ଭାଇର ଚିତା ପାଖେ ଜ-ଳିଲା ଭଉଣୀ,ଭାଇର ମୃ-ତ୍ୟୁ ବୋଧେ ସହି ପାରିଲାନି ଭଉଣୀ।

ବାବୁ ତୁ ସବୁ ଜନ୍ମରେ ମୋ ଭାଇ ହେଉଥା। ତୋ ପରି ଭାଇ ପାଇ ମୁଁ ବହୁତ ଖୁସି। ବର୍ଷ ପରେ ବର୍ଷ ଆସୁ ଆଉ ସବୁ ବର୍ଷ ମୁଁ ତୋ ହାତରେ ରାକ୍ଷୀ ବାନ୍ଧେ। ମତେ କିଛି ଦରକାର ନାହିଁରେ ମତେ କେବଳ ତୋ ଦିଦି ଡାକ ଆଉ ତୋ ସ୍ନେହ ଭଲ ପାଇବା ଦରକାର।ଆସୁଥିଲା ପ୍ରତି ବର୍ଷ ରାକ୍ଷୀ ଆସୁଥିବ ଆଉ ମୁଁ ମୋ ସ୍ନେହ ଭରା ରାକ୍ଷୀ ତୋ ହାତରେ ବାନ୍ଧି ଦେଇ ସୁର-କ୍ଷା ମାଗୁଥିବୀ।ହେଲେ କିନ୍ତୁ ଆଗ ଭାଇ ଭଉଣୀକୁ ଛାଡି ଚାଲିଗଲା ଆର ପାରିକୁ। ହଟାତ ଭାଇର ଅ-କାଳ ମୃ-ତ୍ୟୁକୁ ଗ୍ରହଣ କରି ପାରିଲେ ନାହିଁ ପରିବାର ବନ୍ଧୁ ବାନ୍ଧବ ନା ବାପା ମା ନା ହିଁ ନିଜ ଜୀବନ ଠୁ ଅଧିକ ଛୋଟ ଭାଇକୁ ଭଲ ପାଉଥିବା ଭଉଣୀ।

ଭାଇ ତୁ ସବୁବେଳେ ମତେ କହୁଥିଲୁ ନା ତତେ ମୋ ପରି ଭଉଣୀ ଦରକାର ପୁଣି ତୁ ମତେ ଏକା କରି କେମିତି ଯାଇ ପାରିଲୁ। କହିଲୁ ମୁଁ କାହା ହାତରେ ରାକ୍ଷୀ ବାନ୍ଧିବି। ରାକ୍ଷୀ ଆସିଲେ ତୋ ହାତରେ ବି ଆର ପାରିରେ କିଏ ରାକ୍ଷୀ ବାନ୍ଧିବ। ରାକ୍ଷୀ ନ ବାନ୍ଧିଲେ ତୋର ମନ ଦୁଖ ହେବ ନା ? ଶୁଣେ ତୁ ମନ ଦୁଖ କରେନି ସବୁ କିଛି ଠିକ ହୋଇଯିବ ତୁ ଉପରେ ଥା ମୁଁ ତୋ ପାଖକୁ ଆସୁଛି।

ବନ୍ଧୁଗଣ ସାନ ଭାଇର ମୃ-ତ୍ୟୁକୁ ମାତ୍ର ଦୁଇ ଦିନ ବି ହୋଇନି। ଭାଇ ଭଉଣୀର ଅତୁଟ ସେ ସ୍ନେହ ଭରା ସ-ମ୍ପର୍କ ଭଉଣୀକୁ ବି ସାଥିରେ ନେଇଗଲା। ହାତ ଧରା ଧରି ହୋଇ ଦୁହେଁ ଚାଲିଗଲେ ଆଗ ପଛ ହୋଇ ଆର ପାରିକୁ। କେହି ହେଲେ ଥରୁଟିଏ ଭାବିଲେନି ସେମାନଙ୍କ ବିନା କଣ କରିବେ ସେମାନଙ୍କ ବାପା ମା। କୋଳ ଶୂନ୍ୟ କରିଦେଲେ ଆଉ ସ୍ୱାର୍ଥପରଙ୍କ ପରି ବାପା ମାଙ୍କୁ ଛାଡି ଚାଲିଗଲେ ଦୁହେଁ। ଏଭଳି ହୃଦୟ ବିଦାରକ ଦୁଃ-ଖଦ ଘ-ଟଣା ସାମ୍ନାକୁ ଆସିଛି କୋରାପୁଟ ଜିଲ୍ଲା ଜୟପୁର ରୁ ପୋରାବେଡା ଅଞ୍ଚଳରେ। ଏହି ଦୁଇ ଦିନ ପୂର୍ବରୁ ବାପା ମା ଘରର ଗୋଟିଏ ବୋଲି ଗେଲ୍ହା ପୁଅକୁ ହରାଇ ବସିଥିଲେ। ପୁଅକୁ ହରାଇବା ପରେ ଘରେ ଖେଳି ଯାଇଥିଲା ଦୁଃ-ଖର କଳା ବାଦଲ।

