ସମସ୍ତଙ୍କ ସାମ୍ନାକୁ ଆସିଲେ ଫେ-ରା-ର ବୋହୁ ନନ୍ଦିନୀ, କହିଲେ ଏମିତି କଥା…. : ଦେଖନ୍ତୁ ଭିଡିଓ

କିଏ ଏହି ନନ୍ଦିନୀ , ଯାହାଙ୍କ ବିଷୟରେ ବର୍ତ୍ତମାନ ସମୟରେ ଚର୍ଚ୍ଚା ଜୋର ଧରିଛି । କିଏ ଏହି ବୋହୁ , ଯାହାଙ୍କ ନାମରେ ଫେ-ରା-ର ହୋଇଯିବା କଥା ଅଭି-ଯୋଗ ହୋଇଛି । ବାହାଘର ରାତିରେ ଶାଶୁଘରୁ ଫେ-ରା-ର ହୋଇ ଯାଇଥିବା ଏହି ବୋହୁ ନନ୍ଦିନୀ ବର୍ତ୍ତମାନ କ୍ୟାମେରା ସାମ୍ନାକୁ ଆସି ନିଜର ପ୍ରତି-କ୍ରିୟା ରଖିଛନ୍ତି । ଆଉ ତାଙ୍କ ନାମରେ ଆସୁଥିବା ସମସ୍ତଙ୍କ ଅଭି-ଯୋଗକୁ ଖ-ଣ୍ଡ-ନ କରି କହିଛନ୍ତି କି ଏଥିରେ ତାଙ୍କର କୌଣସି ଭୁଲ୍ ନାହିଁ । ଆଉ ସେ ପରିସ୍ଥିତିରେ ପଡି ଏଭଳି ପଦକ୍ଷେପ ନେଇଛନ୍ତି ।

ତେବେ ନନ୍ଦିନୀଙ୍କର କହିବା ଅନୁଯାୟୀ , ଯେଉଁ ପୁଅଙ୍କୁ ସେ ବିବାହ କରିଛନ୍ତି , ସେ ତାଙ୍କ ସହ ବହୁତ ଖରାପ ବ୍ୟବହାର କରିଛନ୍ତି । କେବଳ ପୁଅ ନୁହେଁ ବରଂ ସାରା ପରିବାର ଲୋକ ତାଙ୍କୁ ନିର୍ଯ୍ୟା-ତନା ଦେଇଛନ୍ତି । ତେବେ ସେ କହିଛନ୍ତି କି , ଯେଉଁଦିନ ତାଙ୍କ ପରିବାର ଲୋକେ ନି-ର୍ବ-ନ୍ଧ ପାଇଁ ଧାର୍ଯ୍ୟ କରିଥିଲେ , ସେହିଦିନ ପୁଅ ଘର ଲୋକେ ମଧ୍ୟ ରାଜି ହୋଇଥିଲେ । କିନ୍ତୁ ହଠାତ ସେମାନେ ନନ୍ଦିନୀଙ୍କ ପରିବାରକୁ ଡକାଇ ନି-ର୍ବ-ନ୍ଧ ଦିନ ବାହାଘର କରିଦେବା କଥା କହିଥିଲେ । ଆଉ କହିଥିଲେ କି ସେମାନେ ସେମାନଙ୍କର ବନ୍ଧୁ ବାନ୍ଧବଙ୍କୁ ଡକାଇ ଦେଇଛନ୍ତି ତେଣୁ ଆଜି ହିଁ ବାହାଘର କରାଇବାକୁ ପଡିବ ।

ଅନ୍ୟପକ୍ଷରେ ଏହି କଥାରେ ନନ୍ଦିନୀଙ୍କ ପରିବାର ଲୋକଙ୍କୁ ବହୁତ ଅନୁରୋଧ କରିବା ପରେ ସେମାନେ ରାଜି ହୋଇଥିଲେ ଆଉ ଶେଷରେ ବାହାଘର ହୋଇଥିଲା । ତେବେ ସବୁ ଯଦି ଠିକ୍ ଥିଲା କାହିଁକି ନନ୍ଦିନୀ ସେଦିନ ରାତିରେ ଶାଶୁଘର ଛାଡିଦେଲେ । ତେବେ ସୂଚନା ଅନୁଯାୟୀ , ସେ କହିଛନ୍ତି କି ବାହାଘର ରାତିରେ ତାଙ୍କ ଶାଶୁଘର ଲୋକ ତାଙ୍କୁ ଯୌ-ତୁ-କ ନିର୍ଯ୍ୟା-ତନା ଦେଇଥିଲେ ଆଉ କିଛି ଯୌ-ତୁ-କ ନ ଆଣିବା କଥା କହିଥିଲେ । ନନ୍ଦିନୀ ଆହୁରିମଧ୍ୟ କହିଛନ୍ତି ଯେ ଶାଶୁଘର ଲୋକ ତାଙ୍କୁ ମା-ରିଦେ-ବା ପାଇଁ ଚେଷ୍ଟା ମଧ୍ୟ କରିଥିଲେ । ତେଣୁ ନିଜ ଜୀବନ ପ୍ରତି ବି-ପ-ଦ ରହିଥିବା କଥା ଭାବି ସେ ସେଦିନ ଶାଶୁଘର ଛାଡି ଦେଇଥିଲେ ।

କିନ୍ତୁ ଏହାପୂର୍ବରୁ ସେ କା-ନ୍ଦି କା-ନ୍ଦି ସବୁ କଥା ଘର ଲୋକଙ୍କୁ ଜଣାଇଥିଲେ ଆଉ ଘର ଲୋକେ ତାଙ୍କୁ ପଳାଇ ଆସିବାକୁ କହିଥିଲେ । ତେବେ ଅନ୍ୟପକ୍ଷରେ ସ୍ୱାମୀଙ୍କ ଉପରକୁ ହାତ ଉଠାଇବା କଥା ଉପରେ ସେ କହିଛନ୍ତି କି , ବିବାହ ପୂର୍ବରୁ ପୁଅକୁ ଜାଣିବା ପାଇଁ ସେ ତାଙ୍କ ଘର ଲୋକଙ୍କ ଠାରୁ ପୁଅର ଫୋନ ନମ୍ବର ଆଣିଥିଲେ ଆଉ କଥା ମଧ୍ୟ ହେଉଥିଲେ । ସେତେବେଳେ ପୁଅ ତାଙ୍କୁ କହିଥିଲା କି ସେ ଜଣେ ବଡ ବିଲଡର ଅଟନ୍ତି ଏବଂ ତାଙ୍କର ନେତା ମନ୍ତ୍ରୀଙ୍କ ସହିତ ହାତ ରହିଛି । ତେଣୁ ସେ ତାଙ୍କୁ ବିବାହ କରିବାପାଇଁ ରାଜି ହୋଇ ଯାଇଥିଲେ ।

ତେବେ ବର୍ତ୍ତମାନ ସମୟରେ , ନନ୍ଦିନୀଙ୍କ ଉପରେ ଲଗା ଯାଇଥିବା ଅଭି-ଯୋଗକୁ ସେ ସମ୍ପୂର୍ଣ୍ଣ ଭାବରେ ବାରଣ କରିଛନ୍ତି । ଆଉ ଶାଶୁଘର ଲୋକଙ୍କ ପକ୍ଷରୁ ଯେଉଁ ଅଭି-ଯୋଗ କରା ଯାଇଥିଲା କି ନନ୍ଦିନୀ ରାତିରେ ତାଙ୍କ ଭିଣେଇଙ୍କ ସହ ଉଲ-ଗ୍ନ ହୋଇ ଭିଡ଼ିଓ କଲ କରିଛନ୍ତି , ଏହା ସମ୍ପୂର୍ଣ୍ଣ ମିଛ କଥା ବୋଲି ସେ କହିଛନ୍ତି । ସେ କହିଛନ୍ତି କି , ତାଙ୍କ ବଡ଼ ଭଉଣୀ ତ ବାହା ହୋଇ ନାହାଁନ୍ତି , ତେବେ ତାଙ୍କ ଭିଣେଇ ଆସିଲା କେଉଁଠୁ । ତେବେ ରାଜଧାନୀର ଏହି ଫେ-ରା-ର ବୋହୁ ନନ୍ଦିନୀଙ୍କ ବିଷୟରେ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *