ଜାଗୃତି କହିଲେ ଅନୁଭବ ଆଉ ମୋ ସମ୍ପର୍କ ବହୁତ ଆଗକୁ ବଢିଯାଇଛି…

ଆମ ସଂପର୍କ ଆଉ କେବଳ ବନ୍ଧୁତାରେ ସୀମିତ ହୋଇ ରହି ନାହିଁ। ଆମ ସମ୍ପର୍କ ବହୁତ ଆଗକୁ ବଢି ଯାଇଛି । ଆମ ସମ୍ପର୍କ ଏବେ ବହୁତ ନିବିଡ଼ ହୋଇ ଯାଇଛି । ଆମ ସମ୍ପର୍କକୁ ଏବେ ଆଉ ପାରିବେନି କେହି ଅଲଗା କରି । ଆମ ସମ୍ପର୍କ ଏବେ ଏତେ ନିବିଡ଼ ଆଉ ଗଭିର ହୋଇ ଯାଇଛି ଯେ ଅନୁଭବ ଡାକିଲେ ମୁଁ ଏତେ ଦୂରରୁ ଓଡିଶା ଚାଲି ଆସୁଛି ।

ଏଥିରୁ ଅନୁମାନ କରନ୍ତୁ ଆମ ସମ୍ପର୍କ ଏବେ କେତେ ନିବିଡ଼ । ଯେ କେହି ଯେତେ ଚେଷ୍ଟା କଲେ ସୁଦ୍ଧା ଆମ ସମ୍ପର୍କ ଆଉ କେବେ ହେଲେ ମଧ୍ୟ ଶେଷ ହେବ ନାହିଁ । ଏମିତି କିଛି ସାକ୍ଷାତକାର ସମୟରେ କହିଛନ୍ତି ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା । ଯାହା ଶୁଣିବା ପରେ ସମସ୍ତେ ଚକିତ ହୋଇ ଯାଇଛନ୍ତି । କେବଳ ଏତିକି ନୁହେଁ ଜାଗୃତି ଶୁକ୍ଳା କହିଛନ୍ତି କି ଆମ ସମ୍ପର୍କ ଏତେ ନିବିଡ଼ ହୋଇ ଯାଇଛି ଯେ ଆଉ ଆମେ ଏତେ ଆଗକୁ ବଢି ଯାଇଛୁ ଯେ ତାହା ଆମ ଦୁଇ ପରିବାରଙ୍କୁ ମଧ୍ୟ ଜଣା ଅଛି । ତେବେ ଜାଗୃତିଙ୍କ ମୁହଁରୁ ଏପରି କିଛି ଶୁଣି ସାରିବା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି କେଉଁ ଦିଗରେ ସେମାନେ ଆଗକୁ ବଢି ଯାଇଛନ୍ତି । କେଉଁ କଥା ଜାଣିଛନ୍ତି ଅନୁଭବ ଓ ଜାଗୃତିଙ୍କ ପରିବାର ଲୋକେ ।

ହଁ ବନ୍ଧୁଗଣ ନିଜେ ଜାଗୃତି ଶୁକ୍ଳା ଗଣମାଧ୍ୟମରେ ଖୁଲାସା କରିଛନ୍ତି ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳାଙ୍କ ସମ୍ପର୍କ ବିଷୟରେ । ଜାଗୃତି ଗଣମାଧ୍ୟମରେ ନିଜେ ବଖାଣିଛନ୍ତି କରିଛନ୍ତି କି ଅନୁଭବ ମହାନ୍ତିଙ୍କ ସହ ତାଙ୍କ ସମ୍ପର୍କ କେତେ ଦିନର ଆଉ କେତେ ନିବିଡ଼ ହୋଇ ଯାଇଛି । କେବଳ ଏତିକି ନୁହେଁ କେମିତି କିପରି ଆଉ କେଉଁଠି ତାଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା ତାହା ମଧ୍ୟ ଜାଗୃତି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

ଆଉ ଜାଗୃତି ଯାହା ଯାହା କହିଛନ୍ତି ତାହା ଜାଗୃତି ଆଉ ଅନୁଭବ ମହାନ୍ତିଙ୍କ ସମ୍ପର୍କକୁ ନେଇ ନା ନା କଥା କହୁଥିବା ଲୋକଙ୍କ ମୁହଁରେ ଲାଗିଛି ଶକ୍ତ ଚାପୁଡ଼ା । ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଏପରି କିଛି ଗଣମାଧ୍ୟମ ସାମ୍ନାରେ କହିବା ସମୟରେ ଜାଗୃତିଙ୍କ ସାକ୍ଷାତ କାର ଏବେ ସାରା ଓଡ଼ିଶାରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛି । ଆଉ ଅନୁଭବ ମହାନ୍ତି ଜାଗୃତିଙ୍କ ସମ୍ପର୍କକୁ ଖରାପ ଭାବୁଥିବା ଓ ସନ୍ଦେହ କରୁଥିବା ଲୋକଙ୍କ ମୁହଁ ଏକ ଦମ ଚୁପ ହୋଇଯାଇଛି ।

ବସନ୍ତ ନାୟକଙ୍କ ଜୟନ୍ତୀ ଅବସରରେ ଏକ କାର୍ଯ୍ୟକ୍ରମ ରେ ଜାଗୃତିଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା । ଆଉ ସେହି କାର୍ଯ୍ୟକ୍ରମରେ ନିମନ୍ତ୍ରଣ ରକ୍ଷା କରି ଉପସ୍ଥିତ ହୋଇଥିଲେ ଜାଗୃତି ଶୁକ୍ଳା । ଦିଲ୍ଲୀରୁ ଦୌଡ଼ି ଆସି ସେହି କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇଥିଲେ ଓ ଅନୁଭବ ମହାନ୍ତିଙ୍କ ସହ ନଜର ଆସିଥିଲେ । ଅନୁଭବ ମହାନ୍ତି ଜାଗୃତିଙ୍କୁ ଓଏଲକମ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି ଜାଗୃତି ଶୁକ୍ଳା ଅନୁଭବ ମହାନ୍ତିଙ୍କ ସମ୍ପର୍କ କୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାକୁ ନେଇ ସାରା ଓଡ଼ିଶାରେ ବେଶ ଚର୍ଚ୍ଚା ହୋଇଥିଲା । ଅନେକ ସମୟରେ ଗଣମାଧ୍ୟମରେ ଜାଗୃତି ଓ ଅନୁଭବ ମହାନ୍ତିଙ୍କୁ ନେଇ ଖବର ପ୍ରକାଶ ପାଇଥିଲା ।

ତେବେ ଅନୁଭବ ମହାନ୍ତି ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡପତ୍ର ଦେବା ପାଇଁ ଆବେଦନ କରିବା ଦିନ ଠାରୁ ଜାଗୃତି ଓ ଅନୁଭବ ମହାନ୍ତିଙ୍କ ସମ୍ପର୍କକୁ ନେଇ ବେଶ ଆଲୋଚନା ଚାଲିଥିଲା । ତେବେ ଏଥର ଜାଗୃତି ଓଡିଶା ଆସିଥିବା ବେଳେ ସାକ୍ଷାତକାରରେ କହିଥିଲେ ନିଜ ଛାତି ତଳେ ଥିବା କିଛି ଅକୁହା କଥା । ଆଉ କହିଥିଲେ କି ଅନୁଭବ ମହାନ୍ତି ଜାଗୃତିଙ୍କ ବହୁତ ଭଲ ସାଙ୍ଗ । ତାଙ୍କ ଭିତରେ ସେମିତି କିଛିବି ନାହିଁ ଯାହା ତାଙ୍କ ସମ୍ପର୍କକୁ ନେଇ ଲୋକେ ଆଲୋଚନା କରୁଥିଲେ । ଆଉ ଜାଗୃତି ଏ କଥା ମଧ୍ୟ କହିଥିଲେ କି ସେ ବିବାହିତା ଆଉ ତାଙ୍କର ଗୋଟେ ପରିବାର ମଧ୍ୟ ଅଛି । ଅନୁଭବ କେବଳ ମୋ ସାଙ୍ଗ ।

Leave a Reply

Your email address will not be published. Required fields are marked *