କଦଳୀ ବେପାରୀ ଝିଅକୁ ମୋ ସ୍ବାମୀ ବାହା ହେବାକୁ ଯାଉଛି…..

ଗୋଟିଏ ପରେ ଗୋଟିଏ ତପସ୍ୱିନୀଙ୍କ କାହାଣୀ ଲୋକଲୋଚନକୁ ଆସିବାରେ ଲାଗିଛି । ପ୍ରେମ ଭଳି ଏକ ପବିତ୍ର ବନ୍ଧନରେ ବାନ୍ଧି ହୋଇ ଶାରୀ-ରିକ ସ-ମ୍ପର୍କ ରଖି ବିବାହ କରୁଛନ୍ତି କିନ୍ତୁ ଏହାପରେ ସ୍ତ୍ରୀର ଅଧିକାର ଦେବାକୁ ମନା କରୁଛନ୍ତି ଆଜିକାର ଯୁବ ସମାଜ । ବର୍ତ୍ତମାନ ସମୟରେ ଏଭଳି ଏକ ଖବର ଗଞ୍ଜାମ ଜିଲ୍ଲାରୁ ସାମ୍ନାକୁ ଆସିବାରେ ଲାଗିଛି ।

ସୂଚନା ମୁତାବିକ , ଯୁବକ ଏବଂ ଯୁବତୀଙ୍କ ମଧ୍ୟରେ ପ୍ରେମ ସ-ମ୍ପର୍କ ଗଢି ଉଠିଥିଲା । ଯୁବତୀ ଏକ ବେସରକାରୀ ସଂସ୍ଥାରେ କାମ କରୁଥିବା ବେଳେ ଯୁବକ ଜଣକ ବ୍ୟବସାୟ କରୁଥିଲେ । ଆଉ ଏହାପରେ ପ୍ରେମ ସମ୍ପ-ର୍କ ନିବିଡ଼ ହୋଇଥିଲା ଏବଂ ଗଢି ଉଠିଥିଲା ଶାରୀ-ରିକ ସମ୍ପ-ର୍କ । ଏହା ମଧ୍ୟରେ ଯୁବତୀ ଗର୍ଭ-ବତୀ ହୋଇ ଉଠିଥିଲେ ଏବଂ ସ୍ତ୍ରୀର ଅଧିକାର ପାଇବା ପାଇଁ ଯୁବକଙ୍କୁ କୋର୍ଟ ମ୍ୟାରେଜ କରିବାକୁ କହିଥିଲେ ।

ଏକଥା ଶୁଣି ଯୁବକ ମଧ୍ୟ ବିବାହ କରିବାକୁ ରାଜି ହୋଇଥିଲେ ଆଉ ଦୁହେଁ ନିଜ ପିଲାକୁ ନେଇ ଖୁସିରେ ଥିଲେ । ତେବେ ଏହା ମଧ୍ୟରେ ଯୁବତୀଙ୍କୁ ବୋହୁ ରୂପରେ ସ୍ବୀ-କାର କରିବାକୁ ପରିବାର ଲୋକ ରାଜି ନଥିଲେ ଆଉ ବର୍ତ୍ତମାନ ଯୁବକଙ୍କ ବିବାହ ଜଣେ କଦଳୀ ବିକାଳୀଙ୍କ ଝିଅ ସହିତ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି । ଏ କଥା ଶୁଣି ଯୁବତୀ ଜଣକ ଶାଶୁ ଘରକୁ ଦୌଡ଼ି ଆସିଛନ୍ତି ଆଉ ନ୍ୟା-ୟ ପାଇଁ ଅପେକ୍ଷା କରିଛନ୍ତି ।

ଶାଶୁ ଘର ଆଗରେ ଦୁଇ ଦିନ ହେଲାଣି ଧାରଣା ଦେଇଛନ୍ତି । ଆଉ ଏହାପରେ ଶାଶୁ ଘର ଲୋକେ ତାଙ୍କୁ ଘର ଭିତରକୁ ନେଇ ଯାଇଥିଲେ କିନ୍ତୁ ଅତ୍ୟନ୍ତ ହଇ-ରାଣ କରିଥିଲେ । ଏହାପରେ ସେ ପୁଣି ଆସି ବାହାରେ ବସିଛନ୍ତି ଆଉ ନ୍ୟା-ୟ ପାଇଁ ଦାବି କରିଛନ୍ତି । ତାଙ୍କ ଶାଶୁ ଘର ଲୋକେ ତାଙ୍କୁ ବୋହୂର ଅଧିକାର ଦେବା ପରେ ସେ ଏହି ଧାର-ଣାରୁ ଉଠିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *