ଏହି ଯୁବକଙ୍କ କରୁଣ ଗୁହାରି ଶୁଣି ଆପଣଙ୍କ ଆଖିରୁ ମଧ୍ୟ ଆସିଯିବ ଲୁହ, ଶେଷ ଭିଡ଼ିଓରେ କହିଲେ ଏମିତି ନିଜର ଦୁଃଖ… ଦେଖନ୍ତୁ ଭିଡିଓ

ମୃ-ତ୍ୟୁ କେତେବେଳେ ଆସେ ସେ କଥା କାହାକୁ ବି ଜଣା ନଥାଏ । କୁହାଯାଏ ଆଜିର ମଣିଷ କାଲିକୁ ନାହିଁ । ତେଣୁ ଯେତେ ଦିନ ବଞ୍ଚୁଛନ୍ତି ଭଲରେ ବଞ୍ଚନ୍ତୁ । ଆଜିକାର ମଣିଷ ଟିକିଏ କଥାରେ ନିଜର ମାନସିକ ଭାରସ୍ୟାମ ହରାଇ ବସି ଆ-ତ୍ମହ-ତ୍ୟା ଆଡ଼କୁ ଅଗ୍ରସର ହୋଇ ପଡୁଛି । ଆ-ତ୍ମହ-ତ୍ୟାକୁ ସେ ତାର ଶେଷ ରାସ୍ତା ହିଁ ମାନି ନେଉଛି । ତେବେ ଏହାକୁ ତ ଅଟକାଇ ପାରିବା ନାହିଁ । କେଉଁ ମଣିଷ କେତେବେଳେ କଣ କରିଦେବ ସେ କଥା କିଏ ବା ଜାଣିଛି ।

ତେବେ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି ରାଉଲକେଲାର ଜଣେ ବ୍ୟକ୍ତି ରାହୁଲ ଅଗ୍ରୱାଲଙ୍କର ଦୁଃ-ଖ ଭରା କାହାଣୀ । ନିଜର ଶେଷ ଭିଡ଼ିଓରେ ସେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି ଆଉ ନିଜ ମନ କଥାକୁ ବଖାଣିଛନ୍ତି । ନିଜ ଶେଷ ଭିଡ଼ିଓରେ ସେ ନିଜ ପିତା ମାତାଙ୍କର ଦୋ-ଷୀ ଅଟନ୍ତି ବୋଲି କହିଛନ୍ତି ଆଉ ସେମାନଙ୍କୁ ଏଭଳି ଦେଖି ପାରିବେନାହିଁ ବୋଲି ମଧ୍ୟ କହିଛନ୍ତି । ବୃଦ୍ଧ ବୟସରେ ବାରମ୍ବାର କୋର୍ଟ କ-ଚେ-ରୀ ଧାଇଁବା ଦେଖି ତାଙ୍କୁ ଭଲ ଲାଗୁନାହିଁ । ସେମାନଙ୍କ ଧ୍ୟାନ ରଖିବାପାଇଁ ତାଙ୍କର ତିନି ଭାଇ ଅଛନ୍ତି । ତେବେ ଏ ସବୁ ଘ-ଟ-ଣା ତାଙ୍କ ପତ୍ନୀଙ୍କ ପାଇଁ ଘଟାଇଛନ୍ତି ବୋଲି ତାଙ୍କ କଥାରୁ ଜଣା ପଡୁଛି ।

ବୋଧହୁଏ କୌଣସି ପାରିବାରିକ କ-ଳ-ହ କିମ୍ବା ପାରିବାରିକ ବି-ବା-ଦ ରାହୁଲଙ୍କୁ ଆ-ତ୍ମହ-ତ୍ୟା କରିବା ପାଇଁ ବାଧ୍ୟ କରିଛି । ନିଜ ପିତା ମାତାଙ୍କୁ ପୋ-ଲି-ସ ଷ୍ଟେ-ସ-ନ ଆଉ କୌଣସି କଚେରୀ ଦୌଡ଼ିବା ଅବସ୍ଥାରେ ଦେଖି ସହି ପାରୁନଥିଲେ ରାହୁଲ ଆଉ ଶେଷରେ ଆ-ତ୍ମହ-ତ୍ୟାକୁ ହିଁ ଆପଣାଇ ନେଲେ । ତେବେ ସେ ଭିଡ଼ିଓରେ ନିଜ ତିନି ଭାଇଙ୍କୁ କହିଛନ୍ତି କି , ମନ ଲଗାଇ କାମ କର ବହୁତ ଆଗକୁ ଯିବ । ଆଉ ବାପା ମାଆଙ୍କର ନାମ ରଖିବ । ତାଙ୍କ ପାଇଁ ଯେଉଁ ବାପା ମାଆଙ୍କର ହୃଦୟ ଭା-ଙ୍ଗି ଯାଇଛି ତାକୁ ଯୋଡିବା ପାଇଁ ସେ କହିଛନ୍ତି ।

ପରିଶେଷରେ ସେ ତାଙ୍କ ବନ୍ଧୁ ମାନଙ୍କୁ କହିଛନ୍ତି କି , ସେମାନଙ୍କୁ ବହୁତ ଭଲ ପାଆନ୍ତି । ସେମାନଙ୍କ ପାଖରେ ସେ କରିଥିବା ଭୁଲକୁ ଯଦି ପାରିବ ତେବେ କ୍ଷମା କରିଦେବା କଥା ସେ କହିଛନ୍ତି । ଆହୁରିମଧ୍ୟ ସେମାନଙ୍କ ମଧ୍ୟରେ ଯେଉଁ କଳହ ଥିଲା ତାକୁ ଭୁଲି ଯିବାକୁ କହିଛନ୍ତି । ସେମାନଙ୍କୁ ସେ ବହୁତ ଭଲ ପାଆନ୍ତି ଆଉ ଆର ପାରିରେ ଥାଇ ସେ ସେମାନଙ୍କୁ ସବୁଦିନ ମନେ ପକାଇବେ ବୋଲି ମଧ୍ୟ କହିଛନ୍ତି । ତେବେ ଏହାପରେ ରାହୁଲ ଆ-ତ୍ମହ-ତ୍ୟା କରି ଦେଇଥିଲେ । ବର୍ତ୍ତମାନ ସମୟରେ ପୋ-ଲି-ସ ଘ-ଟ-ଣା ସ୍ଥଳରେ ପହଞ୍ଚି ଅଧିକ ତ-ଦ-ନ୍ତ କରୁଅଛି ।

Leave a Reply

Your email address will not be published. Required fields are marked *