କାର ଧରି ବୁଲୁଛନ୍ତି ହେଲେ ମତେ ଦେଉ ନାହାଁନ୍ତି।

ମହିଳା ଆଣିଲେ ଅଭି-ଯୋଗ।ମହିଳାଙ୍କ ଅଭି-ଯୋଗ ଅନୁଯାୟୀ ସେଳୁନ ମାଲିକ ମହିଳାଙ୍କୁ ଦେଉ ନାହାଁନ୍ତି ଟଙ୍କା। ଏନେଇ ମହିଳା ହୋଇଛନ୍ତି ଥା-ନାର ଦ୍ୱାରସ୍ଥ।। ସୂଚନା ଅନୁଯାୟୀ ଜଣେ ମହିଳା ଥା-ନାର ଦ୍ୱାରସ୍ଥ ହୋଇ ଜଣେ ସେଲୁନ ମାଲିକଙ୍କ ନାମରେ ଅଭି-ଯୋଗ ଆଣିଛନ୍ତି। ମହିଳାଙ୍କ କହିବା ଅନୁଯାୟୀ 18 ସେ ସେଳୁନରେ କାର୍ଯ୍ୟ କରୁଥିଲେ ତେବେ ତାଙ୍କର ୧୮ ହଜାର ଟଙ୍କା ବାକି ପଡିଥିବା ବେଳେ ସେଳୁନ ମାଲିକ ଟଙ୍କା ଦେବାକୁ ମନ ବଳାଉ ନାହାଁନ୍ତି।

ସେ ଅନେକ ପରିଶ୍ରମ କରିଥିଲେ ତାଙ୍କ ସେଳୁନରେ ତେବେ ଖଟି ଖଟି ରହିଥିବା ବେଳେ ତାଙ୍କୁ ଅଧାରୁ ସେଲୁନ ନ ଆସି କାମ ଛାଡ଼ିଦେବାକୁ କୁହାଯାଇଥିଲା ମାତ୍ର ସେ ଅନେକ ସମୟରେ ସେଳୁନ ମାଲିକଙ୍କୁ ଟଙ୍କା ମାଗିଥିଲେ ବି ସେଳୁନ ମାଲିକ ଟଙ୍କା ଦେଇନଥିଲେ।

ମହିଳାଙ୍କ ଅଭି-ଯୋଗ କି ଝିଅ ଧରି କାରରେ ବୁଲେଇବାକୁ ତାଙ୍କ ପାଖରେ ପୁଳା ପୁଳା ଟଙ୍କା ଥିବା ବେଳେ ଦରମା ଟଙ୍କା ଦେବାକୁ ସେ ଆଦୌ ଚାହୁଁ ନାହାଁନ୍ତି। ଯାହା ଫଳରେ କି ସେଳୁନରେ କାର୍ଯ୍ୟ କରି କାମ ଛାଡିବାକୁ ଅନେକ ଦିନ ହୋଇଯାଇଥିଲେ ମଧ୍ୟ ସେଳୁନ ମାଲିକ ଦରମା ଟଙ୍କା ଦେବାକୁ ଖେଳୁଛନ୍ତି। ଆମେ କାମ କଣ ପାଇଁ କରିଥିଲୁ ଏଇଥି ପାଇଁ କି ଆମର ଟଙ୍କା ଦରକାର ଥିଲା ହେଲେ ମାସ ସାରା କାମ କରି କରି ଠିକ ସମୟରେ ଯଦି ପଇସା ନ ଦେବେ ତେବେ ଆମେ କରିବୁ କଣ।

ତେବେ ମହିଳା ଓ ତାଙ୍କ ସାଥିରେ ଆଉ ଜଣେ ଯୁବକ ଅଭି-ଯୋଗ ନେଇ ଥା-ନାକୁ ଆସିଥିବା ବେଳେ ଗଣ ମାଧ୍ୟମ ସମ୍ମୁଖରେ ମହିଳା ବଖାଣିଥିଲେ କିପରି ତାଙ୍କୁ ଦରମା ଟଙ୍କା ଦେବା ପାଇଁ ମାଲିକ ହଇ-ରାଣ କରୁଛନ୍ତି। କେତେବେଳେ କହୁଛନ୍ତି ଆଜି ଦେବୁ କେତେବେଳେ କହୁଛନ୍ତି କାଲି ଦେବୁ। ମହିଳାଙ୍କ କହିବା କଥା ମାଲିକ ଏତେ ବଡ଼ ସେଲୁନ କରିଛନ୍ତି ଏତେ ସାରା ପିଲା ରଖିଛନ୍ତି ହେଲେ ଦୁଇ ମାସ ବିତିଗଲାଣି କିନ୍ତୁ ଦରମା ଦେଉ ନାହାଁନ୍ତି

ମୁଁ ଅନେକ ଥର ସମସ୍ୟା କହିଥିଲେ ବି ତାହାର ସମାଧାନ କାରାଯାଉ ନାହିଁ। ଏପରିକି ମୋବାଇଲ ଭାଙ୍ଗିଯାଇଥିବା ବେଳେ ମୁଁ ମାଲିକଙ୍କୁ କହିଥିଲି କି ମତେ ମୋ ଟଙ୍କା ଦେବାକୁ ଆଉ ସେ କହିଥିଲେ କେଉଁଠୁ ସୁଧ ହାରରେ ଆଣି କାର୍ଯ୍ୟ ସମ୍ଭାଳି ଦେବାକୁ ମାତ୍ର ମୋ ଟଙ୍କା ସେ ଦେଇନଥିଲେ। ଓ ଯେତେବେଳେ ମୁଁ ତାଙ୍କୁ କହିଥିଲି ମୋ ଝିଆରୀର ଆଡ଼ମିସନ ହେବ ସେତେବେଳେ ବି ଆଜି କାଲି କହି ଟଙ୍କା ଦେଲେ ନାହିଁ।

ତେବେ ଜୁନ ମାସରୁ କାମ କରିବାକୁ ସେଲୁନକୁ ଯିବାକୁ ମନା କରିଥିଲେ ବି ଜୁନ ଯାଇ ଅଗଷ୍ଟ ପୁରିବାକୁ ବସିଲାଣି ଆମକୁ ଟଙ୍କା ମିଳିଲା ନାହିଁ। ତେଣୁ ଆମେ ବାଧ୍ୟ ହୋଇ ଥା-ନାକୁ ଆସିଛୁ। ଆମକୁ ନ୍ୟା-ୟ ଦରକାର ଆମେ ତାଙ୍କ ସେଲୁନରେ ପରିଶ୍ରମ କରି କାର୍ଯ୍ୟ କରିଥିଲୁ ଆଉ ଆମର ସେତିକି ଟଙ୍କା ଦରକାର ଥିଲା ବୋଲି ଆମେ କାର୍ଯ୍ୟ କରୁଥିଲୁ ମାତ୍ର ଯଦି କାମ ସରିଲା ପରେ ସେଲୁନ ମାଲିକ ଆମ ପ୍ରତି ଏପରି ବ୍ୟବହାର କରିବେ ଆମ ଟଙ୍କା ନଦେଇ ଆମକୁ ହଇ-ରାଣ କରିବେ ତେବେ ଆମେ କରିବୁ କଣ ?

ଜଣେ ମହିଳା ଓ ଆଉ ଜଣେ ଯୁବକ କିଛି ଏମିତି ଅଭି-ଯୋଗ ଆଣି ନିଜ ଭିତରେ ଥିବା ଦୁଃ-ଖକୁ ପ୍ରକାଶ କରିଛନ୍ତି ଓ ତାଙ୍କୁ ତୁରନ୍ତ ନ୍ୟା-ୟ ଦେବାକୁ ଗଣ ମାଧ୍ୟମ ସମ୍ମୁଖରେ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *