ବୋହୂ ସାଜିଲା ବେ-ଶ୍ୟା ; ଶଶୁର ଘରେ ଦେହ ବ୍ୟବସାୟ, ଶଶୁର, ଦିଅର ଓ ମଉସା ମିଶିକି କଲେ ବଳା-ତ୍କାର,ଜାଣନ୍ତୁ ପୁରା ଘଟଣା

ବୋହୂ ଘରର ଲକ୍ଷ୍ମୀ ହୋଇଥାଏ। ଯେତେବେଳେ ଘରକୁ ନୂଆ ବୋହୂ ଟିଏ ଆସିଥାଏ କୁହାଯାଏ ଯେ ଘରକୁ ଲକ୍ଷ୍ମୀ ଆସିଲେ ବୋଲି। ଘର ହସ ଖୁସିରେ ଖେଳି ଉଠେ। ଶଶୁର ଘରେ ବୋହୂକୁ ଝିଅ ଭଳି ମଧ୍ୟ ଦେଖନ୍ତି। କିନ୍ତୁ କିଛି ଶଶୁର ଘରେ ବୋହୂ ଉପରେ ଅତ୍ୟା-ଚାର ଓ ନିର୍ଯ୍ୟା-ତନା ଦେଇଥାନ୍ତି। ମା-ଡ଼ ମଧ୍ୟ ମା-ରନ୍ତି। ଏହା ବ୍ୟତୀତ ବୋହୂ ସ୍ୱାମୀ ଛଡା ଅନ୍ୟ ପୁରୁଷ ପ୍ରେମରେ ପଡିବା ଏବଂ ବୋହୂର ଇ-ଜ୍ଜତ ନେବାର ଅନେକ ମା-ମ-ଲା ସାମ୍ନାକୁ ଆସିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ମାମ-ଲା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଶଶୁର ଘରେ ବୋହୂ ନିଜେ ସେ-କ୍ସ ରା-କେଟ କରୁଛି।

ଶଶୁର ଘର ଯିବା ମାତ୍ରେ ବୋହୂ ଆରମ୍ଭ କରିଦେଲା ଧ-ନ୍ଦା

ତେବେ ଏଭଳି ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟ-ଣା ଦିଲ୍ଲୀର ମାଣ୍ଡାବାଲି ଅଞ୍ଚଳରେ ଘ-ଟିଛି। ପୋ-ଲିସ ଏଠାରେ ଏକ ବଡ଼ ଧରଣର ହେଉଥିବା ସେ-କ୍ସ ରାକେ-ଟର ପ-ର୍ଦାଫା-ର୍ଶ କରିଛି। ବାସ୍ତବରେ ଏଠାରେ ଏକ ମହିଳା ଶଶୁର ଘର ଛାଡ଼ି ମାଣ୍ଡାବାଲି ଅଞ୍ଚଳରେ ଆସି ପହଞ୍ଚିଲା। ତେବେ ସେଠାରେ ମହିଳା ଉପରେ ଅ-ତ୍ୟାଚା-ର ହେଉଥିଲା ଏବଂ ତାହା ସହ ହେଉଥିବା ସମସ୍ତ ଅ-ତ୍ୟାଚା-ର ବିଷୟରେ ଖୋଲି କରି କହିଛି। ଯାହାକୁ ଶୁଣିବା ପରେ ପୋ-ଲିସ ମଧ୍ୟ ନିଜେ ଭାବନାରେ ପଡ଼ି ଯାଇଛି।

ମହିଳା ଜଣଙ୍କ କହିଛନ୍ତି, ତାଙ୍କର ବିବାହ ୧୧ଡିସେମ୍ବର ୨୦୨୧ ମସିହାରେ ହୋଇଛି। ତେବେ ସେ ତା’ର ବିବାହକୁ ନେଇ ବହୁତ ଖୁସି ଥିଲେ। ତାଙ୍କର ବିବାହ ମଧ୍ୟପ୍ରଦେଶ ର ଇନ୍ଦୋର ସହରରେ ଠିକ ହୋଇଥିଲା। କିନ୍ତୁ ମହିଳା ଜଣକ ଯେତେବେଳେ ଶଶୁର ଘରେ ପହଞ୍ଚିଲେ ଓ ଶଶୁର ଘର ବିଷୟରେ ଜାଣିଲେ ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଲା। ତେବେ ସେଠାରେ ସେ ଜାଣିବାକୁ ପାଇଲେ ଯେ ଶଶୁର ଘର ଲୋକେ ସେ-କ୍ସ ରା-କେଟ ବ୍ୟବସାୟ କରନ୍ତି। କେବଳ ସେତିକି ନୁହେଁ ସେମାନେ ମୋତେ ମଧ୍ୟ ସେହି କାମରେ ଲଗେଇଲେ।

ଶଶୁର, ଦିଅର ଓ ମାଉସ ସମସ୍ତ ନେଲେ ଇ-ଜ୍ଜତ

ପୀଡିତା ଜଣକ କହିଲେ, ବାହାର ଲୋକଙ୍କ କଥା ଛଡା ଘର ଲୋକ ଶଶୁର, ଦିଅର ଓ ମଉସା ମୋତେ ଛାଡ଼ି ନଥିଲେ। ସେମାନେ ମୋ ସହ ଜୋର ଜବ-ରଦସ୍ତ ସ-ମ୍ବନ୍ଧ ରଖିବାକୁ ଚାହିଁଲେ। ତେବେ ସେମାନଙ୍କ ମନ ଭରି ଗଲା ପରେ ମୋତେ ଅନ୍ୟ ମାନଙ୍କ ସହ ଶାରୀ-ରିକ ସଂ-ପର୍କ ରଖିବା ପାଇଁ ଚାପ ପକାଗଲା। କିନ୍ତୁ ମୁଁ ଯେତେବେଳେ ଏହାକୁ ବି-ରୋ-ଧ କରୁଥିଲି ସେତେବେଳେ ମୋତେ ଅତି ନିର୍ମମ ଭାବେ ମା-ଡ଼ ମା-ରୁଥିଲେ।

ମହିଳା ଜଣକ ଆଗକୁ ମଧ୍ୟ କହିଛନ୍ତି, ମୋ ସହ ଏହିଭଳି ଅ-ତ୍ୟାଚା-ର ଅନେକ ଦିନ ପର୍ଯ୍ୟନ୍ତ ଚାଲି ରହିଲା। ମୋ ସ୍ୱାମୀ ମଧ୍ୟ ଏହାକୁ ନେଇ କୌଣସି ପ୍ରଶ୍ନ କରୁ ନଥିଲେ। ତେବେ ଏକ ମଉକା ମିଳିଲା ଏବଂ ସେଠାରୁ ମୁଁ ଖସି ପଳେଇ ଆସିଲି। ତେବେ ମୁଁ ଏହା ଚାହୁଁଛି ଯେ ମୋ ସହ ହୋଇଥିବା ଅ-ତ୍ୟାଚା-ର ପାଇଁ ମୋ ଶଶୁର ଘର ଲୋକଙ୍କୁ ସେଥିପାଇଁ ଦ-ଣ୍ଡ ମିଳୁ। ସେମାନଙ୍କ ବିରୁ-ଦ୍ଧରେ ଆ-କ୍ସନ ନିଆଯାଉ ଏବଂ ମୋତେ ନ୍ୟା-ୟ ପ୍ରଦାନ କରାଯାଉ।

ତେବେ ବର୍ତ୍ତମାନ ମାଣ୍ଡାବାଲି ପୋ-ଲିସ ମହିଳାଙ୍କ ବ-ୟାନ ରେ-କର୍ଡ କରିଛି ଏବଂ ଶଶୁର ଘର ଲୋକଙ୍କ ବିରୁ-ଦ୍ଧରେ କେ-ସ ଦ-ର୍ଜ କରିଛି। ଏହି କେ-ସର ଯା-ଞ୍ଚ କରୁଛି। ତେବେ ତାଙ୍କ ସହ ହୋଇଥିବା ଅ-ତ୍ୟାଚା-ର ପାଇଁ ସେ ଝିଅ ଜନ୍ମ ପାଇଁ ନିଜକୁ ଧି-କାର କରିଛନ୍ତି।

Leave a Reply

Your email address will not be published. Required fields are marked *