ମାତ୍ର ବୋଝ ଉପରେ ଲଳିତା ବିଡା ପରି ପୁଣି ଦୁଃ-ଖ ଉପରେ ଆଉ ଥରେ ଦୁଃ-ଖ ପଡିଲା। ଘରର ସାନ ପୁଅର ମୃ-ତ୍ୟୁକୁ ଦୁଇ ଦିନ ହେଇନି ଭାଇର ଜୁଇ ନି-ଆଁ ଲିଭିନି। ପୁଣି ଭାଇର ଚିତା ପାଖରେ ଜ-ଳିଲା ଭଉଣୀର ଚିତା। ଓ ଏ କି ହୃଦୟ ବିଦାରକ ଘ-ଟଣା। ଏକା ସାଥିରେ ନିଜର ଦୁଇଟି ଛୁଆଙ୍କୁ ହରାଇଥିବା ବାପା ମା କିପରି ସହି ପାରିବେ ଏ ଦୁଃ-ଖ। ସେମାନେ ପରା ବାପା ମା। ଅନେକ ଯତ୍ନରେ ନିଜର ଦୁଇ ଛୁଆଙ୍କୁ କୋଳେଇ କାଖେଇ ମଣିଷ କରିଥିଲେ। କିଏ ଜାଣିଥିଲା ହଟାତ ଏମିତି ହେବ ବୋଲି। କିଏ ଜାଣିଥିଲା ହସ ଖୁସିର ସଂସାର ହଟାତ ଏମିତି ଉଜୁଡି ଯିବ ବୋଲି। ଯେଉଁ ପୁଅ ଝିଅଙ୍କ ହସ ମଜାରେ ଦିନେ ଘର ପୁରି ଉଠିଥିଲା ସେମାନେ ସବୁ ଦିନ ପାଇଁ ଚିର ନିଦ୍ରାରେ ସୋଇଯିବେ ବୋଲି। ବାପା ମାଙ୍କ ଆଖିରୁ ଅସୁମାରୀ ଲୁ-ହ ବୋହି ଯାଉଛି। ଏ ଘଟ-ଣାକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ବାପା ମା। ମୁଣ୍ଡ ବାଡେଇ ଛା-ଟି ପି-ଟି ହୋଇ କା-ନ୍ଦୁଛନ୍ତି ଆଉ ଖୋଜୁଛନ୍ତି ତାଙ୍କର ଦୁଇ ସନ୍ତାନକୁ।

ଏମିତିବି ଆସିପାରେ ମୃ-ତ୍ୟୁ ଆଉ ହଟାତ ସବୁକିଛି ଛାରଖାର କରିଦେଇ ପାରେ ବୋଲି ବାପା ମା ପ୍ରଶ୍ନ କରିଛନ୍ତି। ଘରର ଛାତ ଉପରେ ଖେଳିଥିବା ସମୟରେ ପୁଅର ପାଟିରୁ ଫେଣ ବାହାରୁଥିବା ଦେଖି ପରିବାର ଲୋକେ ତୁରନ୍ତ ଛୋଟ ପୁଅକୁ ଡାକ୍ତରଖାନା ନେଇଯାଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ। ଏହି ଖବର ଶୁଣିବା ପରେ ଅଂଚଳରେ ଖେଳି ଗଲା ଶୋକାକୁଳ ପରିବେଶ। ଛୋଟ ଭାଇକୁ ହରାଇବା ଦୁଃ-ଖରେ ଭାଙ୍ଗିପଡିଥିଲେ ଭଉଣୀ।

ପରିବାର ଉପରେ ଆସିଥିବା ଅଦିନିଆ ଝଡ଼ର କ-ଷ୍ଟ ବି ଥମି ନଥିଲା। ପୁଣି ଘର ଉପରକୁ ମାଡି ଆସିଲା ଆଉ ଏକ ଝଡ଼। ଭାଇର ମୃ-ତ୍ୟୁ କୁ ଠିକ ଦୁଇ ଦିନ ହୋଇଛି ଭଉଣୀ ସେହି ସମାନ ଅବସ୍ଥାରେ ଛାତ ଉପରେ ପଡିଥିଲା ଆଉ ଭଉଣୀ ପାଟିରୁ ମଧ୍ୟ ଭାଇ ପରି ଫେଣ ବାହାରୁ ଥିଲା ଆଉ ଦେଖିଲା ବେଳକୁ ଭଉଣୀ ତା ଭାଇ ପାଖକୁ ଚାଲି ଯାଇଛି ଏ ଖବର କେବଳ ଘରେ ନୁହେଁ ସାରା ଅଞ୍ଚଳରେ ଶୋ-କାକୋଳ ପରିବେଶ ସୃଷ୍ଟି କଲା। ତେବେ ଏହି ଭାଇ ଭଉଣୀଙ୍କ ମୃ-ତ୍ୟୁ ପଛର କାରଣ କଣ ହ-ତ୍ୟା ନା ଆ-ତ୍ମହ-ତ୍ୟା ତାହା ତ-ଦନ୍ତ ପରେ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *