ଥାନା ଭିତରେ ରାଣୀ ଦେଖାଇଲେ ନାଲି ଆଖି ।

ଥା-ନା ଭିତରେ ରାଣୀ ପଣ୍ଡାଙ୍କୁ ରାଗାଇଲା କିଏ । କାହିଁକି ଥାନା ଭିତରେ ରାଗିକି ନାଲି ପଡିଗଲେ ରାଣୀ ପଣ୍ଡା । ରାଣୀ ପଣ୍ଡାଙ୍କ ରାଗିବା ପଛର କାରଣ କଣ । ରାଣୀଙ୍କୁ କିଏ କଣ କହିଲା ଯେ ରାଣୀ ପଣ୍ଡା ରା-ଗି ଗଲେ ତାହା ବି ଥାନା ଭିତରେ। ତେବେ ବନ୍ଧୁଗଣ କାହିଁକି ରାଣୀ ପଣ୍ଡା ଥାନା ଭିତରେ ରାଗିଲେ ରାଣୀ ପଣ୍ଡାଙ୍କର କିଏ କଣ କଲା ଆସନ୍ତୁ ପୁରା ଘ-ଟଣା ଉପରେ ନଜର ପକାଇବା । ବନ୍ଧୁଗଣ ଅଭିନେତ୍ରୀ ରାଣୀ ପଣ୍ଡା ହେଉଛନ୍ତି ଜଣେ ଖୁବ ଭଲ ମଣିଷ ।

ଯିଏକି ଅନ୍ୟର ଦୁଃ-ଖରେ ଦୁଃ-ଖୀ ହୁଅନ୍ତି । ଅନ୍ୟର ଦୁଃଖ ଦେଖିଲେ କାନ୍ଦି ପକାନ୍ତି। ତେବେ ଯେତେବେଳେ ସେହି ଭଲ ମଣିଷଙ୍କ ଗାଡି ଦୁର୍ଘ-ଟଣାରେ ସୁକାନ୍ତଙ୍କ ଜୀବନ ଦୀପ ଲି-ଭିଗଲା ସେତେବେଳେ ଏହି ଘ-ଟଣା ସାରା ଓଡିଶା ବାସୀଙ୍କୁ ଦୁଃ-ଖ ଦେଇଥିଲା । ଏମିତିକି ଅନେକ ଲୋକେ ରାଣୀ ପଣ୍ଡାଙ୍କୁ ଅନେକ କଥା କହିଥିଲେ। ହେଲେ ସେହି ସମୟରେ ରାଣୀ ପଣ୍ଡା କା-ନ୍ଦି କା-ନ୍ଦି ଆସି କହିଥିଲେ କି ରାଣୀ ପଣ୍ଡା ଜାଣି ଜାଣି କାହାର ଜୀବନ ନେଇ ନାହାଁନ୍ତି। ସୁକାନ୍ତ ତାଙ୍କ ଗାଡି ଆଗକୁ ହଟାତ ଆସିଯାଇଥିଲେ ତେଣୁ ତାଙ୍କର ମୃ-ତ୍ୟୁ ଘଟିଥିଲା ।

ଆଉ ତା ପରେ ଏଇ ଏବେ ଏବେ ଯେଉଁ ଘ-ଟଣା ଘଟିଗଲା ତାହା ମଧ୍ୟ ସାରା ଓଡ଼ିଶାରେ ଖେଳେଇ ଦେଇଥିଲା ଶୋ-କର ଛାୟା । ସୁକାନ୍ତଙ୍କ ମୃ-ତ୍ୟୁର ମାତ୍ର ଦିନ କେଇଟା ଯାଇନି ସୁକାନ୍ତଙ୍କ ପୁଅ ଗରମ ପେଜରେ ପଡି ୧୪ ଦିନ ଚିକିତ୍ସା ରେ ରହିବା ପରେ ଶେଷରେ ବାପାଙ୍କ ପାଖକୁ ଅଫେରା ରାଇଜକୁ ଚାଲିଯାଇଥିଲେ । ଆଉ ଏହା ପରେ ସମସ୍ତେ ଦୁଃ-ଖରେ ଭା-ଙ୍ଗି ପଡ଼ିଥିଲେ।

ସୁକାନ୍ତଙ୍କ ସ୍ତ୍ରୀ ମଧ୍ୟ ବୁକୁ ଫଟାଇ ଚି-ତ୍କାର କରୁଥିଲେ। କେମିତି ବା ସହି ଥାନ୍ତେ ସ୍ୱାମୀ ମରିବାର ଦିନ କେଇଟା ଯାଇନି ପୁଅ ମଧ୍ୟ କୋଳ ଶୂନ୍ୟ କରି ଆର ପାରିକୁ ଚାଲିଗଲା । ଏହି ଖବର ରାଣୀ ପଣ୍ଡାଙ୍କୁ ମଧ୍ୟ ଗଭୀର ଦୁଃ-ଖ ଦେଇଥିଲା ରାଣୀ ପଣ୍ଡା କା-ନ୍ଦି କା-ନ୍ଦି କହିଥିଲେ କି ମୁଁ କାହାକୁ ଆଉ ପଠାଇଭି । ମୁଁ କାହା ପାଇଁ ଆଉ ପରିଶ୍ରମ କରିବି । ମୁଁ କାହା ପାଇଁ ଆଉ ଯାତ୍ରାରେ ରାତି ଅନିଦ୍ରା ହେବି । ସୁକାନ୍ତଙ୍କ ପୁଅକୁ ପାଠ ପଢ଼ାଇ ବଡ଼ ମଣିଷ କରିବି ବୋଲି ଭାବିଥିଲି ହେଲେ ବିଧାତାର ଖେଳ ବଡ଼ ବିଚିତ୍ର ଶେଷରେ ସୁକାନ୍ତଙ୍କ ପୁଅକୁ ମଧ୍ୟ ଆର ପାରିକୁ ନେଇଗଲା ।

ତେବେ ଯେତେବେଳେ ରାଣୀ ପଣ୍ଡା ତାଙ୍କ ଗାଡି ନେବାକୁ ଥା-ନାରେ ପହଞ୍ଚିଥିଲେ ସେତେବେଳେ ରାଣୀ ପଣ୍ଡାଙ୍କୁ ପଚରା ଯାଇଥିଲା କି ସୁକାନ୍ତଙ୍କ ପରିବାରକୁ ଭେଟିଛନ୍ତି କି ନାହିଁ। ସୁକାନ୍ତଙ୍କ ପରିବାରକୁ ଯଦି ଭେଟି ନାହାଁନ୍ତି ତେବେ କେବେ ଭେଟିବେ । ତେବେ ଏହି ଭଳି ପ୍ରଶ୍ନ ଶୁଣି ରାଣୀ ପଣ୍ଡା କହିଥିଲେ ସେ ସୁକାନ୍ତଙ୍କ ପରିବାକୁ ସମୟ ଆସିଲେ ନିହାତି ଭେଟିବେ।

ଆଉ ରାଣୀ ପଣ୍ଡା ଯେତେବେଳେ କଥା ଦେଇଛି ତାହା ରାଣୀ ପଣ୍ଡା ନିହାତି ଭାବେ ରଖିବ ବୋଲି କହିଥିଲେ । ସେପଟେ ରାଣୀ ପଣ୍ଡା ସୁକାନ୍ତଙ୍କ ପଞ୍ଚାୟତର ସରପଂଚକୁ କହିଥିଲେ ସୁକାନ୍ତଙ୍କ ପୁଅ ପାଇଁ ସେ ପାଞ୍ଚ ଲକ୍ଷ ଟଙ୍କା ଦେବେ ଆଉ ଝିଅ ପାଇଁ କିଛି ଟଙ୍କା ଫିକ୍ସ ମାରିବେ ।

ତେବେ ଯେତେବେଳେ ପୁଅ ଆଉ ନାହିଁ। ସେତେବେଳେ ସେ କହିଛନ୍ତି କି ଝିଅ ପାଇଁ ଯେଉଁ ସାହାଯ୍ୟ କରିବାକୁ ସେ କଥା ଦେଇଥିଲେ ତାହା ସେ ନିହାତି ଭାବେ କରିବେ । ତେବେ ରାଣୀ ପଣ୍ଡା ଗାଡି ନେବାକୁ ଥା-ନାକୁ ଆସିଥିବା ବେଳେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରାଣୀ ପଣ୍ଡା ଏପରି କହିଥିଲେ ।

Leave a Reply

Your email address will not be published. Required fields are marked *