ପ୍ରେମରେ ପାଗଳ ହେଇ ବଡ଼ ଭଉଣୀ ସାନ ଭାଇକୁ ହ-ତ୍ୟା କରି ସରକାରୀ କ୍ୱାର୍ଟରରେ ପୋ-ତିଦେଲା।

ଗୋଟେ ଝିଅ ଗୋଟେ ପୁଅକୁ ଭଲ ପାଉଥିଲା। କିଛି ଦିନ ପରେ ଝିଅର ଭାଇ ଏ ବିଷୟରେ ଜାଣିଲା। ସେ ତା ଭଉଣୀକୁ ଭଲ ପାଇବାକୁ ମନା କଲା ଏବଂ ସବୁକଥା ବୁଝେଇ ଥିଲା। କିନ୍ତୁ ଭଉଣୀ ଭାଇ କଥା ଶୁଣି ନଥିଲା। ସେଥିପାଇଁ ପାଇଁ ଭାଇ ଭଉଣୀକୁ ଘରୁ ବାହାରକୁ ଯିବାକୁ ମନା କଲା। ଭାଇର ଏମିତି ବ୍ୟବହାର ଭଉଣୀକୁ ଭଲ ଲାଗୁନଥିଲା। ତା’ପରେ ହଠାତ୍ ଦିନେ ଭାଇ ଗାଆଁ ରୁ କୁଆଡେ ଅଦୃ-ଶ୍ୟ ହେଇଗଲା। ଦେଢ଼ ମାସ ପର୍ଯ୍ୟନ୍ତ, ତାଙ୍କ ବିଷୟରେ କିଛି ଜଣା ପଡ଼ିନଥିଲା। କିନ୍ତୁ ଦେଢ଼ ମାସ ପରେ ଯେତେବେଳେ ଭାଇର ଶ-ବ ମାଟିତଳୁ ମିଳିଲା ଗାଆଁ ଲୋକ ଆଶ୍ଚର୍ଯ୍ୟ ହେଇଗଲେ।

ଝାଡଖଣ୍ଡର ପତରାତୁ ଅଞ୍ଚଳରେ ଏହି ଘ-ଟଣା ଘ-ଟିଛି। ମାଜିଷ୍ଟ୍ରେଟ୍, ପୋ-ଲିସ୍, ଫରେନସିକ୍ ଟିମ୍ ସହିତ ଜଣେ ସରକାରୀ କର୍ମଚାରି ପତରାତୁ ଗାଆଁ ରେ ପହଞ୍ଚିଲେ।ମାଜିଷ୍ଟ୍ରେଟ ଏବଂ ପୋଲି-ସର କର୍ମଚାରୀ ମାନଙ୍କୁ ଘରର ଚଟାଣ ଖୋ-ଳିଲେ। ପ୍ରାୟ ଦୁଇ ଘଣ୍ଟା କଠିନ ପରିଶ୍ରମ ପରେ ମାଟିତଳୁ ଶ-ବ ବାହାରିଲା।

୨୪ ଜୁନ୍ ୨୦୨୨ ରେ ପତରାତୁର ବର୍ତୁଆ ଗାଁର ବାସିନ୍ଦା ରୋହିତ କୁମାର ନିଜ ଘର ଛାଡି ତାଙ୍କ ମାମୁଁକୁ ଗଲେ। କିନ୍ତୁ ହଠାତ୍ ୩୦ ଜୁନ୍ ୨୦୨୨ ରେ ସେ କୁଆଡେ ଅଦୃ-ଶ୍ୟ ହେଇଗଲେ। ସେବେଠାରୁ ତାଙ୍କ ଫୋନ୍ କେବେ ଅନ୍ ହେଇ ନଥିଲା।

ତା’ପରେ ମାମୁଁ ଘରଲୋକ ରୋହିତଙ୍କ ନି-ଖୋଜ ହେବା କଥା ତାଙ୍କ ପିତାମାତାଙ୍କୁ ଜଣାଇଲେ। ରୋହିତଙ୍କ ପିତା ନରେଶ ମହତୋ ପ୍ରଥମେ ପୁଅର ନି-ଖୋଜ ବିଷୟରେ ପତରାତୁ ପୋ-ଲିସ ନିକଟରେ ଅଭି-ଯୋଗ କଲେ, କିନ୍ତୁ ପୋ-ଲିସ ଏହାକୁ ରାଞ୍ଚି ମାମ-ଲା ବୋଲି କହି ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି ମନେ କରିନଥିଲା। ତା’ପରେ ଦିନ, ସପ୍ତାହ ଏବଂ ତା’ପରେ ମାସ ଗଲା, କିନ୍ତୁ ରୋହିତଙ୍କ ବିଷୟରେ କିଛି ସୂଚନା ମିଳି ନଥିଲା। ପୋ-ଲିସ୍ ମଧ୍ୟ କୌଣସି ପଦକ୍ଷେପ ନେଇ ନଥିଲେ।

ପୁଅ ନ ମିଳିବାରୁ ବାପା ରାଞ୍ଚି ପୋ-ଲିସ ଷ୍ଟେସ-ନରେ ରୋହିତଙ୍କ ନି-ଖୋଜ ହେବାର ଅଭି-ଯୋଗ ଦେଲେ। ତା’ପରେ ପୋ-ଲିସ ଘଟ-ଣାର ତ-ଦନ୍ତ ଆରମ୍ଭ କରି ଚାନ୍ଦନୀ ଚକ୍ ବସ୍ ଷ୍ଟାଣ୍ଡରେ ଯାଇ ଅଟକି ଗଲା। କାରଣ ରୋହିତଙ୍କ ଫୋନ୍ ଚାନ୍ଦନୀ ଚକ୍ ପର୍ୟ୍ୟନ୍ତ ଅନ୍ ଥିଲା। ଏଭଳି ପରିସ୍ଥିତିରେ ପୋ-ଲିସ ରୋହିତଙ୍କ ମୋବାଇଲ୍ ଫୋନର କଲ୍ ରେ-କର୍ଡ ବାହାର କରି ଏହାର ଆରମ୍ଭ କଲା।

କିନ୍ତୁ ଏଥିରୁ କୌଣସି ବିଶେଷ ସୂଚନା ମିଳି ନଥିଲା, ଶେଷ ଦିନ ସେ ତାଙ୍କ ଭଉଣୀ ଚଞ୍ଚଳା କୁମାରୀଙ୍କ ସହ ଶେଷ ଥର ପାଇଁ କଥା ହୋଇଥିଲେ। କିନ୍ତୁ ପୋ-ଲିସ୍ ପ୍ରଥମେ ଚଞ୍ଚଲା କୁମାରୀଙ୍କୁ ସ-ନ୍ଦେହ କରିଥିଲା।

ଏତେ ଦିନର ଚେଷ୍ଟ ପରେ କିଛି ସୂଚନା ନ ମିଳିବାରୁ ପୋ-ଲିସ ତାଙ୍କ ପରିବାର ବିଷୟରେ ସୂଚନା ସଂଗ୍ରହ କରିବା ଆରମ୍ଭ କଲା। ତା’ପରେ ପୋ-ଲିସ ଜାଣିବାକୁ ପାଇଲା ଯେ ରୋହିତଙ୍କ ବଡ଼ ଭଉଣୀ ଚଞ୍ଚଳା କୁମାରୀଙ୍କର ଜଣେ ମୁସଲମାନ ପିଲାକୁ ଭଲ ପାଉ ଥିଲେ, ଯାହାକୁ ରୋହିତ ପସନ୍ଦ କରୁ ନଥିଲେ।

ତା’ପରେ ପୋ-ଲିସ୍ ସିଧସଳଖ ଚଞ୍ଚଳା କୁମାରୀଙ୍କୁ ସ-ନ୍ଦେହ କଲା। ପୋଲି-ସଙ୍କ କଠୋର ପଚ-ରାଉ-ଚରା କଲା ସେତେବେଳ ସେ ସବୁ ସତ କଥା ମାନିଗଲେ।

ସେ ଷ-ଡଯ-ନ୍ତ୍ର କରି ରୋହିତଙ୍କୁ ରାଞ୍ଚିରୁ ପତରାତୁକୁ ନେଇଗଲେ ଏବଂ ପରେ ତାଙ୍କ ଖାଦ୍ୟରେ ଶୋଇବା ବଟିକା ମିଶାଇ ତାଙ୍କୁ ମା-ରିଦେଲେ। ତା’ପରେ ଚଞ୍ଚଳା ପ୍ରେମିକ ଇସ୍ରାଏଲ୍ ଅନସାରୀଙ୍କ ସହ ମିଶି ଦୁଇ ଦିନ ପର୍ଯ୍ୟନ୍ତ ଶ-ବକୁ ବିସ-ର୍ଜନ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଶ-ବକୁ କୋଉଠାରେ ପକେଇବେ ଜାଣି ନପାରି ଘର ଅଗଣାରେ ଗାତ ଖୋ-ଳି ଭାଇର ଶ-ବକୁ ପୋତି ଦେଲେ।

ରୋହିତଙ୍କ ନି-ଖୋଜ ଘଟ-ଣାର ଅନୁସ-ନ୍ଧାନ କରୁଥିବା ରାଞ୍ଚି ପୋ-ଲିସ ଯଦି ପତରାତୁ ଯାଇ ଅନୁସ-ନ୍ଧାନ କରି ନଥାନ୍ତା ତେବେ ଏହି ରହ-ସ୍ୟ ବାହାରକୁ ଆସିପାରି ନଥାନ୍ତା। ସେଥିପାଇଁ କୁହନ୍ତି ଅପ-ରାଧୀ ଯେତେ ଚାଲାକ୍ ହେଲେ ମଧ୍ୟ ଦିନେ ନା ଦିନେ ଆ-ଇନ ହାତରେ ଯେମିତି ହେଲେ ଧରାପଡ଼ିବ।

Leave a Reply

Your email address will not be published. Required fields are marked *