼ କରିବାକୁ ପଡ଼ିବ ।

୫ . ତାପରେ ୱେବସାଇଟ ଜରିଆରେ ଆପଣଙ୍କର ସୂଚନା ଭେରୀଫାଏ ହୋଇଥାଏ ।

୬ . ଏହାପରେ ଆପଣଙ୍କ ସାମ୍ନାକୁ ମେକ ଏ ଅଫର ସ୍କ୍ରିନ ଆସିବା ପରେ ତାହା ଉପରେ ଆପଣଙ୍କୁ କ୍ଲିକ କରିବାକୁ ପଡ଼ିବ । ଯେଉଁଥିରେ ଅଫର ଅନ୍ତର୍ଗତ ଆପଣଙ୍କୁ ପ୍ରାଇଜ ମନୀ ମିଳିବ ।

୭ . ଏହି କ୍ୱିକର ୱେବସାଇଟ ଜରିଆରେ ଆପଣ ଏହିପରି ପୁରୁଣା କୋଏନ ବିକ୍ରି କରି ଏହାର ଉଚିତ ମୂଲ୍ୟ ପାଇ ପାରିବେ ।

Leave a Reply

Your email address will not be published. Required fields are marked *