ରାସ୍ତା ଉପରେ ଗୋଟେ ବଡ଼ ଅଜଗର ଯାଉଥିଲା, ଅଜଗରକୁ ବଞ୍ଚେଇବା ପାଇଁ ବ୍ୟକ୍ତି ଜଣଙ୍କ ଏମିତି କିଛି କଲେ।

ରାତିର ଅନ୍ଧକାରରେ ଗୋଟେ ବଡ଼ ଅଜଗର ରାସ୍ତା ପାର ହେଉଥିଲା। ଯେତେବେଳେ ଲୋକମାନେ ଅଜଗରକୁ ଦେଖିଲେ ସେତେବେଳେ ଭିଡିଓ କରିବା ଆରମ୍ଭ କଲେ। ଏହି ସମୟରେ ଜଣେ ବ୍ୟକ୍ତି ସାପକୁ ସଡ଼କ ଦୁର୍ଘ-ଟଣାରୁ ର-କ୍ଷା କରିବାକୁ ନିଷ୍ପତ୍ତି ନେଲେ। ସେ ମୋବାଇଲ ଟର୍ଚ୍ଚ ଜା-ଳି ଅଜଗର ପାଖକୁ ଗଲେ। ତାର ଲାଞ୍ଜକୁ ଧରି ରାସ୍ତା କଡ଼ରେ ଛାଡିଦେଲେ। ତା’ପରେ ସାପ କୁଆଡେ ଅଦୃ-ଶ୍ୟ ହୋଇଗଲା। ବର୍ତ୍ତମାନ ଏହି ଘଟ-ଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବୋସ୍କି ଖାନ୍ନା ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଭିଡ଼ିଓକୁ ସେୟାର କରିଛନ୍ତି, ପରେ ଭାରତୀୟ ବନ ସେବା ଅଧିକାରୀ ପରଭେନ କାସୱାନ ମଧ୍ୟ ଏହି ଭିଡ଼ିଓକୁ ସେୟାର କରିଛନ୍ତି ଏବଂ ଲେଖିଛନ୍ତି ବନ୍ୟଜନ୍ତୁ ଅଞ୍ଚଳ ପରିଦର୍ଶନ କରିବା ଏବଂ ସେମାନଙ୍କୁ ହଇ-ରାଣ କରିବା କିମ୍ବା ସଡ଼କ ଦୁର୍ଘ-ଟଣାରୁ ର-କ୍ଷା କରିବା।

ଏହା ଉପରେ ତୁମର ମତାମତ କ’ଣ? ଏହି ଭିଡିଓ ଦକ୍ଷିଣ ଭାରତର, ଯେଉଁଠାରେ ଲୋକମାନେ ବନ୍ୟଜନ୍ତୁ ମାନଙ୍କୁ ବହୁତ ଭଲ ପାଆନ୍ତି। ଏହି ଭିଡିଓକୁ ୧୦ ହଜାରରୁ ଅଧିକ ଲୋକ ଦେଖିଛନ୍ତି ଏବଂ ୬୦୦ ରୁ ଅଧିକ ଲାଇକ୍ ମିଳିଛି।

ଏହି ଭିଡ଼ିଓ କ୍ଲିପ୍ ୧୭ ସେକେଣ୍ଡର। ଯେଉଁଥିରେ ଆପଣମାନେ ଦେଖି ପାରୁଥିବେ ରାତିର ଅନ୍ଧାରରେ ଗୋଟେ ବଡ଼ ଅଜଗର ରାସ୍ତା ପାରି ହେଉଛି। ରାତିରେ ଯେତେ ଜୋରେ ଗାଡ଼ି ଯାଉଥିଲା ଯଦି ଅଜଗର ଉପରେ ଗାଡି ଚଢି ଯିବ ତେବେ ଅଜଗର ମ-ରିଯିବ। ସେଥିପାଇଁ ଆପଣ ଦେଖିପାରୁ ଥିବେ ଗୋଟେ ଲୋକ ଅଜଗର ପାଖକୁ ଯାଇ ତାର ଲାଞ୍ଜକୁ ହାତରେ ଧରି ରାସ୍ତା କଡ଼ରେ ଛାଡ଼ି ଦଉଛି। ଏବଂ ସାପଟି ବଣ ଭିତରକୁ ପଳେଇ ଯାଉଛି।

Leave a Reply

Your email address will not be published. Required fields are marked *