ଯୁବତୀଙ୍କୁ ଗର୍ଭ-ବତୀ କଲା ମନ୍ତ୍ରୀ ପୁଅ , ଅଭି-ଯୋଗ ପରେ ଯୁବତୀଙ୍କୁ କାଳି ମା-ଡ଼ :-

ଆପଣ ମାନେ ପ୍ରାୟ ଶୁଣିଥିବେ ଅନେକ ଯୁବତୀ ଏବଂ ଯୁବକ ଫେସବୁକରୁ ପ୍ରେମ କରି ସମସ୍ୟାରେ ପଡ଼ନ୍ତି । ଫେସବୁକରୁ ପ୍ରେମ ତାପରେ ବିବାହ କରିବାର ମିଛ ପ୍ରତିଶ୍ରୁତି ଦେଇ ଦୁ-ଷ୍କ-ର୍ମ । ଏହିପରି ଏକ ମା-ମ-ଲା ଦିଲ୍ଲୀରେ ଘ-ଟିଛି ଯେଉଁଠି ଜଣେ ମନ୍ତ୍ରୀଙ୍କ ପୁଅ ଯୁବତୀଙ୍କୁ ଦୁ-ଷ୍କ-ର୍ମ କରିଥିବା ଅଭି-ଯୋଗ ହୋଇଛି । ଘ-ଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ରାଜସ୍ଥାନର ମନ୍ତ୍ରୀ ମହେଶ ଯୋଶୀଙ୍କ ପୁଅ ରୋହିତ ଯୋଶୀ ଜଣେ ଯୁବତୀଙ୍କୁ ଦୁ-ଷ୍କର୍ମ କରିଥିବା ଅଭି-ଯୋଗ ହୋଇଛି । ଯାହାକୁ କେନ୍ଦ୍ର କରି ଦିଲ୍ଲୀ ପୋ-ଲିସ ରୋହିତ ଯୋଶୀଙ୍କୁ ଗି-ରଫ କରିବାକୁ ଯାଇଥିଲା ମାତ୍ର ସେ ଘରେ ନଥିବାରୁ ଗି-ରଫ କରିବାରେ ବି-ଫଳ ହୋଇଥିଲା । ତେବେ ମନ୍ତ୍ରୀଙ୍କ ପୁଅ ହୋଇ ପାୱାରର ବ୍ୟବହାର କରି ସେ ଯେଉଁ କାମ କରିଛି ତାହା ବାସ୍ତବରେ ନିନ୍ଦ-ନୀୟ । କାରଣ ସେ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଦୁ-ଷ୍କ-ର୍ମ କରିଥିଲେ । ଆଉ ଶେଷରେ ଯୁବତୀ ଗର୍ଭ-ବତୀ ହେବାପରେ ଜୋ-ର ଜବ-ରଦ-ସ୍ତ ତାଙ୍କର ଗର୍ଭ-ପାତ ମଧ୍ୟ କରାଯାଇଥିଲା ।

ପୁରା ଘ-ଟଣା ଏହା ଯେ ଯୁବତୀ ଜଣକ ଦିଲ୍ଲୀର ଅଟନ୍ତି । ତେବେ ଫେସବୁକ ଜରିଆରେ ମନ୍ତ୍ରୀଙ୍କ ପୁଅ ସହିତ ତାଙ୍କର ବନ୍ଧୁତା ହୋଇଥିଲା । ମାତ୍ର କିଛିଦିନ ପରେ ରୋହିତ ଯୁବତୀଙ୍କୁ ଡାକି ତାଙ୍କର ଜଣେ ବନ୍ଧୁଙ୍କ ଘରକୁ ନେଇ ଯାଇଥିଲେ । ସେଠାରେ ମ-ଦ୍ୟ ପା-ନ କରି ଯୁବତୀଙ୍କୁ ଦୁ-ଷ୍କ-ର୍ମ କରିଥିଲେ । ଏହାପରେ ବାରମ୍ବାର ସେ ଯୁବତୀଙ୍କୁ ବିବାହର ମି-ଛ ପ୍ରତି-ଶ୍ରୁତି ଦେଇ ଦୁ-ଷ୍କ-ର୍ମ କରୁଥିଲେ । ମାତ୍ର ଯେତେବେଳେ ଯୁବତୀ ଗର୍ଭ-ବତୀ ହେଲେ ସେତେବେଳେ ତାଙ୍କର ଗର୍ଭ-ପାତ କରାଗଲା ଏବଂ ତାଙ୍କୁ ବିବାହ କରିବେ ନାହିଁ ବୋଲି ମଧ୍ୟ ମନା କରି ଦେଇଥିଲେ । ତେଣୁ ଯୁବତୀ ଜଣକ ଉତ୍ତର ଦିଲ୍ଲୀ ସଦର ଥା-ନାରେ ଏନେଇ ଏକ ଅଭି-ଯୋଗ କରିଛନ୍ତି ।

ଅଭି-ଯୋଗ ଆଧାରରେ ଦିଲ୍ଲୀ ପୋ-ଲି-ସର ଏକ ସ୍ୱତନ୍ତ୍ର ଟିମ ମନ୍ତ୍ରୀ ପୁଅକୁ ଗି-ର-ଫ କରିବାକୁ ରାଜସ୍ଥାନ ଯାଇ ବି-ଫଳ ହୋଇଥିଲା । ମାତ୍ର କିଛି ଦିନ ପରେ ରୋହିତ ଦିଲ୍ଲୀ କୋର୍ଟରୁ ଆଗୁଆ ଜାମିନ ମିଳିବା ପରେ ଦିଲ୍ଲୀ ଥା-ନାରେ ହା-ଜର ହୋଇଥିଲେ । ମାତ୍ର ଏପଟେ କାଳନ୍ଦୀକୁଞ୍ଜ ରୋଡ଼ରେ ଯୁବତୀ ନିଜ ମାଙ୍କ ସହିତ ଯାଉଥିବା ସମୟରେ ଦୁଇଜଣ ଦୁ-ର୍ବୁ-ତ୍ତ ଯୁବତୀଙ୍କ ଉପରକୁ ବ୍ଲୁ ଲିକୁଇଡ଼ ମା-ଡ଼ କରିଥିଲେ ଯାହାକି ପୁରାପୁରି କାଳି ଭଳି ଥିଲା ।

ତେଣୁ ଯୁବତୀଙ୍କୁ ବର୍ତ୍ତମାନ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସିସିଟିଭି ଫୋଟେଜ ଅନୁଯାୟୀ ପୁରା ଘ-ଟ-ଣା ବିଷୟରେ ଜଣା ପଡ଼ିଛି । ଯୁବତୀଙ୍କ ଅଭି-ଯୋଗ ଅନୁଯାୟୀ ୨୦୨୧ ଜାନୁଆରୀ ୮ ରୁ ଏପ୍ରିଲ ୧୭ ପର୍ଯ୍ୟନ୍ତ ରୋହିତ ତାଙ୍କୁ ଅନେକ ଥର ଦୁ-ଷ୍କ-ର୍ମ କରିଥିଲେ ଏବଂ ଗର୍ଭ-ବତୀ ହେବା ପରେ ଗର୍ଭ-ପାତ ମଧ୍ୟ କରାଇ ଥିଲେ । ଯେଉଁ ଆଧାରରେ ପୋ-ଲି-ସ ତ-ଦ-ନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *